ଅକ୍ଟୋବର ୨୮ ତାରିଖରେ ବନ୍ଦ ରହିବ ମୁଖ୍ୟମନ୍ତ୍ରୀଙ୍କ ଜନ ଶୁଣାଣି; କ’ଣ କରିବେ ପଞ୍ଜୀକରଣ କରିଥିବା ଲୋକ?

ଭୁବନେଶ୍ବର: (ଓଡ଼ିଶା ଭାସ୍କର) ଆଗାମୀ ୨୮ ତାରିଖରେ ବନ୍ଦ ରହିବ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି । ସମ୍ଭାବ୍ୟ ବାତ୍ୟା 'ଦାନା' ଓ ପରବର୍ତ୍ତୀ ସାହାଯ୍ୟ ଏବଂ ପୁନରୁଦ୍ଧାର କାର୍ଯ୍ୟକୁ ଦୃଷ୍ଟିରେ ରଖ୍, ଅକ୍ଟୋବର…

ଅତ୍ୟାବଶ୍ୟକ ସାମଗ୍ରୀ ଚଢ଼ା ଦରରେ ବିକ୍ରି ହେଉଥିଲେ…; ଜଣାନ୍ତୁ ଏହି ନମ୍ୱରରେ, ବ୍ୟବସାୟୀଙ୍କ ବିରୋଧରେ ହେବ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର: (ଓଡ଼ିଶା ଭାସ୍କର) ବାତ୍ୟା ପାଇଁ ଅତ୍ୟାବଶ୍ୟକ ସାମଗ୍ରୀର ଦରରେ ଅହେତୁକ ବୃଦ୍ଧି ଅଭିଯୋଗକୁ ନେଇ ଜାରିହେଲା ହେଲ୍ପ ଲାଇନ୍ ନମ୍ବର ।  ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପକ୍ଷରୁ ନମ୍ବର ଜାରି ।…

ଓଡ଼ିଶାରେ ପ୍ରଥମ ଥର ପାଇଁ ହେବାକୁ ଯାଉଛି ହୃତପିଣ୍ଡ ପ୍ରତିରୋପଣ; ସ୍ୱାକ୍ଷର ହେଲା ବୁଝାମଣାପତ୍ର

ଭୁବନେଶ୍ୱର: ଆଜି ଓଡ଼ିଶା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଇତିହାସରେ ଏକ ନୂଆ ଫର୍ଦ୍ଦ ଯୋଡ଼ି ହୋଇଛି । ଶ୍ରୀରାମ ଚନ୍ଦ୍ର ଭଞ୍ଜ ମେଡ଼ିକାଲ କଲେଜ ଏବଂ ହସ୍ପିଟାଲରେ ହୃତପିଣ୍ଡ ପ୍ରତିରୋପଣ ଆରମ୍ଭ କରିବା ପାଇଁ ଭେଷଜ…

ନସରଲ୍ଲାଙ୍କ ଉତ୍ତରାଧିକାରୀ ହାସିମ ସୈଫୁଦ୍ଦିନଙ୍କ ମୃତ୍ୟୁକୁ ନିଶ୍ଚିତ କଲା ହିଜବୁଲ୍ଲା

ନୂଆଦିଲ୍ଲୀ: ଲେବନାନରେ ସକ୍ରିୟ ଥିବା ଏକ ଉଗ୍ରବାଦୀ ସଂଗଠନ ହିଜବୁଲ୍ଲା ନିଶ୍ଚିତ କରିଛି ଯେ ଏହାର ପରବର୍ତ୍ତୀ ନେତା ତଥା ହାସନ ନସରଲ୍ଲାଙ୍କ ଉତ୍ତରାଧିକାରୀ ହାସିମ ସୈଫୁଦ୍ଦିନ ତିନି ସପ୍ତାହ ତଳେ ଇସ୍ରାଏଲ ଆକ୍ରମଣରେ…

ନକଲି କୋର୍ଟକୁ ନକଲି ଜଜ୍; ୫ବର୍ଷ ଧରି ଚାଲିଥିଲା ଅଦାଲତ, ଜାଲିଆତି କରି ନେଇଗଲେ ଶହେ ଏକର ସରକାରୀ ଜମି

ନୂଆଦିଲ୍ଲୀ: ଏପର୍ଯ୍ୟନ୍ତ ଆପଣ ନକଲି ଆଇଏଏସ୍, ପୁଲିସ ଅଫିସର, ଡାକ୍ତର ଓ ପିଏମଓ କାର୍ଯ୍ୟାଳୟ ବିଷୟରେ ଶୁଣିଥିବେ କିନ୍ତୁ ଏବେ ଗୁଜରାଟରେ ଏକ ନକଲି ଅଦାଲତ ପଦାକୁ ଆସିଛି। ଆଶ୍ଚର୍ଯ୍ୟର କଥା ହେଉଛି, ଗତ ୫ ବର୍ଷ ଧରି ଏହି…

ଟି-୨୦ କ୍ରିକେଟ୍‌ରେ ଜିମ୍ବାୱେର ବିଶ୍ୱ ରେକର୍ଡ; ୨୦ ଓଭରରେ ସଂଗ୍ରହ କଲା ୩୪୪ ରନ୍

ନୂଆଦିଲ୍ଲୀ: ଟି-୨୦ କ୍ରିକେଟ୍ ଇତିହାସରେ ଏକ ଚମତ୍କାର ସଫଳତା ହାସଲ କରିଛି ଜିମ୍ବାୱେ ଜାତୀୟ କ୍ରିକେଟ୍ ଦଳ। ସିକନ୍ଦରଙ୍କ ନେତୃତ୍ବାଧୀନ ଦଳ ବୁଧବାର (ଅକ୍ଟୋବର ୨୩) ବ୍ୟାଟ୍ ରେ ଦମଦାର ପ୍ରୟାସ କରି ଖେଳର ସବୁଠାରୁ ଛୋଟ…

ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷାଙ୍କୁ ଦାୟିତ୍ବରୁ ହଟାଇଲେ ସରକାର

ଭୁବନେଶ୍ୱର: (ଓଡ଼ିଶା ଭାସ୍କର)  ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷାଙ୍କୁ ଦାୟିତ୍ବରୁ ହଟାଇଲେ ସରକାର । ଅଧ୍ୟକ୍ଷାଙ୍କ ସହ ଅନ୍ୟ ସଦସ୍ୟମାନଙ୍କୁ ମଧ୍ୟ ପଦରୁ ହଟାଇଲେ ରାଜ୍ୟ ସରକାର । ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ…

ବ୍ରିକ୍ସ ଶିଖର ସମ୍ମିଳନୀ: ପ୍ରଧାନମନ୍ତ୍ରୀ ମୋଦୀ ଓ ସି ଜିନପିଙ୍ଗଙ୍କ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ

ନୂଆଦିଲ୍ଲୀ: ଗତ ପାଞ୍ଚ ବର୍ଷ ମଧ୍ୟରେ ରୁଷିଆରେ ଅନୁଷ୍ଠିତ ବ୍ରିକ୍ସ ଶିଖର ସମ୍ମିଳନୀ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଚୀନ୍ ରାଷ୍ଟ୍ରପତି ସି ଜିନ୍ ପିଙ୍ଗ୍ ବୁଧବାର (ଅକ୍ଟୋବର ୨୩) ସେମାନଙ୍କର ପ୍ରଥମ…

ଗଞ୍ଜେଇ ଟାଣିବା ପାଇଁ ଦରକାର ଥିଲା ମାଚିସ୍; ମାଗି ମାଗି ଅବକାରୀ କାର୍ଯ୍ୟାଳୟରେ ପହଞ୍ଚିଗଲେ ସ୍କୁଲ ଛାତ୍ର

ନୂଆଦିଲ୍ଲୀ: କେରଳର ଇଡୁକ୍କି ଜିଲ୍ଲାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି, ଯାହାଜାଣିଲେ ଆପଣ ବି ନହସି ରହି ପାରିବେ ନାହିଁ। ଏଠାରେ କିଛି ସ୍କୁଲ ଛାତ୍ର ଗଞ୍ଜେଇ ବିଡି ଟାଣିବା ପାଇଁ ମାଚିସ୍ ଖୋଜିବାକୁ…

ଚା’ ଓ କଫି ପିଇବା ଦ୍ୱାରା ହାର୍ଟ ଆଟାକ୍ ହେବାର ଆଶଙ୍କା କମିଥାଏ: ରିସର୍ଚ

ନୂଆଦିଲ୍ଲୀ: ଚା' ଓ କଫିକୁ ନେଇ ଅନେକ ମିଥ୍ୟା ଅଛି, ଯେଉଁଥିରେ ଅନେକ ଲୋକ ବିଶ୍ୱାସ କରନ୍ତି ଯେ ଚା' କଫି ପିଇବା ସ୍ୱାସ୍ଥ୍ୟ ଉପରେ ଖରାପ ପ୍ରଭାବ ପକାଇଥାଏ, ତେଣୁ ଏହାକୁ ସେବନ କରିବା ଉଚିତ୍ ନୁହେଁ । କିନ୍ତୁ ନିକଟରେ…