ଯନ୍ତ୍ରଣାର ଜଉ ଘର; ମୃତ ପୁଅ ସହ ୪ ଦିନ ରହିଥିଲେ ଦୃଷ୍ଟିହୀନ ପିତା-ମାତା, ପାଟିକୁ ପାଣି ଯାଇନି କି ଆହାର ଯାଇନି

ହାଇଦ୍ରାବାଦ: ତେଲେଙ୍ଗାନାର ରାଜଧାନୀ ହାଇଦ୍ରାବାଦରେ ଏକ ଅଭାବନୀୟ ଘଟଣା ଘଟିଛି। ୪ ଦିନ ହେଲା ଦୃଷ୍ଟିହୀନ ପିତାମାତା ନିଜ ୩୦ ବର୍ଷର ପୁଅର ମୃତ୍ୟୁ ବିଷୟରେ ଜାଣି ନ ପାରି ମୃତଦେହ ସହ ସେହି କୋଠରୀରେ ରହୁଥିଲେ। ଯେହେତୁ…

ଏମଆରଏଫକୁ ଟପିଲା ଏଲସିଡ୍ ଇନଭେଷ୍ଟମେଣ୍ଟ୍; ୩ ଟଙ୍କାରୁ ଆରମ୍ଭ କରି ୨ ଲକ୍ଷ ୩୬ ହଜାର ଟଙ୍କା! 

ମୁମ୍ୱାଇ: ଏମଆରଏଫକୁ ଟପିଲା କ୍ଷୁଦ୍ର ଫାଇନାନ୍ସ କମ୍ପାନୀ ଏଲସିଡ୍ ଇନଭେଷ୍ଟମେଣ୍ଟ୍। ଏଲସିଡ୍ ଇନଭେଷ୍ଟମେଣ୍ଟର ଷ୍ଟକ୍ ଏବେ ଦେଶର ସବୁଠାରୁ ମହଙ୍ଗା ଷ୍ଟକ ରେ ପରିଣତ ହୋଇଛି । ଯାହାର ମୂଲ୍ୟ ୨.୩୬ ଲକ୍ଷ ଟଙ୍କାରୁ ଅଧିକ…

ବାହାନଗା ଟ୍ରେନ୍‌ ଟ୍ରାଜେଡି: ଗିରଫ ୩ ଜଣଙ୍କୁ ମିଳିଲା ସର୍ତ୍ତମୂଳକ ଜାମିନ

କଟକ: (ଓଡ଼ିଶା ଭାସ୍କର) ଗତ ବର୍ଷ ଜୁନ ମାସ ୨ ତାରିଖ ସନ୍ଧ୍ୟାରେ ବାଲେଶ୍ୱର ଜିଲ୍ଲା ବାହାନଗାରେ ଘଟିଯାଇଥିବା ମର୍ମନ୍ତୁଦ ଦୁର୍ଘଟଣା ଆଜି ପର୍ଯ୍ୟନ୍ତ ମନରୁ ଲିଭି ନାହିଁ । ଏହି ଦୁର୍ଘଟଣାରେ ୨୯୩ ଜଣ ଯାତ୍ରୀଙ୍କର…

ସାଉଦୀରେ ୨୧ ହଜାର ଭାରତୀୟ-ନେପାଳୀ ଶ୍ରମିକଙ୍କୁ ହତ୍ୟା, ମାରିବା ପଛରେ ପ୍ରିନ୍ସ୍‌ଙ୍କ ହାତ ଥିବା ନେଇ ବଡ଼ ଖୁଲାସା

ନୂଆଦିଲ୍ଲୀ: ସାଉଦୀ ଆରବରେ ୨୧ ହଜାର ଭାରତୀୟ-ନେପାଳୀ ଶ୍ରମିକଙ୍କୁ ହତ୍ୟା କରାଯିବା ପଛରେ ପ୍ରିନ୍ସ୍‌ଙ୍କ ହାତ ଥିବା ନେଇ ହୋଇଛି ବଡ଼ ଖୁଲାସା । ପୁରା ବିଶ୍ୱରେ ନିଜର ସ୍ୱତନ୍ତ୍ରତା ଓ ତେଲ ଖଣି ପାଇଁ ପ୍ରସିଦ୍ଧି…

ବିନା ଡିଗ୍ରୀରେ ଫିଜିଓଥେରାପିଷ୍ଟ୍; ଚିକିତ୍ସା ବାହାନାରେ ଖରାପ କାମ କରି କରୁଥିଲେ ଭିଡିଓ ସୁଟ୍

ନୂଆଦିଲ୍ଲୀ: ସାର୍ଟିଫାଏଡ୍ ଡିଗ୍ରୀ ନଥିଲେ ମଧ୍ୟ ସେ ନିଜକୁ ଫିଜିଓଥେରାପିଷ୍ଟ ବୋଲି କହୁଥିଲେ। ସେ କିଛି କ୍ଷୁଦ୍ର ପାଠ୍ୟକ୍ରମ ଶେଷ କରିଥିଲେ ଏବଂ ନ୍ୟୁରୋମାସ୍କୁଲାର ଥେରାପି ମାଧ୍ୟମରେ ଯନ୍ତ୍ରଣାରୁ ମୁକ୍ତି ପାଇଥିବା…

ସବୁକିଛି ମୋହ ମାୟା କହୁଥିବା ଜୟା ଧରିଛନ୍ତି ୨ ଲକ୍ଷ ଟଙ୍କାର ବ୍ୟାଗ୍; ଏପରି କହିଲେ ପ୍ରଶଂସକ

ନୂଆଦିଲ୍ଲୀ: ଜୀବନ ଭଗବାନଙ୍କ ଭକ୍ତିରେ ସମର୍ପିତ ହେବା ପାଇଁ ମିଳିଛି । ଦେଶର ଜଣାଶୁଣା କାହାଣୀକାର ଜୟା କିଶୋରୀଙ୍କ ଠାରୁ ଆପଣ ଅନେକ ସମୟରେ ଏଭଳି କଥା ଶୁଣିଥିବେ । ଆଉ ଏଥିରେ ପ୍ରଭାବିତ ହୋଇ ଆପଣ ଜୀବନରେ ଏହି…

୧୫ ବର୍ଷ ପୁରୁଣା ମାମଲାରେ ଗୁଗୁଲକୁ ମିଳିଲା ରାୟ; ଭରିବ ୨୬ ହଜାର କୋଟି ଟଙ୍କାର ଜରିମାନା

ନୂଆଦିଲ୍ଲୀ: ସପିଂ ତୁଳନା ସେବାର ଅପବ୍ୟବହାର ପାଇଁ ଗୁଗଲକୁ ୨.୪ ବିଲିୟନ ପାଉଣ୍ଡ (ପାଖାପାଖି ୨୬,୧୭୨ କୋଟି ଟଙ୍କା) ଜୋରିମାନା କରାଯାଇଛି। ଇଂଲଣ୍ଡର ଜଣେ ଦମ୍ପତି ଶିବ ଓ ଆଡାମ ରାଫ୍ ଙ୍କ ଦ୍ୱାରା ଆରମ୍ଭ ହୋଇଥିବା ୧୫…

Ranji Trophy: ଗୋବର ଘଷିରେ ଶୁଖାଯାଉଛି କ୍ରିକେଟ୍ ପିଚ୍; ବିହାର ପଡ଼ିଆରେ ଭାଇରାଲ ହେଲା ଅଜବ ଘଟଣା

ପାଟନା: ରଣଜୀ ଟ୍ରଫି ୨୦୨୪-୨୫କୁ ନେଇ ଏକ ଅଜବ ଘଟଣା ସାମ୍ନାକୁ ଆସିଛି। ଅକ୍ଟୋବର ୨୬ରୁ ତୃତୀୟ ରାଉଣ୍ଡ ମ୍ୟାଚ୍ ଆରମ୍ଭ ହୋଇଥିବା ବେଳେ ବିହାର ଓ କର୍ଣ୍ଣାଟକ ମଧ୍ୟରେ ମୁକାବିଲା ହୋଇଥିଲା। ପାଟନାର ମୋଇନ ଉଲ୍ ହକ୍…

ଭାରତୀୟ କ୍ରିକେଟ୍ ଦଳରେ ମନୋନୀତ ହେବା ପରେ କ’ଣ କହିଲେ ହର୍ଷିତ ରାଣା

ନୂଆଦିଲ୍ଲୀ: ଅଷ୍ଟ୍ରେଲିଆ ବିପକ୍ଷ ବର୍ଡର ଗାଭାସ୍କର ଟ୍ରଫି ୨୦୨୪-୨୫ ପାଇଁ ହର୍ଷିତ ରାଣା ଟିମ୍ ଇଣ୍ଡିଆରେ ମନୋନୀତ ହୋଇଛନ୍ତି । ଇଏସ୍ପିଏନ୍କୁ ଦେଇଥିବା ଏକ ସାକ୍ଷାତକାରରେ କ୍ରିକେଟର ହର୍ଷିତ ରାଣା କହିଛନ୍ତି,…

ରାୟଗଡ଼ା: କ୍ଲାସରେ ପିଲାଙ୍କ ସହ ବସିଲା ମୟୂର, ଶିକ୍ଷକ ପଚାରିଲେ- ତୁ ବି ପାଠ ପଢିବୁ କି?

ରାୟଗଡ଼ା: ରାୟଗଡ଼ାରୁ ଏକ ରୋଚକ ଭିଡିଓ ସାମ୍ନାକୁ ଆସିଛି। ଏହି ଭିଡିଓରେ ଦେଖିବାକୁ ମିଳୁଛି ଯେ ସ୍କୁଲରେ ଚାଲିଥିବା କ୍ଲାସରେ ଏକ ମୟୂର ପଶିଥାଏ। ଏହି ସମୟରେ ଶିକ୍ଷୟିତ୍ରୀ ତାଙ୍କୁ ପଚାରିଛନ୍ତି କି ତୁ ବି ପାଠ ପଢିବୁ…