କୁମାର ପୂର୍ଣ୍ଣିମାରେ ମଣିଷ ମାଂସ ଖାଇଲା କୁମ୍ଭୀର; ଗାଈ ଚରାଳିଙ୍କୁ କରିଲା ଶିକାର

କେନ୍ଦ୍ରାପଡ଼ା: କୁମାର ପୂର୍ଣ୍ଣିମାରେ ମଣିଷ ମାଂସ ଖାଇଲା କୁମ୍ଭୀର । ପୂର୍ଣ୍ଣିମା ଚାନ୍ଦ ଆସିବା ଆଗରୁ, ମଣିଷ ଶିକାର କଲା କୁମ୍ଭୀର । ଜଣେ ଗାଈ ଚରାଳିଙ୍କୁ ଟାଣି ନେଲା କୁମ୍ଭୀର । ମହାକାଳପଡ଼ା ତନ୍ତିଆପାଳ ଥାନା…

ନ୍ୟାୟଦେବୀଙ୍କ ଆଖିରୁ ହଟିଲା କଳାପଟି; ଖଡ୍ଗ ବଦଳରେ ଧରିଲେ ସମ୍ବିଧାନ

ନୂଆଦିଲ୍ଲୀ: ଆଉ ‘ଅନ୍ଧ’ ହୋଇ ରହିବନି ଭାରତୀୟ କାନୁନ୍ । ନ୍ୟାୟଦେବୀଙ୍କ ଆଖିରୁ ହଟିଲା କଳାପଟି, ହାତରେ ଖଡ୍ଗ ବଦଳରେ ଧରିଲେ ସମ୍ବିଧାନ। ପଦାକୁ ଆସିଲା ଭାରତୀୟ ନ୍ୟାୟଦେବୀଙ୍କର ନୂଆ ରୂପ । ସୁପ୍ରିମକୋର୍ଟଙ୍କ ପ୍ରଧାନ…

୩ ମାସରେ ଟ୍ରମ୍ପଙ୍କ ପ୍ରଚାର ପାଇଁ ୭୫ ନିୟୁତ ଡଲାର ଦେଇସାରିଲେଣି ଏଲନ୍ ମସ୍କ

ନୂଆଦିଲ୍ଲୀ: ବିଶ୍ୱର ଅନ୍ୟତମ ଧନୀ ବ୍ୟକ୍ତି ଏଲନ୍ ମସ୍କ ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ରିପବ୍ଲିକାନ ପାର୍ଟି ପ୍ରାର୍ଥୀ ଭାବେ ପ୍ରଚାର ପାଇଁ ୭୫ ନିୟୁତ ଡଲାର ଦାନ କରିଛନ୍ତି । ସରକାରୀ ତଦନ୍ତ ବେଳେ ଏହି…

ପୁଣି ଗିରଫ ହେଲା ଟୁଙ୍ଗୁରୁ ଭୋଳ; ରାତିରେ ଏକ ଗ୍ୟାରେଜରେ ପଶି କଳାକନା ବୁଲାଇବା ବେଳେ ଧରାହେଲା

ଭୁବନେଶ୍ୱର: (ଓଡ଼ିଶା ଭାସ୍କର) ପୁଣି ଟୁଙ୍ଗୁରୁ ଭୋଳ ଗିରଫ ହୋଇଛି। ରାତି ଅଧରେ ଏକ ଗ୍ୟାରେଜରେ ପଶି କଳାକନା ବୁଲାଇବା ବେଳେ ଧରାହୋଇଛି ଟୁଙ୍ଗୁରୁ ଭୋଳ। ସୂଚନା ଯୋଗ୍ୟ ଭରତପୁର ଥାନା ଅନ୍ତର୍ଗତ ଶ୍ରୀକ୍ଷେତ୍ର ବିହାରରେ…

ପୁରୀ ସହରକୁ ଜଗିବ ସିସିଟିଭି; ସବୁଠି ଛାଉଣି ହେବ CCTV, ଖୁବଶୀଘ୍ର କାର୍ଯ୍ୟକାରୀ ହେବ ଯୋଜନା

ପୁରୀ: (ଓଡ଼ିଶା ଭାସ୍କର) ପୁରୀ ପାଇଁ ଖୁବଶୀଘ୍ର କାର୍ଯ୍ୟକାରୀ ହେବାକୁ ଯାଉଛି ସିସିଟିଭି ଯୋଜନା । ଶ୍ରୀମନ୍ଦିର, ବଡ଼ଦାଣ୍ଡ, ସମୁଦ୍ରକୂଳ, ସମସ୍ତ ପ୍ରବେଶ ପଥରେ ଲାଗିବି ସିସିଟିଭି । ରାଜ୍ୟ ସରକାରଙ୍କୁ ଅନୁମୋଦନ ପାଇଁ…

ଦୀପାବଳି ପୂର୍ବରୁ ସରକାରୀ କର୍ମଚାରୀଙ୍କୁ ମିଳିଲା ଉପହାର

ନୂଆଦିଲ୍ଲୀ: ଦୀପାବଳି ପୂର୍ବରୁ କେନ୍ଦ୍ର କର୍ମଚାରୀଙ୍କ ପାଇଁ ଖୁସି ଖବର ଆଣିପାରନ୍ତି କେନ୍ଦ୍ର ସରକାର । କେନ୍ଦ୍ର କ୍ୟାବିନେଟ ବୈଠକରେ ନିଷ୍ପତ୍ତି ନିଆଯାଇଛି ଯେ କେନ୍ଦ୍ରୀୟ କର୍ମଚାରୀଙ୍କ ମହଙ୍ଗା ଭତ୍ତା (ଡିଏ) ୩…

ଦୀପାବଳି ପାଇଁ କୃଷକଙ୍କୁ ମୋଦୀ ସରକାରଙ୍କ ବଡ଼ ଉପହାର; ବଢିଲା ରବି ଫସଲର MSP

ନୂଆଦିଲ୍ଲୀ: ଦୀପାବଳିରେ କୃଷକମାନଙ୍କୁ ଏକ ବଡ଼ ଉପହାର ଦେଇଛନ୍ତି ମୋଦୀ ସରକାର । ସରକାର ୨୦୨୫-୨୬ ଋତୁ ପାଇଁ ୬ଟି ରବି ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ (ଏମ୍ଏସ୍ପି) ବୃଦ୍ଧି କରିଛନ୍ତି । ଏହି ନିଷ୍ପତ୍ତି ଅନୁଯାୟୀ,…

ଶ୍ରୀମନ୍ଦିରରେ କେବଳ ଓମଫେଡ୍‌ ଘିଅ ବ୍ୟବହାର ପାଇଁ ନିଷ୍ପତ୍ତି; ଓମଫେଡ୍‌କୁ ମୁଖ୍ୟ ପ୍ରଶାସକଙ୍କ ଚିଠି

ପୁରୀ: (ଓଡ଼ିଶା ଭାସ୍କର) ଶ୍ରୀମନ୍ଦିରରେ କେବଳ ଓମଫେଡ୍‌ ଘିଅ ବ୍ୟବହାର ପାଇଁ ନିଷ୍ପତ୍ତି ନିଆଯାଇଛି । ଏନେଇ ଓମଫେଡ୍‌କୁ ମୁଖ୍ୟ ପ୍ରଶାସକ ଚିଠି ଲେଖିଥିବା ସୂଚନା । ଆବଶ୍ୟକତା ଦୃଷ୍ଟିରୁ ସ୍ବତନ୍ତ୍ର ଡିପୋ ବ୍ୟବସ୍ଥା…

ଏସସିଓ ବୈଠକ ପାଇଁ ପାକିସ୍ତାନରେ ପହଞ୍ଚିଲେ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର

ନୂଆଦିଲ୍ଲୀ: ସାଂଘାଇ ସହଯୋଗ ସଂଗଠନ (ଏସସିଓ) ବୈଠକରେ ଯୋଗ ଦେବା ପାଇଁ ଭାରତର ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ମଙ୍ଗଳବାର ପାକିସ୍ତାନରେ ପହଞ୍ଚିଛନ୍ତି । ଏସ୍ ଜୟଶଙ୍କର ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଏହି ସୂଚନା…

ଦୂର କରନ୍ତୁ କୁମାର ପୂର୍ଣ୍ଣମା ଦ୍ୱନ୍ଦ୍ୱ; କେଉଁ ଦିନ ପାଳିବେ, କେତେବେଳେ ଚାନ୍ଦ ବନ୍ଦେଇବେ ଓ ଅର୍ଘ୍ୟ ଦେବେ?

ଭୁବନେଶ୍ୱର: (ଓଡ଼ିଶା ଭାସ୍କର) ପବିତ୍ର କୁମାର ପୂର୍ଣ୍ଣିମା, ଯାହାକି ଓଡ଼ିଶାର ଏକ ବିଶେଷ ପର୍ବ । ଏହା କୁମାରୋତ୍ସବ ବା କୋଜାଗର ପୂର୍ଣ୍ଣିମା ନାମରେ ମଧ୍ୟ ଜଣାଶୁଣା । ଆଶ୍ୱିନ ମାସ ପୂର୍ଣ୍ଣିମା ତିଥିରେ ଏହି ପର୍ବଟି…