ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ହୋଇପାରେ କଲରା; ଲୋକଙ୍କୁ ଦେଇପାରେ ଅକାଳ ମୃତ୍ୟୁ!
ଓଡ଼ିଶା ଭାସ୍କର: କଲରା ଏପରି ଏକ ପରିବା , ଯାହାକୁ ସମସ୍ତେ ଖାଇବାକୁ ପସନ୍ଦ କରନ୍ତି ନାହିଁ । କିନ୍ତୁ କଲରା ମଧୁମେହ ରୋଗୀଙ୍କ ପାଇଁ ଏକ ଔଷଧ ଠାରୁ କମ୍ ନୁହେଁ। ଏହା ଇନସୁଲିନ୍ ସ୍ତରକୁ ନିୟନ୍ତ୍ରଣ କରେ । କଲରା ଖାଇବା…