୨୦୩୦ ସୁଦ୍ଧା ଦେଶର ଅର୍ଦ୍ଧାଧିକ ଜନସଂଖ୍ୟା ବ୍ୟବହାର କରୁଥିବେ 5-ଜି ସେବା: ଜିଏସଏମଏ ରିପୋର୍ଟ

ନୂଆଦିଲ୍ଲୀ : 5-ଜି’ର ଦ୍ରୁତ କାର୍ଯ୍ୟକାରିତା ଏବଂ ଗ୍ରହଣୀୟତା ସହିତ ଭାରତ ଏକ ପରିବର୍ତ୍ତନକାରୀ ଡିଜିଟାଲ ବିପ୍ଳବର ଦ୍ୱାରଦେଶରେ ଛିଡ଼ା ହୋଇଛି। ୨୦୩୦ ସୁଦ୍ଧା ଦେଶର ଅର୍ଦ୍ଧାଧିକ ଜନସଂଖ୍ୟା 5-ଜି ସେବା ବ୍ୟବହାର…

ଚାପ କ’ଣ ଗର୍ଭଧାରଣରେ ଅକ୍ଷମତା ପାଇଁ ଦାୟୀ କି? ଜାଣନ୍ତୁ କଣ କହୁଛି ସର୍ଭେ

ଆଜିକାଲି ବ୍ୟକ୍ତିର ସବୁଠାରୁ ବଡ଼ କ୍ଷତିକାରକ ଶତ୍ରୁ ହେଉଛି ଚାପ । କୌଣସି ଜିନିଷ ଉପରେ ଅତ୍ୟଧିକ ଚାପ ଦେବା ଦ୍ୱାରା ହିଁ ଚିନ୍ତା ସୃଷ୍ଟି ହୋଇଥାଏ । ଏହା ହୃଦୟକୁ ଆଘାତ କରିବା ସହ ରକ୍ତଚାପକୁ ମଧ୍ୟ ବଢାଇଥାଏ । ଏହି…

ଛାତି ଯନ୍ତ୍ରଣା ହୋଇପାରେ ଏହିସବୁ ରୋଗର ଲକ୍ଷଣ, ଅଣଦେଖା କଲେ ଚାଲିଯିବ ଜୀବନ !

ଅଧିକାଂଶ ଲୋକେ ଛାତି ଯନ୍ତ୍ରଣାକୁ ଅଣଦେଖା କରନ୍ତି। ଗ୍ୟାସ୍ଟିକ କିମ୍ବା ଅନ୍ୟାନ୍ୟ କାରଣରୁ ଏପରି ହେଉଥିବ ଭାବନ୍ତି। କିନ୍ତୁ ବାରମ୍ବାର ଛାତିରେ ଯନ୍ତ୍ରଣା ଅନେକ ରୋଗର କାରଣ ହୋଇପାରେ। ତେବେ ଛାତି ଯନ୍ତ୍ରଣା କେଉଁସବୁ…

ସୁପ୍ରିମକୋର୍ଟରେ ଜିତିଲା ଆଲିଗଡ ମୁସଲିମ ବିଶ୍ୱବିଦ୍ୟାଳୟ , ସଂଖ୍ୟାଲଘୁ ମାନ୍ୟତା ରହିବ ଅକ୍ଷୁର୍ଣ୍ଣ

ନୂଆଦିଲ୍ଲୀ: ଆଲିଗଡ ମୁସଲିମ ବିଶ୍ୱବିଦ୍ୟାଳୟ (ଏଏମୟୁ) ର ସଂଖ୍ୟାଲଘୁ ମାନ୍ୟତା ଉପରେ ସୁପ୍ରିମକୋର୍ଟ ଶୁକ୍ରବାର ଦିନ ନିଜ ରାୟ ଦେଇଛନ୍ତି । ସର୍ବୋଚ୍ଚ ନିଷ୍ପତ୍ତିରେ ଏଏମୟୁର ସଂଖ୍ୟାଲଘୁ ସ୍ଥିତି ବଜାୟ ରଖାଯାଇଛି ।…

‘କ୍ରାଇମ ପେଟ୍ରୋଲ’ର ଜଣାଶୁଣା ଟିଭି ଅଭିନେତା ନୀତିନ ଚୌହାନ କଲେ ଆତ୍ମହତ୍ୟା! ୩୫ ବର୍ଷ ବୟସରେ ଦେହାନ୍ତ

ନୂଆଦିଲ୍ଲୀ: ପ୍ରସିଦ୍ଧ ଟିଭି ଅଭିନେତା ନୀତିନ ଚୌହାନ ଆଜି ଆମ ସହିତ ନାହାଁନ୍ତି । ସେ କୌଣସି କାରଣରୁ ଆତ୍ମହତ୍ୟା କରିଛନ୍ତି । ଏହି ସୂଚନା ନୀତିନଙ୍କ ପୂର୍ବତନ ସହ-କଳାକାର ଏକ ପୋଷ୍ଟ ମାଧ୍ୟମରେ ପ୍ରଦାନ କରିଛନ୍ତି ।…

ରାଜ୍ୟରେ ଶୀତର ନାହିଁ ଦେଖା ! ଆଜି ଏହିସବୁ ଜିଲ୍ଲାରେ ହୋଇପାରେ ବର୍ଷା

ଭୁବନେଶ୍ୱର : ରାଜ୍ୟରେ ବର୍ତ୍ତମାନ ପାଣିପାଗରେ ବିଶେଷ ପରିବର୍ତ୍ତନ ନାହିଁ। ପାଗ ମୁଖ୍ୟତ ଶୁଖିଲା ରହିବ। ବର୍ଷାର ସମ୍ଭାବନା ଦେଖାଯାଉନି। ଆସନ୍ତା ୧୩ ତାରିଖ ଯାଏଁ ଏଭଳି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ…

ଗଳା କର୍କଟକୁ ଚିହ୍ନିବେ କିପରି, ଜାଣନ୍ତୁ ଲକ୍ଷଣ

ଗଳା କର୍କଟ ଅତ୍ୟନ୍ତ ବିପଜ୍ଜନକ । ଏହି କର୍କଟ ଗଳାରେ ଓ ଆପଣଙ୍କ ସ୍ୱରରେ ମୃଦୁ ସଙ୍କେତ ଦେଇଥାଏ । ଯେକୌଣସି ବ୍ୟକ୍ତିଙ୍କର ନାକ ଅବରୋଧ, ଗଳା କିମ୍ବା କାନରେ ଯନ୍ତ୍ରଣା, ବେକରେ ଫୁଲିଯିବା, ଖାଦ୍ୟ ଗିଳିବାରେଅସୁବିଧା,…

ସରକାରୀ ଯୋଜନା ମାଧ୍ୟମରେ ସଶକ୍ତ ହେଉଛନ୍ତି ମହିଳା, ଡିବିଟି ମାଧ୍ୟମରେ ପଠାଯାଇଛି ୨.୧୧ ଲକ୍ଷ କୋଟି ଟଙ୍କା

ନୂଆଦିଲ୍ଲୀ: ଆଠଟି ରାଜ୍ୟର ବିଭିନ୍ନ ସରକାରୀ ଯୋଜନା ଅନ୍ତର୍ଗତ ମହିଳାଙ୍କ ଆକାଉଣ୍ଟକୁ ଡାଇରେକ୍ଟ ବେନିଫିଟ୍ ଟ୍ରାନ୍ସଫର (ଡିବିଟି) ମାଧ୍ୟମରେ ପଠାଯାଇଥିବା ପରିମାଣ ୨ ଲକ୍ଷ କୋଟି ଟଙ୍କା ଅତିକ୍ରମ କରିଛି । ବୁଧବାର…

ସୁପ୍ରିମକୋର୍ଟଙ୍କ ବଡ ନିଷ୍ପତ୍ତି: ସରକାରୀ ଚାକିରିରେ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହେବା ପରେ ମଝିରେ ବଦଳିବନି ନିୟମ

ନୂଆଦିଲ୍ଲୀ: ସରକାରୀ ଚାକିରି ପାଇଁ ନିଯୁକ୍ତି ପ୍ରକ୍ରିୟାର ନିୟମ ସଂପର୍କରେ ସୁପ୍ରିମକୋର୍ଟ ଏକ ବଡ଼ ନିଷ୍ପତ୍ତି ଦେଇଛନ୍ତି । ସର୍ବୋଚ୍ଚ ଅଦାଲତର ସାମ୍ବିଧାନିକ ଖଣ୍ଡପୀଠ ଏହାର ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତିରେ ଗୁରୁବାର…

ତୁଳସୀ ବିବାହ ଦିନ କରନ୍ତୁ ଏହି ୩ଟି ଉପାୟ: ଆର୍ଥିକ ସଙ୍କଟ ଓ ପାରିବାରିକ କଳହ ହେବ ଶେଷ, ପାଇବେ ଅନେକ ଖୁସିଖବର

ଯେତେବେଳେ ଭଗବାନ ବିଷ୍ଣୁ ୪ ମାସ ଶୋଇବା ପରେ ଜାଗ୍ରତ ହୁଅନ୍ତି, ଏହାକୁ ଦେବଥାନି ଏକାଦଶୀ କୁହାଯାଏ । ଏହାକୁ ଦେବ ଦୀପାବଳି ବା ଦେବଥାନି ଏକାଦଶୀ ମଧ୍ୟ କୁହାଯାଏ । ଏଥର ଏହି ଏକାଦଶୀ ୧୨ ନଭେମ୍ବରରେ ହେବ । ଏହି ଦିନ…