ସାଙ୍ଗ ବାରମ୍ବାର ଟଙ୍କା ଉଧାର ମାଗୁଛି କି? ଯଦି ମନା କରିହେଉନି, ତେବେ ଆପଣାନ୍ତୁ ଏହି ଉପାୟ
ଓଡ଼ିଶା ଭାସ୍କର: ବନ୍ଧୁତାରେ ପରସ୍ପରକୁ ସାହାଯ୍ୟ କରିବା ସମ୍ପୂର୍ଣ୍ଣ ଯୁକ୍ତିଯୁକ୍ତ, ଏହା ସମ୍ପର୍କକୁ ଆହୁରି ମଜବୁତ କରିଥାଏ, କିନ୍ତୁ ଯଦି ଜଣେ ବନ୍ଧୁ ବାରମ୍ବାର ଉଧାର ମାଗନ୍ତି, ତେବେ ଏହା ଠିକ୍ ନୁହେଁ, ଗୋଟେ…