ଭାରତ ସହ ସମ୍ପର୍କ ସୁଧାରିବାକୁ ପାକ୍ ସାମ୍ବାଦିକଙ୍କୁ ଜାକିର ନାଇକଙ୍କ ପରାମର୍ଶ

ନୂଆଦିଲ୍ଲୀ: ଏସସିଓ ଶିଖର ସମ୍ମିଳନୀରେ ଯୋଗ ଦେବା ପାଇଁ ଭାରତର ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ପାକିସ୍ତାନରେ ପହଞ୍ଚିଛନ୍ତି । ସେପଟେ ପାକିସ୍ତାନୀ ସାମ୍ବାଦିକ ଆର୍ଜୁ କାଜମି ଭାରତ ସହ ସମ୍ପର୍କ ସୁଧାରିବା ପାଇଁ ନିଜ…

ଅନୁରାଧା ନକ୍ଷତ୍ରରେ ପ୍ରବେଶ କରିବେ ଶୁକ୍ର; ଚମକିବ ଏହି ୩ ରାଶିର ଲୋକଙ୍କ ଭାଗ୍ୟ

ଓଡ଼ିଶା ଭାସ୍କର: ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ଶୁକ୍ର ଗ୍ରହଙ୍କୁ ଦୈତ୍ୟ ଗୁରୁ କୁହାଯାଏ, ସୋଥିପାଇଁ ତାଙ୍କୁ ଗୁଗୁଙ୍କ ଆକ୍ଷା ଦିଆଯାଇଥାଏ। ଶୁକ୍ର ମହାଗ୍ରହଙ୍କୁ ସମ୍ମାନ, ବିଳାସ, ଧନ ଓ ପ୍ରସିଦ୍ଧିର କାରକ ବୋଲି ବି…

ପ୍ରେକ୍ଷାଳୟରୁ ହଟିଲା ଅକ୍ଷୟ କୁମାରଙ୍କ ‘ନୋ ସ୍ମୋକିଂ’ ବିଜ୍ଞାପନ; ୬ବର୍ଷ ପରେ ସେନ୍ସର ବୋର୍ଡ ନେଲା ଏହି ବଡ଼ ନିଷ୍ପତ୍ତି

ମୁମ୍ୱାଇ: ବଲିଉଡ ଅଭିନେତା ଅକ୍ଷୟ କୁମାର ମଧ୍ୟ ଫିଲ୍ମ ଜରିଆରେ ନିଜ ଫିଟନେସ କୁ ନେଇ ଚର୍ଚ୍ଚାରେ ରହିଥାନ୍ତି । ଫିଟ୍ ରହିବା ପାଇଁ ଅଭିନେତା ସବୁବେଳେ ଲୋକଙ୍କୁ ଟିପ୍ସ ଏବଂ ସାମାଜିକ ବାର୍ତ୍ତା ଦେଉଥିବାର ଦେଖିବାକୁ…

ଋଣ ଶସ୍ତା କଲା ଏସବିଆଇ, ଜାଣନ୍ତୁ କେତେ କମ୍ ସୁଧରେ ନେଇପାରିବେ Loan

ମୁମ୍ୱାଇ: ଋଣ ନେବାକୁ ପ୍ରସ୍ତୁତ ହେଉଥିବା ଲୋକଙ୍କ ପାଇଁ ଖୁସି ଖବର । ଦେଶର ସର୍ବବୃହତ ବ୍ୟାଙ୍କ ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଏସ୍ ବିଆଇ) ସୀମିତ ସମୟ ପାଇଁ ସୁଧ ହାର ହ୍ରାସ ଘୋଷଣା କରିଛି। ଅକ୍ଟୋବର ୧୫ରୁ ନଭେମ୍ବର…

ଧାନ କିଣା ପାଇଁ ଲୋକସେବା ଭବନରେ ବସିଲା ଗୁରୁତ୍ବପୁର୍ଣ ବୈଠକ

ଭୁବନେଶ୍ୱର: (ଓଡ଼ିଶା ଭାସ୍କର) ଧାନ କିଣା ପାଇଁ ଲୋକସେବା ଭବନରେ ବସିଲା ଗୁରୁତ୍ବପୁର୍ଣ ବୈଠକ । ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିଲା ବୈଠକ । ୩୦ ଜିଲ୍ଲାରେ ଜିଲ୍ଲାପାଳଙ୍କ ସହ ଧାନ ସଂଗ୍ରହରେ ନିୟୋଜିତ ହେବାକୁ…

ବହରାଇଚ୍ ହିଂସାରେ ମୃତକଙ୍କ ବାପାଙ୍କୁ ଭେଟିଲେ ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ

ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ବହରାଇଚରେ ଦୁର୍ଗା ମୂର୍ତ୍ତି ବିସର୍ଜନ ସମୟରେ ହୋଇଥିବା ହିଂସାକାଣ୍ଡରେ ପ୍ରାଣ ହରାଇଥିବା ରାମ ଗୋପାଳ ମିଶ୍ରଙ୍କ ବାପା କହିଛନ୍ତି ଯେ ଯେଉଁମାନେ ତାଙ୍କ ପୁଅକୁ ହତ୍ୟା କରିଛନ୍ତି ସେମାନଙ୍କୁ…

ଘୋଷଣା ହେଲା ମହାରାଷ୍ଟ୍ର ଓ ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ ତାରିଖ

ନୂଆଦିଲ୍ଲୀ: ୨ ରାଜ୍ୟରେ ନିର୍ବାଚନ ପାଇଁ ତାରିଖ ଘୋଷଣା ହୋଇଛି । ମହାରାଷ୍ଟ୍ର ଓ ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ ତାରିଖ ଘୋଷଣା । ନିର୍ବାଚନ ତାରିଖ ଘୋଷଣା କରିଛନ୍ତି ECI ରାଜୀବ କୁମାର । ପ୍ରେସମିଟ୍ ଜରିଆରେ…

କାହାଠୁ ବି ମାଗଣାରେ ନିଅନ୍ତୁ ନାହିଁ ଏହି ସବୁ ଜିନିଷ; ନହେଲେ କେବେ ସରିବନି ଋଣ….

ଓଡ଼ିଶା ଭାସ୍କର: ବାସ୍ତୁଶାସ୍ତ୍ର ଅନୁସାରେ ଏପରି ଖାଦ୍ୟ ସାମଗ୍ରୀକୁ କେବେ କାହାଠାରୁ ମାଗଣାରେ ନିଅନ୍ତୁ ନାହିଁ । ଏହାକୁ ନେବା ବାସ୍ତୁଶାସ୍ତ୍ରରେ ଅତ୍ୟନ୍ତ ଅଶୁଭ ବୋଲି ବିବେଚନା କରାଯାଏ । ଏହି ଜିନିଷକୁ ଧାର ଆଣିବା…

ଇରାନର ସାମରିକ ଅଧିକାରୀ ଓ ସଂଗଠନ ଉପରେ କଟକଣା ଲଗାଇଲା ବ୍ରିଟେନ

ନୂଆଦିଲ୍ଲୀ: ଅକ୍ଟୋବର ପହିଲାରେ ଇସ୍ରାଏଲ ଉପରେ ହୋଇଥିବା ଆକ୍ରମଣ ପରେ ବ୍ରିଟେନ ଇରାନର ସାମରିକ ଅଧିକାରୀ ଓ ସଂଗଠନ ଉପରେ ପ୍ରତିବନ୍ଧକ ଲଗାଇଛି । ଏହି ତାଲିକାରେ ଇରାନ ସେନାର କମାଣ୍ଡର ତଥା ଇରାନର ସର୍ବୋଚ୍ଚ ଜାତୀୟ…

ବନ୍ଦ ହେବାକୁ ଯାଉଛି ସବୁ ମଦ୍ରାସା!; NCPCRର ଚିଠି, ସାଧାରଣ ସ୍କୁଲରେ ଭର୍ତ୍ତି ହେବେ ମଦ୍ରାସାରେ ପଢ଼ୁଥିବା ପିଲା

ନୂଆଦିଲ୍ଲୀ: ସମସ୍ତ ମଦ୍ରାସା ବୋର୍ଡକୁ ବନ୍ଦ କରିବାକୁ ସୁପାରିସ କଲା ଏନ୍‌ସିପିସିଆର୍‌ । ମଦ୍ରାସା ବୋର୍ଡ ସହ ତାକୁ ରାଜ୍ୟ ପାଣ୍ଠି ଯୋଗାଣ ବନ୍ଦ କରିବାକୁ ସୁପାରିସ । ଏନେଇ ସବୁ ରାଜ୍ୟର ମୁଖ୍ୟ ସଚିବଙ୍କୁ ଚିଠି କଲେ…