Kolkata Case: ଶେଷରେ ଆନ୍ଦୋଳନରତ ଡାକ୍ତରଙ୍କୁ ଭେଟିଲେ ମମତା, ଶେଷ ହେଲା ବୈଠକ
କୋଲକାତା: କୋଲକାତାର ଜଣେ କନିଷ୍ଠ ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣାକୁ ନେଇ ଆନ୍ଦୋଳନରତ କନିଷ୍ଠ ଡାକ୍ତର ଓ ପଶ୍ଚିମବଙ୍ଗ ସରକାରଙ୍କ ମଧ୍ୟରେ ପ୍ରଥମ ପର୍ଯ୍ୟାୟ ଆଲୋଚନା ସୋମବାର କାଲିଘାଟସ୍ଥିତ ମୁଖ୍ୟମନ୍ତ୍ରୀ ମମତା…