ସୁନ୍ଦର-ଇନୋସେଣ୍ଟ୍ ଚେହେରାକୁ ବ୍ୟବହାର କରି, ୩୦ ଜଣ ମହିଳାଙ୍କୁ ଦୁଷ୍କର୍ମ-ହତ୍ୟା, ପୋଲିସ କାବା

ନୂଆଦିଲ୍ଲୀ: ଇତିହାସର ଅନ୍ୟତମ କୁଖ୍ୟାତ ସିରିଏଲ କିଲର ଟେଡ୍ ବୁଣ୍ଡି। ଧୋକା, ପ୍ରତାରଣା ଓ ନିଷ୍ଠୁରତାର ଆଉ ଏକ ନାମ । ଯିଏ ଅନେକ ସାଙ୍ଘାତିକ ଘଟଣା ଘଟାଇଥିଲେ ମଧ୍ୟ ଦୀର୍ଘ ଦିନ ଧରି ଆଇନ ଆଖିରୁ ଦୂରେଇ ରହିଥିଲା। ତା…

ପ୍ରଧାନ ବିଚାରପତି ଭାବେ ସୁପ୍ରିମ୍ କୋର୍ଟରେ ଶେଷ ଦିନରେ କ’ଣ କହିଲେ ଜଷ୍ଟିସ୍ ଡି.ୱାଇ. ଚନ୍ଦ୍ରଚୂଡ଼?

ନୂଆଦିଲ୍ଲୀ: ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଡିୱାଇ ଚନ୍ଦ୍ରଚୂଡ଼ଙ୍କ ଆଜି ଥିଲା ଶେଷ ଦିନ । ତେବେ ତାଙ୍କ କାର୍ଯ୍ୟକାଳ ନଭେମ୍ବର ୧୦ତାରିଖରେ ଶେଷ ହେଉଛି । ସୁପ୍ରିମ୍ କୋର୍ଟଙ୍କୁ ବିଦାୟ ଦେଇ ସେ କହିଛନ୍ତି, ଅସହାୟ…

ବାହାର ରାଜ୍ୟରୁ ଧାନ ଯେପରି ନଆସିବ ସେଥିପାଇଁ ସିଲ୍ ହେବ ସୀମା: କୃଷ୍ଣଚନ୍ଦ୍ର ପାତ୍ର

ଭୁବନେଶ୍ୱର: (ଓଡ଼ିଶା ଭାସ୍କର) ବାହାର ରାଜ୍ୟରୁ ଧାନ ଯେପରି ନଆସିବ ସେଥିପାଇଁ ସିଲ୍ ହେବ ସୀମା । ଗଞ୍ଜାମରେ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କ ସୂଚନା । ‘ଆମର ପାଟ୍ରୋଲିଂ ଗାଡ଼ି ବୁଲିବ, ସିସିଟିଭି…

ରାଜ୍ୟର ସବୁ ମୁଖ୍ୟ ପୋଷ୍ଟ ଅଫିସରେ ଲିଙ୍କ୍ ଫେଲ୍, ହେଉ ପାରୁନି କାରବାର

ଭୁବନେଶ୍ୱର: (ଓଡ଼ିଶା ଭାସ୍କର) ରାଜ୍ୟର ସବୁ ମୁଖ୍ୟ ପୋଷ୍ଟ ଅଫିସରେ ଲିଙ୍କ୍ ଫେଲ୍ ହୋଇଛି, ହେଉ ପାରୁନି କୌଣସି କାରବାର । ୩ ଦିନ ହେଲାଣି ଲିଙ୍କ୍ ଫେଲ୍ ଯୋଗୁଁ କାରବାର ବନ୍ଦ । ଭୁବନେଶ୍ୱର ପ୍ରଧାନ ଡାକଘର ଅଫିସରେ ବି…

ଗର୍ଭରେ ଥିବାବେଳେ ଝିଅର ନିଲାମ ଡ଼ାକିଲା ମା’, ଜୁଟିଲେ ୭ ଗ୍ରାହକ, ୧୨ ହଜାରରେ କାରବାର…

ନୂଆଦିଲ୍ଲୀ: ଯିଏ ଏପର୍ଯ୍ୟନ୍ତ ଦୁନିଆରେ ପାଦ ରଖିନଥିଲା, ତାର ନିଲାମ କରାଗଲା। ପିଲାର ମୂଲ୍ୟ କେତେ ହେବ ତାହା ଗର୍ଭରେ ଥିବା ବେଳେ ସ୍ଥିର ହୋଇଥିଲା। ଏହି ଚୁକ୍ତି କାହା ସହିତ ନୁହେଁ, ବରଂ ସାତ ଜଣ ଦମ୍ପତିଙ୍କ ସହ…

ପାଠପଢ଼ା/ପ୍ରେମ-ପରିବାର ଚାପରେ ଜୀବନ ହାରୁଛନ୍ତି ଛାତ୍ରଛାତ୍ରୀ!; ଚିନ୍ତାରେ ଅଭିଭାବକ

ଭୁବନେଶ୍ୱର: କିଛିଦିନ ଦିନ ହେବ ଅନେକ ଛାତ୍ରଛାତ୍ରୀ ଜୀବନ ହାରୁଥିବା ଘଟଣା ସାମ୍ନକୁ ଆସୁଛି। ବିଶେଷକରି ଏଥିରେ ଶିକାର ହେଉଛନ୍ତି ପରୀକ୍ଷା ଦେଉଥିବା ଛାତ୍ରଛାତ୍ରୀ । ନଜ ଘର ଛାଡି କ୍ୟାରିୟର କରିବାକୁ ବାହାରକୁ…

ଧାରା ୩୭୦ ପୁନରୁଦ୍ଧାର ପ୍ରସଙ୍ଗରେ ଜମ୍ମୁ-କଶ୍ମୀର ବିଧାନସଭାରେ ହଙ୍ଗାମା ପରେ ଏପରି କହିଲା BJP

ନୂଆଦିଲ୍ଲୀ: ଜମ୍ମୁ-କଶ୍ମୀର ବିଧାନସଭାରେ ଧାରା ୩୭୦ ଓ ୩୫ଏ ପୁନରୁଦ୍ଧାର ପାଇଁ ପ୍ରସ୍ତାବ ପାରିତ ହେବା ପରେ ବିଜେପି ପ୍ରତିକ୍ରିୟା ରଖିଛି । ବିଜେପି ନେତ୍ରୀ ସ୍ମୃତି ଇରାନୀ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି,…

ଯଦି ଗ୍ଲୋବାଲ ୱାର୍ମିଂ ଆଉ ୩°C ବୃଦ୍ଧି ପାଏ, ତେବେ ଶୁଖିଯିବ ହିମାଳୟର ୯୦% ଅଞ୍ଚଳ; ଗବେଷଣା

ନୂଆଦିଲ୍ଲୀ: ପାଣିପାଗର ପରିବର୍ତ୍ତନ ଓ ଗ୍ଲୋବାଲ ୱାର୍ମିଂ କାରଣରୁ ଅନେକ ଦେଶରେ ଏବେଠୁ ସଙ୍କଟ ଦେଖାଦେଲାଣି। ଏହାରି ଭିତରେ ଏକ ନୂଆ ଗବେଷଣାରୁ ଭୟଙ୍କର କଥା ସାମ୍ନାକୁ ଆସିଛି । ନୂଆ ଗବେଷଣା ଅନୁଯାୟୀ, ଗ୍ଲୋବାଲ…

ଧନିଆ ଚାଷ ପାଇଁ ଉତ୍କୃଷ୍ଟ ସମୟ ନଭେମ୍ୱର; ଘର ପାଇଁ ହେଉ କି ବିକ୍ରି ପାଇଁ, ଆପଣାନ୍ତୁ ଏହି ପଦ୍ଧତି…

ଓଡ଼ିଶା ଭାସ୍କର: ଧନିଆ ଏକ ସବୁଦିନିଆ ଫସଲ । ବିଶେଷ କରି ଉଷ୍ଣ ମଣ୍ଡଳର ଆର୍ଦ୍ର ପରିବେଶରେ ଧନିଆ ଫୁଲ ଫୁଟେ ନାହିଁ । ମାତ୍ର ପତ୍ର ପାଇଁ ଚାଷ କରାଯାଇପାରେ । ଆମ ରାଜ୍ୟ  ଓଡ଼ିଶାରେ ସାଧାରଣତଃ ଶୀତ ଋତୁରେ ଧନିଆ ଚାଷ…

ମାର୍କେଟ୍‌ରେ ରସୁଣ ରାଜ୍; ଖାଇବା ତ ଦୂରର କଥା, ହାତ ମାରିବାକୁ ବି ଲାଗୁଛି ଭୟ…

ଭୁବନେଶ୍ୱର: (ଓଡ଼ିଶା ଭାସ୍କର) ଆଜିଠୁ ରସୁଣ କେହି ଖାଇବେନି । କାର୍ତ୍ତିକ ମାସ ପାଇଁ ନୁହେଁ ବରଂ ତାର ଉଚ ଦର ପାଇଁ । ଦେଖିବାରୁ ଗଲେ ସମସ୍ତଙ୍କୁ କନ୍ଦାଇଲାଣି ରସୁଣ । ଖାଉଟିଙ୍କୁ କଲବଲ କରୁଛି ରସୁଣ । ଆଉ ହାତ ମାରି…