ବ୍ରିଟେନରେ ପ୍ରଥମ ଏମପକ୍ସ ମାମଲା; ଲଣ୍ଡନରେ ଚିହ୍ନଟ ହେଲା mpox ଭାରିଏଣ୍ଟ କ୍ଲେଡ-IB
ନୂଆଦିଲ୍ଲୀ: ବ୍ରିଟେନରେ ପ୍ରଥମ ଥର ପାଇଁ ସଂକ୍ରାମକ ଏମପକ୍ସ ମାମଲା ସାମ୍ନାକୁ ଆସିଛି। ଏହା କ୍ଲେଡ୍ -ଆଇବିର ଏକ ଅଂଶ ଯାହା ଲୋକଙ୍କ ମଧ୍ୟରେ ବ୍ୟାପିଥାଏ । ଏମପକ୍ସ ରେ ସଂକ୍ରମିତ ହୋଇଥିବା ରୋଗୀମାନେ ଛୁଟି କାଟିବାକୁ…