(Video) ରିଲରୁ ରିଆଲିଟିରେ ପହଞ୍ଚିଲା ‘ପୁଷ୍ପା’ ଫିଲ୍କ: ୧୦ମ ପରୀକ୍ଷାରେ ଛାତ୍ର ଲେଖିଲା- ଅପୁନ୍ ଲିଖେଗା ନେହିଁ ସାଲା!
ମୁମ୍ବାଇ: ସାଉଥ ସୁପର ଷ୍ଟାର ଅଲ୍ଲୁ ଅର୍ଜୁନଙ୍କ ଫିଲ୍କ ଯେବେଠାରୁ ରିଲିଜ୍ ହୋଇଛି, ଏହାର ଗୀତ ଓ ଡାଏଲଗ୍ ଉପରେ ରିଲ୍ସ ତିଆରି ଚାଲିଛି । ଏହି ଗୀତର ହୁକ୍ସ ଷ୍ଟେପ୍ସ ଉପରେ ଲୋକମାନେ ଡ୍ୟାନ୍ସ କରୁଥିବା ନଜର ଆସିଛନ୍ତି ।…