ବେଙ୍ଗାଲୁରୁ ହତ୍ୟା ମାମଲା; ମହାଲକ୍ଷ୍ମୀଙ୍କୁ ହତ୍ୟା କରିଥିବା ଅଭିଯୁକ୍ତ ଭଦ୍ରକରେ ଆତ୍ମହତ୍ୟା

ନୂଆଦିଲ୍ଲୀ: ବେଙ୍ଗାଲୁରୁର ଭାଲିକାଭାଲରେ ରହୁଥିବା ମହାଲକ୍ଷ୍ମୀଙ୍କ ନୃଶଂସ ହତ୍ୟା ମାମଲା ସମଗ୍ର ଦେଶରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। ବର୍ତ୍ତମାନର ବଡ଼ ଖବର, ଏହି ଜଘନ୍ୟ ହତ୍ୟାକାଣ୍ଡର ମୁଖ୍ୟ ସନ୍ଦିଗ୍ଧ ମୁକ୍ତିରଞ୍ଜନ…

ସ୍ୱିଡେନରେ କରାଳ ରୂପ ନେଲାଣି କଲେରା; ୪୩୦ ଲୋକଙ୍କ ମୃତ୍ୟୁ, ୧୪,୦୦୦ ଆକ୍ରାନ୍ତ

ନୂଆଦିଲ୍ଲୀ: ଗତ ମାସକ ମଧ୍ୟରେ ସ୍ୱିଡେନରେ କୋଲେରା ସଂକ୍ରମଣରେ ମୃତ୍ୟୁ ସଂଖ୍ୟା ୪୩୦ ଅତିକ୍ରମ କରିଛି। ସ୍ୱିଡେନର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି ଯେ କୋଲେରା ରୋଗୀଙ୍କ ସଂଖ୍ୟା ପ୍ରାୟ ୧୪,୦୦୦କୁ ବୃଦ୍ଧି ପାଇଛି।…

ଗ୍ରହ ଚଳନରେ ସୃଷ୍ଟି ହେଉଛି ସମସପ୍ତକ ରାଜଯୋଗ; ୩ଟି ରାଶି ପାଇଁ ଆରମ୍ଭ ହେବ ସୁବର୍ଣ୍ଣ ସମୟ

ଓଡ଼ିଶା ଭାସ୍କର: ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଗ୍ରହମାନଙ୍କ ଚଳନରେ ପରିବର୍ତ୍ତନ ହେତୁ ଅନେକ ପ୍ରକାରର ଯୋଗ ସୃଷ୍ଟି ହୋଇଥାଏ । ଯେତେବେଳେ ଦୁଇ କିମ୍ବା ଅଧିକ ଗ୍ରହ ପରସ୍ପର ସହିତ କୌଣସି ପ୍ରକାରର ସମ୍ପର୍କ…

ନର୍ସିଂ ସଂଘ ସହ ସରକାରଙ୍କ ଆଲୋଚନା ବିଫଳ; ସଂଘ ସାଧାରଣ ସଂପାଦକଙ୍କ ସୂଚନା

ବ୍ରହ୍ମପୁର: (ଓଡ଼ିଶା ଭାସ୍କର) ନର୍ସିଂ ସଂଘ ସହ ସରକାରଙ୍କ ଆଲୋଚନା ବିଫଳ ହୋଇଛି । ଆଲୋଚନା ବିଫଳ ହୋଇଥିବା କହିଲେ ସଂଘର ସାଧାରଣ ସଂପାଦକ । ଆଲୋଚନା ବିଫଳ ହୋଇଥିବାରୁ ଆଗକୁ ଚାଲୁ ରହିବ ଆନ୍ଦୋଳନ । ଉଚ୍ଚ ସ୍ତରୀୟ…

ICC ରାଙ୍କିଙ୍ଗ୍; ଟପ୍‌ରେ ରହିଲେ ଯଶସ୍ୱୀ-ପନ୍ତ, ନିରାଶ ହେଲେ ବିରାଟ-ରୋହିତ

ମୁମ୍ୱାଇ: ଆଇସିସି ମାନ୍ୟତାରେ ଭାରତୀୟ ବ୍ୟାଟ୍ସମ୍ୟାନ୍ ବିରାଟ କୋହଲି ଓ ରୋହିତ ଶର୍ମାଙ୍କୁ ବଡ଼ ଧରଣର କ୍ଷତି ସହିବାକୁ ପଡ଼ିଛି। ଉଭୟ ଭାରତୀୟ ସୁପରଷ୍ଟାର ସଦ୍ୟତମ ମାନ୍ୟତା ମଧ୍ୟରେ ଟେଷ୍ଟରେ ୫-୫ ସ୍ଥାନରେ…

ଟିଏମସି ସାଂସଦ ହାଜି ଏସକେ ନୁରୁଲ ଇସଲାମଙ୍କ ଦେହାନ୍ତ; ଦୁଃଖ ପ୍ରକାଶ କଲେ ମମତା

କୋଲକାତା: ଟିଏମସି ନେତା ତଥା ବସିରହାଟ ଲୋକସଭା ଆସନରୁ ସାଂସଦ ହାଜି ଏସକେ ନୁରୁଲ ଇସଲାମଙ୍କ ଦେହାନ୍ତ ହୋଇଛି । ତାଙ୍କ ବିୟୋଗରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ତୃଣମୂଳ କଂଗ୍ରେସ ଅଧ୍ୟକ୍ଷା ମମତା ବାନାର୍ଜୀ ଗଭୀର…

ବୁଡ଼ିବାକୁ ଯାଉଛି ଏହି ଦେଶ; ପିଲା ଜନ୍ମ କରିବାକୁ ଡରୁଛନ୍ତି ଲୋକେ, କିଏ ଦେବ ଆଶ୍ରୟ 

ନୂଆଦିଲ୍ଲୀ: ପ୍ରଶାନ୍ତ ମହାସାଗରର ୯ଟି କ୍ଷୁଦ୍ର ଦ୍ୱୀପରେ ଅବସ୍ଥିତ ତୁବାଲୁ ଦ୍ୱୀପପୁଞ୍ଜ ଏବେ ଅସ୍ତିତ୍ୱସଙ୍କଟ ସହ ସଂଘର୍ଷ କରୁଛି। ୧୧ ହଜାର ଜନସଂଖ୍ୟା ବିଶିଷ୍ଟ ଏହି ଦେଶର ଜନସାଧାରଣଙ୍କ ହାତରୁ ସମୟ ଖସିବାରେ…

ଥରହର ହେଲାଣି ବିଶ୍ୱ; ପ୍ରଶାନ୍ତ ମହାସାଗରରେ ଏପରି କଲା କଲା ଚୀନ୍, ସାମ୍ନାକୁ ଆସିଲା ସତ

ନୂଆଦିଲ୍ଲୀ: ଦଶନ୍ଧି ପରେ ଆନ୍ତର୍ମହାଦେଶୀୟ ବ୍ୟାଲେଷ୍ଟିକ୍ କ୍ଷେପଣାସ୍ତ୍ର ପରୀକ୍ଷଣ କଲା ଚୀନ୍ । ପ୍ରଶାନ୍ତ ମହାସାଗରରେ ଏକ ଆନ୍ତର୍ମହାଦେଶୀୟ ବ୍ୟାଲେଷ୍ଟିକ୍ କ୍ଷେପଣାସ୍ତ୍ରକୁ ସଫଳତାର ସହ ଉତକ୍ଷେପଣ କରିଛି ବୋଲି…

ଭରତପୁର ଥାନା ବିବାଦ; ନିଲମ୍ବିତ ଆଇଆଇସି ଦୀନକୃଷ୍ଣ ମିଶ୍ରଙ୍କ ହେବ ପଲିଗ୍ରାଫ୍‌ ଟେଷ୍ଟ

ଭୁବନେଶ୍ବର(ଓଡିଶା ଭାସ୍କର): ଭରତପୁର ଥାନାରେ ମେଜର ଓ ବାନ୍ଧବୀଙ୍କୁ ନିର୍ଯାତନା ମାମଲାରେ ହେବ ବଡ଼ କାର୍ଯ୍ୟାନୁଷ୍ଠାନ । ନିଲମ୍ବିତ ଆଇଆଇସି ଦୀନକୃଷ୍ଣ ମିଶ୍ରଙ୍କ ହେବ ପଲିଗ୍ରାଫ୍‌ ଟେଷ୍ଟ । ପଲିଗ୍ରାଫ ଟେଷ୍ଟ ପାଇଁ…

ସବୁ ପରିସ୍ଥିତିରେ ଅନ୍ତରୀଣ ସରକାରଙ୍କୁ ସମର୍ଥନ କରିବୁ; ବାଂଲାଦେଶ ସେନା ମୁଖ୍ୟ

ନୂଆଦିଲ୍ଲୀ: ବାଂଲାଦେଶର ସେନା ମୁଖ୍ୟ ଜେନେରାଲ ୱାକର-ଉଜ୍-ଜମାନ୍ ରଏଟର୍ସ ନ୍ୟୁଜ୍ ଏଜେନ୍ସିକୁ କହିଛନ୍ତି ଯେ ଆସନ୍ତା ଦେଢ଼ ବର୍ଷ ମଧ୍ୟରେ ଦେଶରେ ନିର୍ବାଚନ ପାଇଁ ସେ ଅନ୍ତରୀଣ ସରକାରଙ୍କୁ ଗୁରୁତ୍ୱପୂର୍ଣ୍ଣ ସଂସ୍କାର…