କାଲି କାର୍ତ୍ତିକ ପୂର୍ଣ୍ଣିମା; ଜାଣନ୍ତୁ, ସ୍ୱପ୍ନରେ ପ୍ରଭୁ ଶ୍ରୀରାମ-ହନୁମାନଙ୍କୁ ଦେଖିଲେ କ’ଣ ହୋଇଥାଏ…
ଓଡ଼ିଶା ଭାସ୍କର: ସ୍ୱପ୍ନ ଦେଖିବା ଅତ୍ୟନ୍ତ ସାଧାରଣ କଥା। ତେଣୁ ଶୋଇବା ସମୟରେ ଜଣେ ବ୍ୟକ୍ତି କୌଣସି ପ୍ରକାରର ବି ସ୍ୱପ୍ନ ଦେଖିବାକୁ ପାଇଥାଏ। ଯାହାର ଅର୍ଥ ବୁଝିବା ଭାରି କଷ୍ଟକର। ହେଲେ ସ୍ୱପ୍ନ ଶାସ୍ତ୍ର ଅନୁସାରେ,…