ତିରୁପତିରେ ଗୋମାଂସ ଲଡ଼ୁ ବିବାଦ ଭିତରେ ଘରେ ବାଇବେଲ ପଢ଼ିଲେ ଜଗନ; ପତ୍ନୀଙ୍କ ଧର୍ମକୁ ନେଇ ବି ଚର୍ଚ୍ଚା

ହାଇଦ୍ରାବାଦ: ବିବାଦ ଘେରରେ ଆନ୍ଧ୍ରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ୱାଇଏସଆରସିପି ମୁଖ୍ୟ ୱାଇଏସ୍ ଜଗନ ମୋହନ ରେଡ୍ଡୀ। ସେପ୍ଟେମ୍ବର ୨୮ରେ ତିରୁମାଲା ମନ୍ଦିରଗସ୍ତ ବାତିଲ କରିଛନ୍ତି। ସୁରକ୍ଷା ଚିନ୍ତା ଏବଂ…

ଦୁର୍ଗାପୂଜା ପୂର୍ବରୁ ପଶ୍ଚିମବଙ୍ଗରେ ପହଞ୍ଚିଲା ଇଲିସି; ରାଜନୈତିକ ଅସ୍ଥିରତା ଭିତରେ ପଠାଇଲା ବାଂଲାଦେଶ

କୋଲକାତା: ଦୁର୍ଗାପୂଜା ପୂର୍ବରୁ ପଶ୍ଚିମବଙ୍ଗରେ ପହଞ୍ଚିଲା ଇଲିସି ମାଛ। ରାଜନୈତିକ ଅସ୍ଥିରତା ଭିତରେ ପଠାଇଲା ବାଂଲାଦେଶ। ହାୱଡାର ହୋଲସେଲ ମାଛ ବଜାରରେ ପହଞ୍ଚିଥିଲା ଇଲିସି ଗାଡ଼ି। ବାଂଲାଦେଶର ଆଭ୍ୟନ୍ତରୀଣ ରାଜନୈତିକ…

ପିତୃଦୋଷ କ’ଣ, ଏହାକୁ ଜାଣିବେ କିପରି ? ଜାଣନ୍ତୁ ଏଥିରୁ ମୁକ୍ତି ପାଇବାର ଉପାୟ

ଭୁବନେଶ୍ବର: (ଓଡ଼ିଶା ଭାସ୍କର) ପିତୃଦୋଷ କଥା ଶୁଣିଲେ ସାଧରଣତଃ ସମସ୍ତଙ୍କ ମନ ଭିତରେ ଏକ ପ୍ରକାରର ଭୟ ସୃଷ୍ଟି ହୁଏ । ତେବେ କଣ ଏହି ପିତୃଦୋଷ, କାହିଁକି ଏହା ଏତେ ଗୁରୁତ୍ବପୂର୍ଣ୍ଣ । ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଜଣା…

ଶେହବାଜ ସରିଫଙ୍କୁ ଭାରତର କଡ଼ା ଜବାବ: ଦୁନିଆରେ କେହି ଆପଣଙ୍କୁ ସମର୍ଥନ କରୁନାହାନ୍ତି

ନୂଆଦିଲ୍ଲୀ: ୟୁଏନଜିଏରେ ପାକିସ୍ତାନର କଶ୍ମୀର କୁ ନେଇ ଭାରତ ତରଫରୁ କଡା ଜବାବ ଦିଆଯାଇଛି। ଶୁକ୍ରବାର ଭାରତ ଉତ୍ତର ଅଧିକାର ର ଜବାବରେ କହିଛି ଯେ ପାକିସ୍ତାନ ଅତୀତରେ ରହିଛି ଏବଂ କାଶ୍ମୀର ପ୍ରସଙ୍ଗରେ ଅଲଗା ରହିଛି।…

ସ୍ପର୍ଶ ଗ୍ରୃପ୍ ଅଫ୍ ହସ୍ପିଟାଲ୍‌ରେ ଅର୍ନ୍ତରାଷ୍ଟ୍ରୀୟ ଫାର୍ମାସିଷ୍ଟ ଦିବସ ପାଳିତ

ଭୁବନେଶ୍ୱର: ସ୍ୱାସ୍ଥ୍ୟ କ୍ଷେତ୍ରକୁ ସଦୃଢ଼ ଏବଂ ଉନ୍ନତ କରିବା ପାଇଁ ସମଗ୍ର ବିଶ୍ୱରେ ସେପ୍ଟେମ୍ବର ୨୫କୁ ଅର୍ନ୍ତରାଷ୍ଟ୍ରୀୟ ଫାର୍ମାସିଷ୍ଟ ଦିବସ ଭାବେ ପାଳନ କରାଯାଏ। ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ସ୍ପର୍ଶ…

ଆମେରିକାରେ ସାମୁଦ୍ରିକ ଝଡ଼ ‘ହେଲେନ୍’ର ବ୍ୟାପକ କ୍ଷୟକ୍ଷତି, ଫ୍ଲୋରିଡାର ଅନେକ ଅଞ୍ଚଳ ଜଳମଗ୍ନ

ନୂଆଦିଲ୍ଲୀ: ଆମେରିକାର ଫ୍ଲୋରିଡାରେ ସାମୁଦ୍ରିକ ଝଡ଼ 'ହେଲେନ୍' ଭୟଙ୍କର ରୂପ ଧାରଣ କରିଛି । ହେଲେନକୁ 'ଅତ୍ୟନ୍ତ ବିପଜ୍ଜନକ' ବାତ୍ୟା ଶ୍ରେଣୀରେ ଅନ୍ତର୍ଭୁକ୍ତ କରାଯାଇଛି । ଆମେରିକାର ନ୍ୟାସନାଲ ହରିକେନ୍ ସେଣ୍ଟର…

ଅନୁଗୁଳ ଟ୍ରିପଲ ମର୍ଡର ମାମଲା; ୨ ଦୋଷୀଙ୍କୁ ମିଳିବ ଫାଶି, ଦଣ୍ଡାଦେଶ କଲେ ଆଠମଲ୍ଲିକ ଏଡିଜେ କୋର୍ଟ

ଅନୁଗୁଳ: (ଓଡ଼ିଶା ଭାସ୍କର) ଟ୍ରିପଲ ମର୍ଡର ମାମଲାରେ ୨ ଦୋଷୀଙ୍କୁ ଫାଶି ଦଣ୍ଡାଦେଶ କଲେ ଆଠମଲ୍ଲିକ ଏଡିଜେ କୋର୍ଟ । ଦୋଷୀ ନନ୍ଦ କିଶୋର ସେଠୀ ଓ ପ୍ରକାଶ ବେହେରାକୁ ଫାଶି ଣ୍ଡାଦେଶ । ୨୦୧୭ରେ ଘଟିଥିଲା ଏହି ମର୍ଡର ।…

ଆଶ୍ଚର୍ଯ୍ୟଜନକ ରିପୋର୍ଟ: ୨୧୦୦ ସୁଦ୍ଧା ବନ୍ଦ ହେବ ବିବାହ ପ୍ରଥା, ଆଉ କେହି କରିବେନି ବିବାହ

ନୂଆଦିଲ୍ଲୀ: ସମୟକୁ ତାଳଦେଇ ବଦଳୁଛି ମଣିଷର ଚିନ୍ତାଧାରା, ସେହିପରି ବଦଳୁଛି ବିବାହର ଧାରଣା । ପୂର୍ବରୁ ବିବାହକୁ ଏକ ପବିତ୍ର ବନ୍ଧନ ଭାବେ ବିବେଚନା କରାଯାଉଥିଲା। ଥରେ ବିବାହ କରିବା ପରେ ସ୍ୱାମୀ-ସ୍ତ୍ରୀଙ୍କ ଅଲଗା…

ଅରୁଣ ଷଡ଼ଙ୍ଗୀ ହେଲେ OPSC ଚେୟାରମ୍ୟାନ୍; ୬ ବର୍ଷ ପାଇଁ ନିଯୁକ୍ତ କଲେ ରାଜ୍ୟ ସରକାର

ଭୁବନେଶ୍ୱର: (ଓଡ଼ିଶା ଭାସ୍କର) OPSC ଚେୟାରମ୍ୟାନ୍ ହେଲେ ବରିଷ୍ଠ IPS ଅରୁଣ ଷଡ଼ଙ୍ଗୀ । ୬ ବର୍ଷ ପାଇଁ ନିଯୁକ୍ତ କଲେ ରାଜ୍ୟ ସରକାର । ବର୍ତ୍ତମାନ ବିଜୁ ପଟ୍ଟନାୟକ ପୋଲିସ ଏକାଡେମୀ ନିର୍ଦ୍ଦେଶକ ଅଛନ୍ତି IPS ଅରୁଣ…

Video; ଦେଖି ହେଉନି କି ସହି ହେଉନି; ମା’ ପାର୍ବତୀଙ୍କ ଫଟୋକୁ ବିକୃତ କରି ହେଉଛି ଭାଇରାଲ…

ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ଲଗାତାର ଭାବରେ ହିନ୍ଦୁ ଦେବାଦେବୀଙ୍କୁ ହେଉଛି ଅପମାନ। ବିଭିନ୍ନ ଦେବାଦେବୀଙ୍କ ଫଟୋକୁ ବିକୃତ ବନାଇ ଛାଡ଼ୁଛନ୍ତି ଦୁର୍ବୃତ୍ତ। ଏଠି ପ୍ରଶ୍ନ ଏପରି କରିବାର କଣ ରହିଛି ଉଦ୍ଦେଶ୍ୟ। କିଏ ଏହି…