ପରକୀୟା ପ୍ରୀତି ସନ୍ଦେହରେ ଜ୍ୱାଇଁର ଜଘନ୍ୟ କାଣ୍ଡ; ଶ୍ୱଶୁର ଘରେ କାଟିଲା ସ୍ତ୍ରୀର ତଣ୍ଟି

ବାରିପଦା: (ଓଡ଼ିଶା ଭାସ୍କର) କପ୍ତିପଦା ଥାନା ଭଙ୍ଗାବନ୍ଧ ଗାଁରେ ଜ୍ୱାଇଁର ଜଘନ୍ୟ କାଣ୍ଡ । ଶ୍ୱଶୁର ଘରେ ସ୍ତ୍ରୀର ତଣ୍ଟି କାଟିଲା ସ୍ୱାମୀ ।  ଛୁରିରେ ତଣ୍ଟି କାଟି ଘଟଣା ସ୍ଥଳରୁ ଫେରାର୍ ହୋଇଗଲା ସ୍ୱାମୀ । ଗୁରୁତର…

Video; ପ୍ୟାରିସ୍ ପାରାଲିମ୍ପିକ୍ସ ପଦକ ବିଜେତାଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ; ମୋଦୀଙ୍କୁ ଉପହାର ଦେଲେ ଖେଳାଳି

ନୂଆଦିଲ୍ଲୀ: ପ୍ୟାରିସ୍ ପାରାଲିମ୍ପିକ୍ସରେ ପଦକ ଜିତିଥିବା ଭାରତୀୟ କ୍ରୀଡ଼ାବିତ୍ ମାନଙ୍କୁ ଭେଟିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ। ପ୍ୟାରିସ୍ ପାରାଲିମ୍ପିକ୍ସରେ ପଦକ ଜିତିଥିବା ଭାରତୀୟ ଖେଳାଳିମାନେ ପ୍ରଧାନମନ୍ତ୍ରୀ…

ଏସିଆନ୍ ଚାମ୍ପିୟନ୍ସ ଟ୍ରଫି: କୋରିଆକୁ ୩-୧ ଗୋଲରେ ପରାସ୍ତ କଲା ଭାରତ

ନୂଆଦିଲ୍ଲୀ: ଚାଇନାରେ ଖେଳାଯାଉଥିବା ଏସିଆନ୍ ଚାମ୍ପିୟନ୍ସ ଟ୍ରଫିରେ କୋରିଆକୁ ୩-୧ ଗୋଲରେ ପରାସ୍ତ କରି ସେମିଫାଇନାଲରେ ପ୍ରବେଶ କରିଛି ଭାରତ । ଭାରତ ଓ କୋରିଆ ମଧ୍ୟରେ ଖେଳାଯାଇଥିବା ଏହି ମ୍ୟାଚରେ ଅରିଜିତ ସିଂହ ଭାରତ…

VL-SRSAM ମିଜାଇଲର ବ୍ୟବହାରିକ ପରୀକ୍ଷଣ; ଆକାଶ ମାର୍ଗରେ ନିର୍ଦ୍ଦିଷ୍ଟ ଲକ୍ଷ୍ୟକୁ ଭେଦ କରିବାର ରଖିଛି କ୍ଷମତା

ବାଲେଶ୍ୱର: (ଓଡ଼ିଶା ଭାସ୍କର) ଚାନ୍ଦିପୁର ଆଇଟିଆର୍‌ରୁ VL-SRSAM ମିଜାଇଲର ବ୍ୟବହାରିକ ପରୀକ୍ଷଣ କରାଯାଇଛି । ୩ନଂ ଲଞ୍ଚ ପ୍ୟାଡ୍‌ରୁ ଅପରାହ୍ନ ୩ଟା ୨୦ ମିନିଟରେ ପରୀକ୍ଷଣ କରାଯାଇଛି । ଭୂପୃଷ୍ଠରୁ ଆକାଶକୁ ନିକ୍ଷେପ…

ଏମ୍ସରେ ସିପିଏମ୍ ନେତା ସୀତାରାମ ୟେଚୁରୀଙ୍କ ପରଲୋକ

ନୂଆଦିଲ୍ଲୀ: ସିପିଏମ୍ ନେତା ସୀତାରାମ ୟେଚୁରୀଙ୍କ ପରଲୋକ । ଦିଲ୍ଲୀ ସ୍ଥିତ ଏମ୍ସ ହସ୍ପିଟାଲରେ ସିପିଏମ୍ ନେତା ସୀତାରାମ ୟେଚୁରୀଙ୍କ ପରଲୋକ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ୭୨ ବର୍ଷ ହୋଇଥିଲା । ବୁଧବାର ସୂତ୍ରରୁ…

ସେଲ୍ଟର୍ ହୋମରେ ଯୌନ ନିର୍ଯାତନା ଅଭିଯୋଗ; ୪୦୨ ନାବାଳିକା ଉଦ୍ଧାର, ୧୭୧ ଜଣ ଗିରଫ

ନୂଆଦିଲ୍ଲୀ: ସେଲ୍ଟର୍ ହୋମରେ ଯୌନ ନିର୍ଯାତନା ଅଭିଯୋଗ ଆସିଛି । ୪୦୨ ନାବାଳିକାଙ୍କୁ ଉଦ୍ଧାର କରିଛି ପୋଲିସ । ମାଲେସିଆରେ ପୁଲିସ ବୁଧବାର ୪୦୨ ଜଣ ନାବାଳିକାଙ୍କୁ ସେଲ୍ଟର୍ ହୋମରୁ ଉଦ୍ଧାର କରିଛି । ଏହି ସେଲ୍ଟର୍…

ପୁରୀ: ଶ୍ରୀମନ୍ଦିର ଦଧିନଉତି ଉପରକୁ ଚଢ଼ିଗଲେ ଅଜଣା ବ୍ୟକ୍ତି; ସୁରକ୍ଷା ବଳୟ ଭାଙ୍ଗି ଗଲେ କିପରି?

ପୁରୀ: (ଓଡ଼ିଶା ଭାସ୍କର) ଶ୍ରୀମନ୍ଦିର ଦଧିନଉତି ଉପରକୁ ଚଢ଼ିଗଲେ ଅଜଣା ବ୍ୟକ୍ତି । ସୁରକ୍ଷା ବଳୟ ଭାଙ୍ଗି କିପରି ଦଧିନଉତି ଉପରକୁ ଚଢ଼ିଲେ ତାହା ଅସ୍ପଷ୍ଟ । ସୁରକ୍ଷା ବ୍ୟବସ୍ଥାକୁ ନେଇ ଏବେ ପ୍ରଶ୍ନ । କିପରି ଜାଣି…

ସରିଲା ବିଧାନସଭାର ବଜେଟ୍‌ ଅଧିବେଶନ; ଗୃହକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବି କଲେ ବାଚସ୍ପତି

ଭୁବନେଶ୍ୱର: (ଓଡ଼ିଶା ଭାସ୍କର) ଶେଷ ହେଲା ସପ୍ତଦଶ ବିଧାନସଭାର ପ୍ରଥମ ଅଧିବେଶନ । ୨୨,୦୭,୨୦୨୪ଠାରୁ ଆରମ୍ଭ ହୋଇ ୧୧,୦୯,୨୦୨୪ ଅଥବା ଆଜି ଯାଏ ଚାଲିଥିଲା । ଏଥିରେ ୨୫ଟି କାର୍ଯ୍ୟ ଦିବସ ଅନୁଷ୍ଠିତ ହୋଇଥିଲା । ଏହି…

କୁବେରଙ୍କ ପ୍ରିୟ ଏହି ୩ ରାଶି; ଯାହାଙ୍କର ଜୀବନରେ କେବେ ବି ହେବ ନାହିଁ ଧନର ଅଭାବ

ଓଡ଼ିଶା ଭାସ୍କର: ସନାତନ ଧର୍ମର ପଣ୍ଡିତଙ୍କ ମତରେ ମା' ଲକ୍ଷ୍ମୀ ହେଉଛନ୍ତି ଧନର ଦେବୀ। ଏହା ସହିତ କୁବେର ହେଉଛନ୍ତି ଧନର ଯୋଗାଣକାରୀ। ଏହି କାରଣରୁ ଶାସ୍ତ୍ରରେ ମା' ଲକ୍ଷ୍ମୀଙ୍କ ସହ କୁବେର ଦେବଙ୍କ ପୂଜା ବିଷୟରେ…

ବାପାଙ୍କ ବିୟୋଗରେ ଶ୍ରଦ୍ଧାଞ୍ଜଳି ଜଣାଇଲେ ମଲାଇକା ଅରୋରା, କହିଲେ- ‘ସେ ଆମର ଭଲ ବନ୍ଧୁ ଥିଲେ’

ମୁମ୍ୱାଇ: ମଲାଇକା ଅରୋରା ତାଙ୍କ ବାପା ଅନିଲ ଅରୋରାଙ୍କ ମୃତ୍ୟୁ ଖବରକୁ ପୋଷ୍ଟ କରି ନିଶ୍ଚିତ କରିଛନ୍ତି । ସେ ତାଙ୍କ ଅଫିସିଆଲ ଇନଷ୍ଟାଗ୍ରାମ ଆକାଉଣ୍ଟରେ ତାଙ୍କ ପିତାଙ୍କ ମୃତ୍ୟୁ ବିଷୟରେ ସୂଚନା ଦେଇଛନ୍ତି ଏବଂ…