ପ୍ରଧାନମନ୍ତ୍ରୀଙ୍କ ବୈଠକରେ ବଡ ନିଷ୍ପତ୍ତି: ରଦ୍ଦ ହେଲା CBSE ଦ୍ୱାଦଶ ପରୀକ୍ଷା

ନୂଆଦିଲ୍ଲୀ: ଦେଶବ୍ୟାପୀ ବାତିଲ ହୋଇଛି ସିବିଏସଇ ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷା । କୋଭିଡ ସ୍ଥିତିକୁ ଦୃଷ୍ଟିରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବୈଠକରେ ଏନେଇ ନିଷ୍ପତ୍ତି ନିଆଯାଇଛି । ତେବେ କରୋନା କାଳରେ…

ଭୁବନେଶ୍ୱରରୁ ଆଜି ୯୭୪ ନୂଆ ପଜିଟିଭ ଚିହ୍ନଟ, ଜାଣନ୍ତୁ କେଉଁଠି କେତେ ?

ଭୁବନେଶ୍ୱର (ଓଡିଶା ଭାସ୍କର): ରାଜ୍ୟରେ କରୋନା ସଂକ୍ରମଣ ହ୍ରାସ ପାଇଥିବା ବେଳେ ଭୁବନେଶ୍ୱରରୁ ଆଜି ୯୭୪ ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୧୭୦ ଜଣ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ…

ଅଲଗା ହେଲା ‘ମିଶନ ଶକ୍ତି’ ବିଭାଗ, ପାଣ୍ଡିଆନଙ୍କ ପତ୍ନୀ ଧରିଲେ ମଙ୍ଗ

ଭୁବନେଶ୍ୱର(ଓଡିଶା ଭାସ୍କର): ଆଜିଠାରୁ ଓଡିଶାରେ ସ୍ୱତନ୍ତ୍ର ଭାବେ କାର୍ଯ୍ୟକ୍ଷମ ହୋଇଛି ‘ମିଶନ ଶକ୍ତି’ ବିଭାଗ । ମିଶନ ଶକ୍ତି ବିଭାଗ ଆଜିଠାରୁ ମହିଳା ଓ ଶିଶୁ କଲ୍ୟାଣ ବିଭାଗଠାରୁ ଅଲଗା ହୋଇଛି । ବିଭାଗ ପୃଥକୀକରଣକୁ…

ରାଜ୍ୟରେ ବରିଷ୍ଠ OAS ଅଧିକାରୀ ସ୍ତରରେ ଅଦଳବଦଳ

ଭୁବନେଶ୍ୱର(ଓଡିଶା ଭାସ୍କର): ରାଜ୍ୟରେ ବରିଷ୍ଠ OAS ଅଧିକାରୀ ସ୍ତରରେ ଆଜି ଅଦଳବଦଳ ହୋଇଛି । ଇନ୍ଦ୍ରମଣି ତ୍ରିପାଠୀ ସୂଚନା ଓ ଲୋକ ସଂପର୍କ ବିଭାଗ ର ନିର୍ଦ୍ଦେଶକ ହୋଇଥିବା ବେଳେ ସାଧାରଣ ପ୍ରଶାସନ ବିଭାଗର ଅତିରିକ୍ତ…

ସରକାରଙ୍କ ଯୋଗୁଁ ଅନ୍ୟକୁ ବାହାହେଲା ପ୍ରେମିକା ! ଏପରି ଅଭିଯୋଗ କରି ଟ୍ୱିଟ୍ କଲେ ଆଶାୟୀ ଶିକ୍ଷକ

ଭୁବନେଶ୍ୱର(ଓଡିଶା ଭାସ୍କର): ଦେଶରେ କରୋନା ମହାମାରୀ ଯୋଗୁଁ ବେରୋଜଗାରୀ ବଢିଚାଲିଛି । ଅନେକ ଲୋକଙ୍କୁ ଚାକିରି ମିଳୁନଥିବା ବେଳେ କେତେକ ଲୋକଙ୍କୁ ଚାକିରିରୁ ବାହାର କରାଯାଉଛି । ଅନ୍ୟ ରାଜ୍ୟ ହିସାବରେ ଓଡିଶାରେ ବି…

କାଲି ସକାଳ ସୁଦ୍ଧା ୨୦ ଜିଲ୍ଲା ସାବଧାନ୍‌! ହୋଇପାରେ ଝଡବର୍ଷା ସହ ବଜ୍ରପାତ

ଭୁବନେଶ୍ୱର(ଓଡିଶା ଭାସ୍କର): ରାଜ୍ୟରେ ଝଡବର୍ଷା ସହ ବଜ୍ରପାତ ହେବାର ସମ୍ଭାବନା ରହିଛି । ଏନେଇ କାଲି ସକାଳ ୨୦ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ରାଜ୍ୟର ନବରଙ୍ଗପୁର, କଳାହାଣ୍ଡି,…

କରୋନା ପଜିଟିଭ ମା’ କୋଳରୁ ଜନ୍ମ ନେଇ ମୃତ୍ୟୁକୁ ହରାଇଲା ନବଜାତ ଶିଶୁ, କିନ୍ତୁ…

ଗୁଜରାଟ: ଦେଶରେ କରୋନାର ଦ୍ୱିତୀୟ ଲହର କମିବାରେ ଲାଗିଥିବା ବେଳେ ଏଭଳି କିଛି ମାମଲା ସାମ୍ନାକୁ ଆସୁଛି, ଯାହା ଲୋକମାନଙ୍କୁ ଆଶ୍ଚର୍ଯ୍ୟ କରିଦେଉଛି । କରୋନାରେ ବୟସ୍କ ଓ ଯୁବପିଢିମାନଙ୍କର ମୃତ୍ୟୁ ହୋଇଥିବା ବେଳେ କରୋନା…

କରୋନା କାଳରେ ପୁଣି ବଢିଗଲା ସୁନା-ରୂପା ଦାମ୍‌: ଜାଣନ୍ତୁ ଆଜିର ରେଟ୍‌

ନୂଆଦିଲ୍ଲୀ: ମାସର ପ୍ରଥମ ଦିନରେ ସୁନା-ରୂପାର ଦାମରେ ବୃଦ୍ଧି ଦେଖିବାକୁ ମିଳିଛି । ମଙ୍ଗଳବାର ଅର୍ଥାତ୍ ଆଜି ଦିନରେ ସୁନାର ଦାମ୍ ୩୯୦ ଟଙ୍କା ବଢିଥିବା ବେଳେ ରୂପା ଦାମରେ ବି ପରିବର୍ତ୍ତନ ଆସିଛି । ରୂପାର ଦାମ ୧୦୭୮…

୧୭ ବର୍ଷର ଛାତ୍ର ସହ ଛୁ’ ମାରିଲେ ଶିକ୍ଷୟିତ୍ରୀ, ଟ୍ୟୁସନ୍ ବାହାନାରେ ଚାଲିଥିଲା ଲୁଚା-ଛପା ପ୍ରେମ

ପାନୀପତ: ଆଧୁନିକ ଯୁଗରେ ଗୁରୁ-ଶିଷ୍ୟଙ୍କ ପବିତ୍ର ସମ୍ପର୍କ କଳୁଷିତ ହେବାରେ ଲାଗିଛି । ସେହିପରି ଏକ ଘଟଣା ହରିୟାଣାର ପାନିପତ ସହରରୁ ଆସିଛି , ଯେଉଁଠି ଜଣେ ସ୍କୁଲ ଶିକ୍ଷୟତ୍ରୀ ନିଜର ୧୭ ବର୍ଷର ଛାତ୍ରଙ୍କୁ ପ୍ରେମ…

ଏଥର ସ୍ୱାଭାବିକ ହେବ ମୌସୁମୀ ବର୍ଷା : IMD

ଭୁବନେଶ୍ୱର(ଓଡିଶା ଭାସ୍କର): ଦକ୍ଷିଣ ପଶ୍ଚିମ ମୌସୁମୀ ନେଇ ପାଣିପାଗ ବିଭାଗ ବା ଆଇଏମଡି ପକ୍ଷରୁ ଆକଳନ କରାଯାଇଛି । ଏଥର ମୌସୁମୀ ବର୍ଷା ସ୍ୱାଭାବିକ ହେବ ବୋଲି ଆଇଏମଡି ଆକଳନ କରିଛି । ଜୁନରୁ ସେପ୍ଟମ୍ବର ମଧ୍ୟରେ…