ପାକିସ୍ତାନକୁ ICCର ବଡ଼ ଝଟକା: ବଢ଼ିଲା ଚାମ୍ପିୟନ୍ସ ଟ୍ରଫି ୨୦୨୫ର ନିଷ୍ପତ୍ତିକୁ ଅପେକ୍ଷା ସମୟ
ନୂଆଦିଲ୍ଲୀ: ଚାମ୍ପିୟନ୍ସ ଟ୍ରଫି ୨୦୨୫ର ନିଷ୍ପତ୍ତିକୁ ଅପେକ୍ଷା ଆହୁରି ବଢିଯାଇଛି । ଆଇସିସି ବୈଠକକୁ ସ୍ଥଗିତ ରଖାଯାଇଛି। ମିଳିଥିବା ସୂଚନା ଅନୁଯାୟୀ, ଏହି ବୈଠକ ଗୁରୁବାର ପରିବର୍ତ୍ତେ ଶନିବାର ଅନୁଷ୍ଠିତ ହେବ। ଇତି…