୧୬ ବର୍ଷୀୟ ବାଳକର ଲୋମଟାଙ୍କୁରା ପ୍ରେମ କାହାଣୀ; ପ୍ରେମିକାକୁ ୩୬ ଥର ଛୁରୀ ଭୁସି ମାରିଦେଲା ସଇତାନ ପ୍ରେମିକ
ନୂଆଦିଲ୍ଲୀ: ୧୫ ବର୍ଷୀୟ ଝିଅର ଲୋମଟାଙ୍କୁରା କାହାଣୀ। ଗୋଟିଏ ଘଟଣା ତାଙ୍କ ଜୀବନ ବଦଳାଇ ଦେଇଥିଲା। ସେ ଜଣେ ୧୬ ବର୍ଷୀୟ ବାଳକଙ୍କୁ ଭେଟିଥିଲେ। କଥାବାର୍ତ୍ତା ବଢିଲା ଏବଂ ପ୍ରଥମେ ବନ୍ଧୁତା ଆଉ ଏହାପରେ ଏହା ପ୍ରେମରେ…