(Video) କେବେ ସ୍କୁଲ ନଯାଇ ସ୍ନାକ୍ସ ବିକୁଥିବା ଝିଅର ଇଂରାଜୀ ଶୁଣି ଲୋକେ ଆଶ୍ଚର୍ଯ୍ୟ, ଭ୍ୟୁ ହେଲାଣି ୧୦ ଲକ୍ଷରୁ ଅଧିକ
ନୂଆଦିଲ୍ଲୀ: ପାକିସ୍ତାନର ଜଣେ ଝିଅର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଝିଅଟି କହିଛି ଯେ ସେ କେବେ ସ୍କୁଲ ଯାଇ ନଥିଲେ କିନ୍ତୁ ତାଙ୍କ ବାର୍ତ୍ତାଳାପ, ଭାଷା ଏବଂ କଥା କହିବା ଶୈଳୀ ଲୋକମାନଙ୍କୁ ବହୁତ…