ରାୟଗଡ଼ା: କ୍ଲାସରେ ପିଲାଙ୍କ ସହ ବସିଲା ମୟୂର, ଶିକ୍ଷକ ପଚାରିଲେ- ତୁ ବି ପାଠ ପଢିବୁ କି?

ରାୟଗଡ଼ା: ରାୟଗଡ଼ାରୁ ଏକ ରୋଚକ ଭିଡିଓ ସାମ୍ନାକୁ ଆସିଛି। ଏହି ଭିଡିଓରେ ଦେଖିବାକୁ ମିଳୁଛି ଯେ ସ୍କୁଲରେ ଚାଲିଥିବା କ୍ଲାସରେ ଏକ ମୟୂର ପଶିଥାଏ। ଏହି ସମୟରେ ଶିକ୍ଷୟିତ୍ରୀ ତାଙ୍କୁ ପଚାରିଛନ୍ତି କି ତୁ ବି ପାଠ ପଢିବୁ…

ରାଜନୀତି ପାଇଁ ଫିଲ୍ମ ଇଣ୍ଡଷ୍ଟ୍ରି ଛାଡିବା ନେଇ ଏପରି କହିଲେ ବିଜୟ; ‘କ୍ୟାରିୟରର ସର୍ବୋଚ୍ଚ ନିଷ୍ପତ୍ତି ନେଇଥିଲି’

ମୁମ୍ୱାଇ: ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରିର ସୁପରଷ୍ଟାର ଥାଲାପଥି ବିଜୟ ନିଜର ଦମଦାର ଫିଲ୍ମ ପାଇଁ ଜଣାଶୁଣା। ଫିଲ୍ମ ବ୍ୟତୀତ ଥାଲାପଥି ବିଜୟ ଏବେ ରାଜନୀତିରେ ମଧ୍ୟ ନିଜର ଷ୍ଟାଇଲ ଦେଖାଇବାପାଇଁ ପୂରା ପ୍ରସ୍ତୁତ ଅଛନ୍ତି।…

BIG BREAKING…ହାଇଦ୍ରାବାଦରେ ଜାରି ହେଲା ୧୪୪ ଧାରା; ଏକ ମାସ ପାଇଁ ବିକ୍ଷୋଭ ଉପରେ ଲାଗିଲା କଟକଣା

ହାଇଦ୍ରାବାଦ: ହାଇଦ୍ରାବାଦ ସହରରେ ଏକ ମାସ ପାଇଁ ୧୪୪ ଧାରା ଜାରି କରାଯାଇଛି। ହାଇଦ୍ରାବାଦ ପୋଲିସ ନଭେମ୍ବର ୨୮ ପର୍ଯ୍ୟନ୍ତ କୌଣସି ପ୍ରକାର ଶୋଭାଯାତ୍ରା, ଧାରଣା ଏବଂ ସାଧାରଣ ସଭା ଉପରେ ପ୍ରତିବନ୍ଧକ ଲଗାଇଛି।…

ଦୀପାବଳିରେ ଶନିଙ୍କ ନକ୍ଷତ୍ରରେ ପ୍ରବେଶ କରିବେ ବୁଧ, ବଦଳିଯିବ ଏହି ୩ ରାଶିଙ୍କ ଭାଗ୍ୟ, ସବୁ କ୍ଷେତ୍ରରେ ହେବ ଉନ୍ନତି

ଓଡ଼ିଶା ଭାସ୍କର: ଜ୍ୟୋତିଷ ଶାସ୍ତ୍ର ଅନୁସାରେ ପ୍ରତ୍ୟେକ ଗ୍ରହ ଏକ ନିର୍ଦ୍ଦିଷ୍ଟ ସମୟ ପରେ ନିଜର ସ୍ଥାନ ପରିବର୍ତ୍ତନ କରିଥାନ୍ତି। ଯାହାକୁ ଗ୍ରହ ଚଳନ କୁହାଯାଏ। କେତେକଙ୍କ ପାଇଁ ଏହି ପରିବର୍ତ୍ତନ ଶୁଭ ଏବଂ କେତେକଙ୍କ…

‘ଥାଲା ଫର୍ ଏ ରିଜନ୍’କୁ ନେଇ ମୁହଁ ଖୋଲିଲେ ଧୋନି; କହିଲେ ଏହା ପଛରେ କ’ଣ ରହିଛି ପୂରା କଥା…

ମୁମ୍ୱାଇ: ଆଇପିଏଲ୍ ରେ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍କେ) ପକ୍ଷରୁ ଏମ୍ ଏସ୍ ଧୋନି ଖେଳୁଛନ୍ତି। ସେ ତାଙ୍କ ଅଧିନାୟକତ୍ୱରେ ଚେନ୍ନାଇ ପାଇଁ ୫ଟି ଟ୍ରଫି ମଧ୍ୟ ଜିତିଛନ୍ତି। ଯେତେବେଳେ ବି ଆପଣ ସିଏସ୍କେ ପାଇଁ ଧୋନିଙ୍କ…

Video: କାର୍ତ୍ତିକ ମାସରେ ଅଣ୍ଡା ବଦଳରେ କରନ୍ତୁ ପନିର ଅମେଲେଟ୍; ଟେଷ୍ଟ୍ ପୁରା ସମାନ

ଓଡ଼ିଶା ଭାସ୍କର: କାର୍ତ୍ତିକ ମାସରେ ଏହିପରି ପନିରରେ କରି ଖାଆନ୍ତୁ ଅମେଲେଟ୍। ଅମେଲେଟ୍ ଏପରି ଖାଦ୍ୟ ଏହାକୁ ବିଶ୍ୱର ଅନେକ ସ୍ଥାନର ଖାଇବାକୁ ଭଲପାଆନ୍ତି । ସାଧାରଣତଃ ଅଣ୍ଡାକୁ ଭାଙ୍ଗି, ସେଥିରେ ମସଲା ମିଶାଇ…

ପ୍ରମାଣ ଦେଲା ‘ଦାନା’: ବିପର୍ଯ୍ୟୟ ପରିଚାଳନାରେ ଓଡ଼ିଶା ୧ ନମ୍ୱର, ପଶ୍ଚିମବଙ୍ଗ ଫେଲ୍

ଭୁବନେଶ୍ୱର: (ଓଡ଼ିଶା ଭାସ୍କର) ୧୯୯୯ ମହାବାତ୍ୟା ଓଡ଼ିଶାକୁ ଯେଉଁ ଶିକ୍ଷା ଦେଇଛି, ତାହାର ଫଳ ଆଜି ସାରା ବିଶ୍ୱ ଦେଖୁଛି। ବିପର୍ଯ୍ୟୟ ପରିଚାଳନାରେ ଓଡ଼ିଶା ୧ ନମ୍ୱର ହୋଇଛି। ଓଡ଼ିଶା ଅଗରେ ହାର ମାନିଛି ପଶ୍ଚିମବଙ୍ଗ।…

Video: ଇଏ ରିଲ୍ସ ନୁହେଁ ରିଅଲ ହିରୋ, ନିଜ ଜୀବନକୁ ବାଜି ଲଗାଇ ବୃଦ୍ଧାଙ୍କୁ ବଞ୍ଚାଇଲେ ୧୦୮ ଆମ୍ବୁଲାନ୍ସ କର୍ମଚାରୀ

କେନ୍ଦ୍ରାପଡ଼ା: (ଓଡ଼ିଶା ଭାସ୍କର) ଗୁରୁତର ରୋଗୀଙ୍କ ଜୀବନ ବଞ୍ଚାଇଲେ ୧୦୮ ଆମ୍ବୁଲାନ୍ସ କର୍ମଚାରୀ । କେନ୍ଦ୍ରାପଡ଼ା ରାଜନଗର ବ୍ଲକର ୧୦୮ ଆମ୍ବୁଲାନ୍ସ କର୍ମଚାରୀ ମାନସ ମଲ୍ଲିକ । ବାତ୍ୟା ସମୟରେ ଜଣେ ଗୁରୁତର…

ଜାଣନ୍ତୁ ଧନତେରସରେ ସୁନା/ଝାଡୁ କିଣିବା ପାଇଁ ସବୁଠାରୁ ଭଲ ସମୟ; ମିଳିବ ମା’ ଲକ୍ଷ୍ମୀଙ୍କ ଆଶିଷ

ଓଡ଼ିଶା ଭାସ୍କର: ପାଞ୍ଜିର ପାର୍ଥକ୍ୟ ଯୋଗୁଁ ଏଥର ଧନତେରସକୁ ନେଇ ଦ୍ୱନ୍ଦ୍ୱ ରହିଛି, କିନ୍ତୁ ଚଳିତ ବର୍ଷ ଧନତେରସ ୨୯ ଅକ୍ଟୋବର ୨୦୨୪ରେ ପାଳନ କରାଯିବ, କାରଣ ଏହି ଦିନ ସକାଳୁ ରାତି ପର୍ଯ୍ୟନ୍ତ ସପିଂ ଓ ପୂଜାର ଶୁଭ ସମୟ…

IND vs NZ: ନ୍ୟୁଜିଲାଣ୍ଡକୁ ୨୫୫ ରନରେ ଅଲଆଉଟ୍ କଲା ଭାରତ; ସାମ୍ନାରେ ରହିଛି ୩୫୯ ରନର ଟାର୍ଗେଟ୍

ମୁମ୍ୱାଇ: ପୁନେରେ ଖେଳାଯାଉଥିବା ଦ୍ବିତୀୟ ଟେଷ୍ଟରେ ଟିମ୍ ଇଣ୍ଡିଆ ଜୋରଦାର ଜବାବ ଦେଇଛି। ଲାଗୁଥିଲା ନ୍ୟୁଜିଲାଣ୍ଡ ଦଳ ଏହି ମ୍ୟାଚ୍ କୁ ସହଜରେ ଜିତିବ, କିନ୍ତୁ ରବିଚନ୍ଦ୍ରନ ଅଶ୍ୱିନ, ରବୀନ୍ଦ୍ର ଜାଡେଜା ଓ ୱାଶିଂଟନ…