ଏଫ୍ଏନ୍ ସୁଜା ଓ ଆକବର ପଦାମ୍ସୀଙ୍କ କଳାକୃତି ଜବତ ମାମଲା; ରିଲିଜ୍ କରିବାକୁ କୋର୍ଟଙ୍କ ନିର୍ଦ୍ଦେଶ
ମୁମ୍ୱାଇ: ପ୍ରସିଦ୍ଧ କଳାକାର ଏଫ୍ ଏନ୍ ସୁଜା ଓ ଆକବର ପଦାମ୍ସୀଙ୍କ ଜବତ ହୋଇଥିବା ୭ଟି 'ନଗ୍ନ' କଳାକୃତିକୁ ତୁରନ୍ତ ମୁକ୍ତ କରିବାକୁ ବମ୍ବେ ହାଇକୋର୍ଟ କଷ୍ଟମ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି। ୨୦୨୪ ଜୁଲାଇ ପହିଲାରେ…