ବ୍ରେନକୁ ସୁସ୍ଥ ରଖିବାକୁ ଚାହୁଁଛନ୍ତି କି ? ତେବେ ଡାଏଟରେ ସାମିଲ କରନ୍ତୁ ଏହି ସବୁ ଖାଦ୍ୟ

ମାନବ ଶରୀରର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ ହେଉଛି ମସ୍ତିଷ୍କ। ଶରୀରର ସମସ୍ତ ଅଙ୍ଗକୁ ପରିଚାଳିତ କରିଥାଏ ଏହି ଅଙ୍ଗ। କେବଳ ଏତିକି ନୁହେଁ, ମସ୍ତିଷ୍କ ଶରୀରର ଅନ୍ୟ ଅଙ୍ଗଗୁଡ଼ିକୁ ମଧ୍ୟ ନିୟନ୍ତ୍ରିତ କରିଥାଏ। ହୃଦ…

ପ୍ରୋଟିନ୍ ଅଭାବ ହେଲେ ଏହି ସମସ୍ୟାରେ ଘାଣ୍ଟି ହେବେ ମହିଳା, ଜାଣନ୍ତୁ ଲକ୍ଷଣ

ମହିଳାମାନେ ସାଧାରଣତଃ ନିଜ ଖାଦ୍ୟପେୟ ପ୍ରତି ଧ୍ୟାନ ଦେଇପାରନ୍ତି ନାହିଁ। ଅଫିସ୍, ଘର କାମ, ପିଲାମାନଙ୍କ ଖାଇବା-ପଢିବା ଆଦି କଥା ବୁଝୁ ବୁଝୁ ସେମାନେ ନିଜର ଯତ୍ନ ନେବାକୁ ସମୟ ପାଆନ୍ତିନି। ଏହି ସବୁ ଅବହେଳା ଧିରେ…

IVF ମାଧ୍ୟମରେ ଜନ୍ମ ହୋଇଥିବା ପିଲାମାନଙ୍କଠାରେ ହୃଦୟ ସମ୍ବନ୍ଧୀୟ ରୋଗ ହେବାର ଆଶଙ୍କା ଅଧିକ: ରିସର୍ଚ୍ଚରୁ ଖୁଲାସା

ଆଜିକାଲି ବିଳମ୍ବିତ ବିବାହ, ଅସ୍ୱାସ୍ଥ୍ୟକର ଜୀବନଶୈଳୀ ଏବଂ ଅଳ୍ପ ବୟସରେ ପିଲା ପ୍ଲାନ୍ କରିବା ଭଳି କେତେକ କାରଣ ସମାଜରେ ବନ୍ଧ୍ୟାତ୍ୱ ବୃଦ୍ଧି କରିଛି । ଆଜି ୬ ଟି ଦମ୍ପତିଙ୍କ ମଧ୍ୟରୁ ଜଣେ ବନ୍ଧ୍ୟାକରଣ ସମସ୍ୟାରେ…

ଉଇକିପିଡିଆକୁ ନୋଟିସ ପଠାଇଲେ କେନ୍ଦ୍ର ସରକାର, ଭୁଲ ତଥ୍ୟ ଦେବା ସହିତ ଜଡିତ ମାମଲା

ନୂଆଦିଲ୍ଲୀ: ଭାରତ ସରକାର ଉଇକିପିଡ଼ିଆକୁ ଏକ ନୋଟିସ ପଠାଇଛନ୍ତି। ଏହି ବିଜ୍ଞପ୍ତିରେ ଗତ ମାସରେ ତାଙ୍କ ବିରୋଧରେ ଆସିଥିବା ଅଭିଯୋଗ ଏବଂ ପକ୍ଷପାତିତା ବିଷୟରେ ଉଲ୍ଲେଖ କରାଯାଇଛି। ଏଥିରେ ଦର୍ଶାଯାଇଛି ଯେ ଉଇକିପିଡ଼ିଆକୁ…

କିପରି ମେଘନାଦ ପାଚେରୀରେ ସୃଷ୍ଟି ହେଲା ଫାଟ ? ଆଇନ ମନ୍ତ୍ରୀ ଦେଲେ ଉତ୍ତର

ଭୁବନେଶ୍ୱର : ମେଘନାଦ ପାଚେରୀରେ ଫାଟକୁ ନେଇ ରାଜନୀତି ମଧ୍ୟ ସରଗରମ ହୋଇଛି । ପୂର୍ବ ବିଜେଡି ସରକାରଙ୍କ କାମର ଏହି ଫଳ ବୋଲି କହି ବର୍ଷିଛନ୍ତି ବିଜେପି ମୁଖପାତ୍ର ଅନିଲ ବିଶ୍ବାଳ । ଏହାରି ମଧ୍ୟରେ ଆଇନ ମନ୍ତ୍ରୀ…

ଶୀତଦିନରେ ହୃଦଘାତ ହେବାର ଆଶଙ୍କା କାହିଁକି ବଢେ, ଜାଣନ୍ତୁ ବର୍ତ୍ତିବାର ଉପାୟ

ଆଜିକାଲି ହୃଦରୋଗ ସମସ୍ୟା ଦ୍ରୁତ ଗତିରେ ବଢିଚାଲିିଛି। ବୃଦ୍ଧାବସ୍ଥାରେ ଦେଖା ଯାଉଥିବା ଏହି ରୋଗ ଏବେ ପିଲାଠୁ ବୁଢା ସମସ୍ତଙ୍କୁ କବଳିତ କରୁଛି। ବିଶେଷ କରି ଶୀତଋତୁରେ ହୃଦଘାତ ହେବାର ସମ୍ଭାବନା ଅଧିକ। ତେବେ ଏହାର…

ଫୁଟବଲ ମ୍ୟାଚରେ ବଜ୍ରପାତ ହେବାରୁ ଖେଳାଳିଙ୍କର ମୃତ୍ୟୁ, ଦେଖନ୍ତୁ ଭୟଙ୍କର Video

ନୂଆଦିଲ୍ଲୀ: ପେରୁରେ ଏକ ଫୁଟବଲ ମ୍ୟାଚର ଏକ ଆଶ୍ଚର୍ଯ୍ୟଜନକ ଭିଡିଓ ସାମ୍ନାକୁ ଆସିଛି । ମ୍ୟାଚ୍ ସମୟରେ ବଜ୍ରପାତ ଯୋଗୁଁ ଘଟଣାସ୍ଥଳରେ ଜଣେ ଫୁଟବଲ ଖେଳାଳିଙ୍କର ମୃତ୍ୟୁ ହୋଇଥିଲା । ପେରୁର ଦୁଇଟି କ୍ଲବ ଜୁଭେଣ୍ଟୁଡ…

ପୂର୍ବତନ ବିଧାୟକ ପୂର୍ଣ୍ଣଚନ୍ଦ୍ର ମାଝିଙ୍କର ପରଲୋକ

ଭୁବନେଶ୍ୱର : କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁରର ପୂର୍ବତନ ବିଧାୟକ ପୂର୍ଣ୍ଣଚନ୍ଦ୍ର ମାଝିଙ୍କର ଗତରାତିରେ ପରଲୋକ ହୋଇଛି । ଅସୁସ୍ଥତା ହେତୁ ଭୁବନେଶ୍ୱର ଏମ୍‍ସରେ ସେ ଚିକିତ୍ସାଧୀନ ଥିଲେ । ତାଙ୍କୁ ୪୫ ବର୍ଷ ବୟସ ହୋଇଥିଲା…

“SBI Reward” ନାମରେ ଠକେଇ: ଖାଲି ହୋଇପାରେ ଆକାଉଣ୍ଟ, ସତର୍କ କଲା PIB

ଅନଲାଇନ୍ ସ୍କାମ୍ ଦିନକୁ ଦିନ ବଢ଼ିବାରେ ଲାଗିଛି । ଏନେଇ ବ୍ୟାଙ୍କ ଓ ସରକାରଙ୍କ ତରଫରୁ ବାରମ୍ବାର ସଚେତନ କରାଗଲେ ମଧ୍ୟ ସାଧାରଣ ଲୋକେ ଚେତୁ ନାହାନ୍ତି । ଏପରି ଏକ ନୂଆ ସ୍କାମ ବିଷୟରେ ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ…

ଏହି ଗୋଟିଏ ବ୍ୟାୟାମରୁ ମିଳିଥାଏ ଜବରଦସ୍ତ ଫାଇଦା, ମାନସିକ ସ୍ୱାସ୍ଥ୍ୟ ସହ ଫୁସଫୁସକୁ ରଖେ ସୁସ୍ଥ

ବିଭିନ୍ନ ବ୍ୟାୟାମ ମଧ୍ୟରୁ ଚାଲିବା ସବୁଠାରୁ ସରଳ ଏବଂ ପ୍ରଭାବଶାଳୀ। ନିୟମିତ ଚାଲିବା ଅଭ୍ୟାସ କରିବା ଫଳରେ ଅନେକ ଶାରୀରିକ ଏବଂ ମାନସିକ ରୋଗ ଦୂର ହେବାର ଯଥେଷ୍ଟ ସମ୍ଭାବନା ରହିଛି। ଫିଟନେସ୍ ବଜାୟ ରଖିବାଠାରୁ ଆରମ୍ଭ…