ଖଣ୍ଡପଡ଼ା: ବାଘ ଦେହରୁ ମୁଣ୍ଡ କାଟି ନେଇଗଲେ ଶିକାରୀ, ସାପୁଆ ଜଙ୍ଗଲରେ ଛାନ୍ଭିନ୍ କରୁଛି ବନବିଭାଗ
ନୟାଗଡ଼: (ଓଡ଼ିଶା ଭାସ୍କର) ପୁଣି ରାଜ୍ୟରେ ବଢିଲାଣି ବାଘ ଶିକାର, ଦିନକୁ ଦିନ ଶିକାରୀ ଆପଣାଉଛନ୍ତି ବିଭିନ୍ନ ତରିକା। ଶେଷରେ ବାଘ ଦେହରୁ ମୁଣ୍ଡ କାଟି ନେଇଗଲେ ଶିକାରୀ। ଖଣ୍ଡପଡ଼ା ବନାଞ୍ଚଳ ଅନ୍ତର୍ଗତ ସାପୁଆ ସଂରକ୍ଷିତ…