ଶିମିଳିପାଳ ବ୍ୟାଘ୍ର ଅଭୟାରଣ୍ୟର ସୁରକ୍ଷା ପାଇଁ ମୁତୟନ ହେବେ ସ୍ୱତନ୍ତ୍ର, ସଶସ୍ତ୍ର ପୁଲିସ୍ ବାହିନୀ
ଭୁବନେଶ୍ୱର : ମୟୂରଭଞ୍ଜ ଶିମିଳିପାଳ ବ୍ୟାଘ୍ର ଅଭୟାରଣ୍ୟକୁ ସୁରକ୍ଷିତ ରଖିବା ପାଇଁ ରାଜ୍ୟ ସରକାର ଏକ କମ୍ପାନୀ, ସ୍ୱତନ୍ତ୍ର ସଶସ୍ତ୍ର ପୁଲିସ୍ ବାହିନୀ ମୁତୟନ କରିବେ । ଅଭୟାରଣ୍ୟକୁ ଜଗିବା ନିମନ୍ତେ ୧୩୧ ଜଣିଆ ଏକ…