ଜ୍ଞାନବାପି ମାମଲାରେ ସର୍ଭେ ପାଇଁ ହିନ୍ଦୁ ପକ୍ଷଙ୍କ ଆବେଦନ ଖାରଜ କଲେ ବାରଣାସୀ କୋର୍ଟ
ନୂଆଦିଲ୍ଲୀ: ଜ୍ଞାନବାପିକୁ ନେଇ ଚାଲିଥିବା ଅଦାଲତ ଲଢ଼େଇ ମଧ୍ୟରେ ଶୁକ୍ରବାର (ଅକ୍ଟୋବର ୨୫) ଏକ ଗୁରୁତ୍ୱପୂର୍ଣ୍ଣ ଦିନ ଥିଲା। ବାରାଣସୀର ସିଭିଲ ଜଜ୍ ସିନିୟର ଡିଭିଜନ୍ ଫାଷ୍ଟଟ୍ରାକ୍ ଏବେ ଜ୍ଞାନବାପି ବିବାଦକୁ ନେଇ ରାୟ…