ପଞ୍ଜାବରେ ଗୁଣ୍ଡା ରାଜ୍: ଘରେ ପଶି NRIଙ୍କୁ ମାରିଲେ ଗୁଳି, ଭିଡିଓ ଭାଇରାଲ

ନୂଆଦିଲ୍ଲୀ: ପଞ୍ଜାବରେ ଆଇନ ବ୍ୟବସ୍ଥା ସଂପୂର୍ଣ୍ଣ ଖରାପ ହୋଇଯାଇଛି । ନିକଟରେ ଏକ ଏନଆରଆଇ ପରିବାର ଉପରେ ଆକ୍ରମଣର ଏକ ଭିଡିଓ ସା୍ନାକୁ ଆସିଛି । ଏଥିରେ କିଛଇ ବଦମାସ୍ ଘରେ ପଶି ଅମୃତସରରେ ରହୁଥିବା ଏନଆରଆଇ ସୁଖଚେନ…

ଜିଓ ଜାରି କଲା ଚେତାବନୀ, ପଢ଼ନ୍ତୁ ସାଇବର ଠକଙ୍କଠାରୁ ବଞ୍ଚିବାର କିଛି ଖାସ୍ ଟିପ୍ସ

ମୁମ୍ବାଇ: ସାଇବର ଠକେଇ କ୍ଷେତ୍ରରେ ବୃଦ୍ଧିକୁ ଦେଖି ରିଲାଏନ୍ସ ଜିଓ ନିଜ ଉପଭୋକ୍ତାମାନଙ୍କ ପାଇଁ ଚେତାବନୀ ଜାରି କରିଛି । ଠକଙ୍କଠାରୁ ନିଜକୁ କିପରି ରକ୍ଷାକରାଯାଇପାରିବ, ସେନେଇ କିଛି ଟିପ୍ସ ସେୟାର କରିଛି ଜିଓ ।…

ସାବଧାନ୍ ! ଏତିକି ଦିନ ମଧ୍ୟରେ ବ୍ୟାଙ୍କ ଆକାଉଣ୍ଟରୁ କରନ୍ତୁ କାରବାର, ନଚେତ୍ ଆକାଉଣ୍ଟ ହୋଇଯିବ ବନ୍ଦ

ନୂଆଦିଲ୍ଲୀ: ଆଜି ସମସ୍ତଙ୍କର ଏକ ବ୍ୟାଙ୍କ ଆକାଉଣ୍ଟ ଅଛି । ବ୍ୟାଙ୍କ ଆକାଉଣ୍ଟର କାରଣ ସମସ୍ତଙ୍କ ପାଇଁ ଅଲଗା ରହିଛି । ବିଭିନ୍ନ ସୁବିଧା ପାଇବା ପାଇଁ ସମସ୍ତେ ବ୍ୟାଙ୍କ ଆକାଉଣ୍ଟଗୁଡିକ ବ୍ୟବହାର କରୁଛନ୍ତି । ସଞ୍ଚୟ…

ଉତ୍ତର ବଙ୍ଗୋପସାଗରରେ ସୃଷ୍ଟି ଘୂର୍ଣ୍ଣିବଳୟ ପ୍ରଭାବରେ କାଲି ଯାଏଁ ବର୍ଷା, ଏହିସବୁ ଜିଲ୍ଲାକୁ ସତର୍କ ସୂଚନା

ଭୁବନେଶ୍ୱର : ଉତ୍ତର ବଙ୍ଗୋପସାଗରରେ ସୃଷ୍ଟ ଘୂର୍ଣ୍ଣିବଳୟର ପ୍ରଭାବରେ ଆସନ୍ତା ଦୁଇ ଦିନ ପର୍ଯ୍ୟନ୍ତ ରାଜ୍ୟର ଅଧିକାଂଶ ଜିଲ୍ଲାରେ ବର୍ଷାର ସମ୍ଭାବନା ଅଛି ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର…

ଜନ୍ମାଷ୍ଟମୀରେ କାକୁଡି ହେଉଛି ସବୁଠାରୁ ଗୁରୁତ୍ୱପୂର୍ଣ୍ଣ: ଏହା ବିନା ପୂଜା ଅସମ୍ପୂର୍ଣ୍ଣ, ଜାଣନ୍ତୁ କାହିଁକି

ଭାଦ୍ରବ ମାସର କୃଷ୍ଣ ପକ୍ଷ ଅଷ୍ଟମୀ ତିଥିରେ ଭଗବାନ ଶ୍ରୀକୃଷ୍ଣଙ୍କ ଜନ୍ମ ହୋଇଥିଲା। ଏଥର ଏହି ପର୍ବ ୨୬ ଅଗଷ୍ଟ, ସୋମବାର ଦିନ ପାଳନ କରାଯିବ। ତେବେ ଜନ୍ମାଷ୍ଟମୀ ଦିନ କୃଷ୍ଣଙ୍କ ସାଜସଜ୍ଜା ଏବଂ ପୂଜାରେ ଅନେକ ପ୍ରକାରର…

ଗୃହରେ ଅବକାରୀ ମନ୍ତ୍ରୀଙ୍କ ବୟାନ, କହିଲେ- ‘ଓଡ଼ିଶାରେ ଡ୍ୟାନ୍ସ ବାର୍ ସଂପୂର୍ଣ୍ଣ ବନ୍ଦ ହେବ’

ଭୁବନେଶ୍ୱର : ରାଜ୍ୟରେ ଡ୍ୟାନ୍ସ ବାର୍ ସଂପୂର୍ଣ୍ଣ ବନ୍ଦ ହେବ କହିଲେ ଅବକାରୀ ମନ୍ତ୍ରୀ । ଗୃହରେ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ସୂଚନା । ଓଡିଆ ଅସ୍ମିତାକୁ ନେଇ ନୂଆ ଅବକାରୀ ନୀତି ଅଣାଯିବ । ସ୍କୁଲ,…

BSNLର ଶସ୍ତା ପ୍ଳାନ୍: ମାତ୍ର ଏତିକି ଟଙ୍କା ରିଚାର୍ଜରେ ପାଇପାରିବେ ୩୯୫ ଦିନର ଭାଲିଡିଟି

BSNL ଗତ କିଛି ମାସ ମଧ୍ୟରେ ନିଜ ୟୁଜର୍ସମାନଙ୍କ ପାଇଁ ଅନେକ ଶସ୍ତା ରିଚାର୍ଜ ପ୍ଲାନ ଆରମ୍ଭ କରିଛି । ବେସରକାରୀ କମ୍ପାନୀଗୁଡିକର ରିଚାର୍ଜ ପ୍ଲାନ ମହଙ୍ଗା ହୋଇଯାଉଥିବାରୁ ଲକ୍ଷ ଲକ୍ଷ ୟୁଜର୍ସ ସରକାରୀ ଟେଲିକମ୍…

ଏହି କ୍ୟାନ୍ସର ପୁରୁଷଙ୍କଠାରୁ ମହିଳାଙ୍କୁ ବ୍ୟାପୁଛି: ପ୍ରତିବର୍ଷ ନେଉଛି ଲକ୍ଷ ଲକ୍ଷ ଜୀବନ, ଜାଣନ୍ତୁ ଲକ୍ଷଣ

ନୂଆଦିଲ୍ଲୀ: ଭାରତରେ କର୍କଟ ଏକ ବଡ ସମସ୍ୟା ପାଲଟିଛି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଅନୁଯାୟୀ, ୨୦୨୩ ମସିହାରେ ଭାରତରେ ୧୪ ଲକ୍ଷରୁ ଅଧିକ କର୍କଟ ରୋଗ ମାମଲା ରିପୋର୍ଟ ହୋଇଥିଲା । ଏହି କର୍କଟ ରୋଗ ସମଗ୍ର ବିଶ୍ୱରେ…

ରେଳବାଇକୁ ପ୍ରତିବର୍ଷ ୮ ଲକ୍ଷ ଟଙ୍କା ଦେଇ ଟ୍ରେନକୁ କରିଛନ୍ତି ନିଜ ଘର, ସବୁଆଡେ ଚାଲିଛି ଯୁବକଙ୍କ ଚର୍ଚ୍ଚା

ଭାରତରେ ଟ୍ରେନ୍ କୁ ଭାରତର ଲାଇଫ୍ ଲାଇନ୍ କୁହାଯାଏ । ଭାରତରେ କୋଟି କୋଟି ଯାତ୍ରୀ ଟ୍ରେନରେ ଯାତ୍ରା କରନ୍ତି । କେବଳ ଭାରତରେ ନୁହେଁ ସମଗ୍ର ବିଶ୍ୱରେ ଟ୍ରେନ୍ ଗୁରୁତ୍ୱପୂର୍ଣ୍ଣ । ତେବେ ବର୍ତ୍ତମାନ ଭାରତର ସମସ୍ତ…

ପ୍ରତିଦିନ ଅଳ୍ପ ମଦ୍ୟପାନ କରିବା ଶରୀର ପାଇଁ ଲାଭଦାୟକ କି? ଋିସର୍ଚ୍ଚରୁ ଖୁଲାସା

ମଦ୍ୟପାନ କରିବାକୁ ଭଲପାଉଥିବା ଲୋକମାନେ ସମଗ୍ର ବିଶ୍ୱରେ ରହିଛନ୍ତି । କିନ୍ତୁ ଆପଣ ପ୍ରାୟତଃ ଲୋକମାନଙ୍କଠାରୁ ଶୁଣିଥିବେ ଯେଉଁମାନେ ପ୍ରତିଦିନ ମଦ୍ୟପାନ କରନ୍ତି ଯେ ପ୍ରତିଦିନ ଦୁଇଟି ପେଗ୍ ପିଇବା ଦ୍ୱାରା କିଛି କ୍ଷତି…