ବଙ୍ଗୋପସାଗରରେ ଆସନ୍ତା ସୋମବାର ଦିନ ସୃଷ୍ଟି ହେବ ଲଘୁଚାପ କ୍ଷେତ୍ର ! ୧୩ଟି ଜିଲ୍ଲାପାଇଁ ସତର୍କ ସୂଚନା

ଭୁବନେଶ୍ୱର : ଉତ୍ତର-ପଶ୍ଚିମ ଏବଂ ତତ୍‍ସଂଲଗ୍ନ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗରରେ ଆସନ୍ତା ସୋମବାର ସୁଦ୍ଧା ଆଉ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି । ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ…

ଏହି ମାରାତ୍ମକ ରୋଗର ସଙ୍କେତ ହୋଇପାରେ ଘୁଙ୍ଗୁଡି, ଜାଣନ୍ତୁ କିପରି ବର୍ତ୍ତିବେ ଆପଣ

ଘୁଙ୍ଗୁଡି ମାରିବା ସାଧାରଣ କଥା । ମାତ୍ର ଅନେକ ସମୟରେ ଏହା ମାରାତ୍ମକ ରୋଗର ସଙ୍କେତ ହୋଇପାରେ । ଅନେକ ଗବେଷଣାରୁ ଜଣାପଡିଛି ଯେ , ଅଧିକ ଏବଂ ଲଗାତାର ଘୁଙ୍ଗୁଡି ମାରୁଥିଲେ, ଏହା ଗଳା କର୍କଟ ହେବାର ସଙ୍କେତ ହୋଇପାରେ ।…

ସାବଧାନ ! ପୋଷ୍ଟ୍‌ ଲାଇକ୍‌ କଲେ ଚାଲିଯିବ ଚାକିରି, ସୋସିଆଲ ମିଡିଆରେ ଦୁଃଖଭରା କାହାଣୀ ସେୟାର କଲେ କର୍ମଚାରୀ

ନୂଆଦିଲ୍ଲୀ : ଆଜିକାଲି ଲୋକଙ୍କ ଭାବନା ଓ ବିଚାର ଶେୟାର କରିବାର ମାଧ୍ୟମ ପାଲଟିଛି ସୋସିଆଲ ମିଡିଆ । କିନ୍ତୁ ବେଳେବେଳେ ସୋସିଆଲ ମିଡିଆ ପୋଷ୍ଟ୍ ବା ଲାଇକ୍ ଲୋକଙ୍କୁ ମହଙ୍ଗା ପଡୁଛି । ନିକଟରେ ଏଭଳି ଏକ ଘଟଣା ସାମ୍ନାକୁ…

ସରକାରୀ ଚାକିରି ପାଇବାକୁ ଲାଗିପଡିଛନ୍ତି କି ? ତେବେ ଆପଣାନ୍ତୁ ଏହି ଉପାୟ

ଭାରତର ପ୍ରତ୍ୟେକ ଯୁବକଙ୍କ ଭିତରେ ସରକାରୀ ଚାକିରିର ଇଛାଟିଏ ଥାଏ। ଏନେଇ ସେମାନେ କଠିନ ପରିଶ୍ରମ ମଧ୍ୟ କରନ୍ତି। ସରକାରୀ ଚାକିରି ପାଇବା ପାଇଁ ଦେଶର କୋଟି କୋଟି ଯୁବକ ବିଭିନ୍ନ ପରୀକ୍ଷାରେ ଉପସ୍ଥିତ ହୁଅନ୍ତି।…

ଝଗଡ଼ାର ଶବ୍ଦ ଶୁଣି ଦୌଡ଼ିଆସିଲେ ଶିକ୍ଷୟିତ୍ରୀ, କିନ୍ତୁ କ୍ଲାସରୁମରେ ପଶିବା ମାତ୍ରେ ହୋଇଗଲେ ଆଶ୍ଚର୍ଯ୍ୟ: ଦେଖନ୍ତୁ Video

ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ସ୍କୁଲ ଏବଂ କଲେଜ ସହ ଜଡିତ ଭିଡିଓଗୁଡିକ ବହୁଳ ଭାବରେ ସେୟାର କରାଯାଇଛି । ବେଳେବେଳେ ପିଲାମାନେ ଶ୍ରେଣୀରେ କୋଳାହାଳ ସୃଷ୍ଟି କରୁଥିବା ଦେଖବାକୁ ମିଳେ ଏବଂ ବେଳେବେଳେ ସେମାନେ ଶିକ୍ଷକଙ୍କ…

ହ୍ୟାକ ହେଲା ସୁପ୍ରିମକୋର୍ଟଙ୍କ ୟୁଟ୍ୟୁବ ଚ୍ୟାନେଲ: ନଜର ଆସୁଛି କ୍ରିପ୍ଟୋକରେନ୍ସି XRPର Video

ନୂଆଦିଲ୍ଲୀ: ସୁପ୍ରିମକୋର୍ଟଙ୍କ ୟୁଟ୍ୟୁବ ଚ୍ୟାନେଲ ଶୁକ୍ରବାର ଦିନ ହ୍ୟାକ ହୋଇଯାଇଛି । ହ୍ୟାକ ହେବା ପରେ ଏଥିରେ କ୍ରିପ୍ଟୋକରେନ୍ସି ସମ୍ପର୍କୀତ ବିଜ୍ଞାପନ ପ୍ରସାରିତ କରାଯାଇଥିଲା । ଏହା ଆମେରିକା କମ୍ପାନୀ ରିପଲ…

SAILରେ ୩୦୦ ରୁ ଅଧିକ ପଦବୀ ପାଇଁ ନିଯୁକ୍ତ, ବିନା ପରୀକ୍ଷାରେ ଆପଣ ପାଇବେ ଏହି ଚାକିରି

ଭୁବନେଶ୍ୱର: ୩୫୦ ରୁ ଅଧିକ ପଦବୀ ପାଇଁ ସେଲ୍ ରାଉରକେଲା ନିଯୁକ୍ତି ବାହାର କରିଛି । ୧୮ ସେପ୍ଟେମ୍ବରରୁ ପଞ୍ଜୀକରଣ ଆରମ୍ଭ ହୋଇଛି । ଷ୍ଟିଲ୍ ଅଥରିଟି ଅଫ୍ ଇଣ୍ଡିଆ ଲିମିଟେଡର ଏହି ପଦବୀ ପାଇଁ ଆବେଦନ କରିବାକୁ ଚାହୁଁଥିବା…

+୨ ପାଠ୍ୟକ୍ରମକୁ ଉଭୟ ଇଣ୍ଟରନାଲ ଓ ବାର୍ଷିକ ପରୀକ୍ଷା ପାଇଁ କରାଯିବ ବିଭାଜନ, ଛାତ୍ରଛାତ୍ରୀଙ୍କ ମାନସିକ ଚାପ ହ୍ରାସ…

ଭୁବନେଶ୍ୱର : +୨ ପାଠ୍ୟକ୍ରମକୁ ଉଭୟ ଇଣ୍ଟରନାଲ ଓ ବାର୍ଷିକ ପରୀକ୍ଷା ପାଇଁ ବିଭାଜନ କରାଯିବ । ଏକାଦଶ ଓ ଦ୍ୱାଦଶ ଶ୍ରେଣୀ ପାଇଁ କଳା, ବାଣିଜ୍ୟ, ବିଜ୍ଞାନ ଓ ଧନ୍ଦାମୂଳକ ଶିକ୍ଷାରେ ଏହି ବ୍ୟବସ୍ଥା ଲାଗୁ ହେବ । ଏନେଇ…

ପୁଣି ବଢ଼ିଲା ସୁନା-ରୂପା ମୂଲ୍ୟ: ୮୮୪୦୦ରୁ ଅଧିକ ହୋଇଗଲା ରୂପା, ଜାଣନ୍ତୁ ଆପଣଙ୍କ ସହରରେ କେତେ

ନୂଆଦିଲ୍ଲୀ: ସୁନା ଏବଂ ରୂପା ହାର ଶୁକ୍ରବାର ଦିନ ବୃଦ୍ଧି ପାଇଛି । ଇଣ୍ଡିଆନ୍ ବୁଲିଅନ୍ ଜୁଏଲର୍ସ ଆସୋସିଏସନର ୱେବସାଇଟ୍ ଅନୁଯାୟୀ ଗୁରୁବାର ଦିନ ସୁନା ଦର ୭୩୪୮୫ ଟଙ୍କା ଏବଂ ରୂପା ହାର ୮୮୪୧୮ / କିଲୋଗ୍ରାମ ଥିଲା ।…

ଆୟକର ବିଭାଗରେ ଚାକିରି ପାଇବା ପାଇଁ ଉତ୍ତମ ସୁଯୋଗ! ଦରମା ୫୬ ହଜାରରୁ ଅଧିକ

ତାମିଲନାଡୁ ଏବଂ ପୁଡୁଚେରୀ ଅଞ୍ଚଳ ପାଇଁ ଆୟକର ବିଭାଗ ଏକ ବଡ଼ ନିଯୁକ୍ତି ସୁଯୋଗ ପ୍ରଦାନ କରିଛି  । ଯଦି ଆପଣ ଏକ ସରକାରୀ ଚାକିରି ଖୋଜୁଛନ୍ତି, ତେବେ ଏହା ଆପଣଙ୍କ ପାଇଁ ଏକ ସୁବର୍ଣ୍ଣ ସୁଯୋଗ ହୋଇପାରେ  । …