କ୍ୟାନସର, ମଧୁମେହ ଓ କୋଲେଷ୍ଟ୍ରଲ ଭଳି ୧୦ଟି ବଡ଼ ବଡ଼ ରୋଗ ପାଇଁ ଲାଭଦାୟକ ହୋଇଥାଏ ଓଲୁଅ
ଭୁବନେଶ୍ୱର: ଓଲୁଅ କଥା ଶୁଣିଲେ ଅନେକ ଲୋକ ନାକ ଟେକନ୍ତି । କିଛି ଲୋକ ତ ବିଲକୁଲ୍ ପସନ୍ଦ କରନ୍ତିନି । ହେଲେ ଏକା ଏକ ପୋଷକ ତତ୍ତ୍ୱ ଯୁକ୍ତ ପରିବା, ଯାହା ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ ବୋଲି ବିବେଚନା କରାଯାଏ ।…