Breaking News ‘ବାୟୋ-ରାଇଡ୍’ ଯୋଜନାକୁ ମିଳିଲା କ୍ୟାବିନେଟର ମଞ୍ଜୁରୀ, ଜାଣନ୍ତୁ ଏହାର ଫାଇଦା Sushreejyoti Routray Sep 19, 2024 ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ବାୟୋଟେକ୍ନୋଲୋଜି ବିଭାଗ (ଡିବିଟି)ର ଦୁଇଟି ପ୍ରମୁଖ ଯୋଜନାକୁ ବାୟୋମ୍ୟାନୁଫାକ୍ଚରିଂ ଏବଂ…
Featured ଏହିସବୁ ପରିବା କଞ୍ଚା ଖାଉଥିଲେ ହୋଇପାରେ ସମସ୍ୟା, ମସ୍ତିଷ୍କ କ୍ଷତି ହେବାର… Sushreejyoti Routray Sep 17, 2024 ପନିପରିବା ଖାଇବା ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ବୋଲି ଆମେ ଜାଣିଥାଆନ୍ତି । କିଛି ଲୋକ ସାଲାଡ୍ ଆକାରରେ କଞ୍ଚା ପନିପରିବା ମଧ୍ୟ ଖାଇଥାନ୍ତି । ଏହା ସହ କିଛି ପନିପରିବା ଅଛି ଯାହା କଞ୍ଚା ଖାଇଲେ ଆପଣଙ୍କ ପାଇଁ ସମସ୍ୟା…
Breaking News ଆସନ୍ତା ୨୫ ବର୍ଷ ମଧ୍ୟରେ ଭାରତ, ପାକିସ୍ତାନ ଏବଂ ବାଂଲାଦେଶରେ ଘଟିବ ବଡ଼ ବିପର୍ଯ୍ୟୟ! ଏହି ଗୋଟିଏ କାରଣରୁ ଲକ୍ଷ ଲକ୍ଷ ମୃତ୍ୟୁ ହେବାର… Sushreejyoti Routray Sep 17, 2024 ଏକ ଅଧ୍ୟୟନରୁ ଜଣାପଡିଛି ଯେ ୧୯୯୦ ରୁ ୨୦୨୧ ମଧ୍ୟରେ ଆଣ୍ଟିବାୟୋଟିକ୍ ପ୍ରତିରୋଧ ହେତୁ ସାରା ବିଶ୍ୱରେ ପ୍ରତିବର୍ଷ ଏକ ମିଲିୟନରୁ ଅଧିକ ଲୋକ ମୃତ୍ୟୁ ବରଣ କରନ୍ତି । କେବଳ ଏତିକି ନୁହେଁ ଭବିଷ୍ୟତରେ ମଧ୍ୟ ଏହାର ବିପଦ…
Featured ଚାକିରି ଚାଲିଯାଇଥିଲେ ନିଅନ୍ତୁନି ଟେନସନ , ଏହି ୫ଟି ଦିଗ ପ୍ରତି ଧ୍ୟାନ ଦେଲେ ତୁରନ୍ତ ମିଳିଯିବ ନିଯୁକ୍ତି Sushreejyoti Routray Sep 17, 2024 ଚାକିରି ପାଇବା ଓ ଚାକିରି ହରାଇବା ଏହା ପ୍ରାୟ ଘରୋଇ ନିଯୁକ୍ତି କ୍ଷେତ୍ରରେ ସାଧାରଣ କଥା। ଚାକିରି ପାଇବା ଯେତିକି ଖୁସି ଆଣିଥାଏ, ଚାକିରି ହରେଇବା ତା’ ଠାରୁ ଅଧିକ ଦୁଃଖ ଦେଇଥାଏ। ଚାକିରି ହରାଇଥିବା ବ୍ୟକ୍ତିଙ୍କୁ ଘରେ…
ଖବର ରାଜ୍ୟରେ ଡେଙ୍ଗୁ ଆତଙ୍କ :ଲୋକ ଭୟଭୀତ, ଦିନକୁ ଦିନ ବଢିଚାଲିଛି ଆକ୍ରାନ୍ତଙ୍କ ସଂଖ୍ୟା Sushreejyoti Routray Sep 17, 2024 ଭୁବନେଶ୍ୱର : ରାଜ୍ୟରେ ବଢି ଚାଲିଛି ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା । ଯାହା ଚିନ୍ତାର କାରଣ ପାଲଟିଛି । କାମାକ୍ଷାନଗର ବ୍ଲକ କାଦୂଆ ପଞ୍ଚାୟତ ସମାଟାଙ୍ଗି ଗାଁରେ ଡେଙ୍ଗୁ ଆତଙ୍କ ଯୋଗୁ ଗ୍ରାମବାସୀ ଭୟଭୀତ ଅବସ୍ଥାରେ…
Breaking News ଫିଲ୍ମ ଷ୍ଟାଇଲରେ ଦୁଇଟି ବସ୍ ମଧ୍ୟରେ ବାଇକ୍ ନେଉଥିଲେ ଯୁବକ, ପରେ ଯାହା ଘଟିଲା… Video ଦେଖି ଲୋକ କହିଲେ- ‘ମୂର୍ଖତାର ସୀମା ନାହିଁ’ Sushreejyoti Routray Sep 17, 2024 ନୂଆଦିଲ୍ଲୀ: ପ୍ରାୟତଃ ଲୋକମାନେ ତରବରିଆରେ ଭୁଲ୍ କରନ୍ତି, ଯେଉଁଥିପାଇଁ ସେମାନଙ୍କୁ କ୍ଷତି ସହିବାକୁ ପଡେ । ବର୍ତ୍ତମାନ ଏକ ସମାନ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ଜଣେ ବ୍ୟକ୍ତି ଶୀଘ୍ର…
Featured ୮୫% ଭାରତୀୟ ଯୁବପିଢ଼ି ସକାଳେ ଉଠିବା ମାତ୍ରେ ଥକ୍କା ଅନୁଭବ କରନ୍ତି, ଜାଣନ୍ତୁ ଏହାର କାରଣ ଏବଂ ଏଥିପାଇଁ କ’ଣ କରିବା ଉଚିତ୍? Sushreejyoti Routray Sep 17, 2024 ଯଦି ଆପଣ ଦିନେ ଅତ୍ୟଧିକ ପରିଶ୍ରମ କରିଛନ୍ତି କିମ୍ବା କୌଣସି କାରଣରୁ ରାତିରେ ଶୋଇ ନାହାଁନ୍ତି, ତେବେ ସକାଳେ ଉଠିବା ପରେ ଥକ୍କା ଅନୁଭବ କରିବା ସ୍ୱାଭାବିକ, କିନ୍ତୁ ଯଦି ଏହି ଥକ୍କା ନିୟମିତ, ତେବେ ଏହାକୁ ଗୁରୁତର ସହ…
Breaking News ୧୮ରେ ଏନପିଏସ ବାତ୍ସଲ୍ୟ ଯୋଜନାର ଶୁଭାରମ୍ଭ କରିବେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ, ଜାଣନ୍ତୁ ଏହାର ଫାଇଦା Sushreejyoti Routray Sep 17, 2024 ନୂଆଦିଲ୍ଲୀ :କେନ୍ଦ୍ର ବଜେଟ ୨୦୨୪-୨୫ରେ ଘୋଷଣା ଅନୁଯାୟୀ କେନ୍ଦ୍ର ଅର୍ଥ ଓ କର୍ପୋରେଟ୍ ବ୍ୟାପାର ମନ୍ତ୍ରୀ ଶ୍ରୀମତୀ ନିର୍ମଳା ସୀତାରମଣ ୧୮ ସେପ୍ଟେମ୍ବର ୨୦୨୪ରେ ନୂଆଦିଲ୍ଲୀରେ ଏନପିଏସ ବାତ୍ସଲ୍ୟ ଯୋଜନାର ଶୁଭାରମ୍ଭ…
Breaking News ଜନତା ମଇଦାନରେ ‘ସୁଭଦ୍ରା’ ଯୋଜନାର ଶୁଭାରମ୍ଭ କରିବେ ମୋଦୀ, ଜାଣନ୍ତୁ କାର୍ଯ୍ୟସୂଚୀ Sushreejyoti Routray Sep 17, 2024 ଭୁବନେଶ୍ୱର : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଜନତା ମଇଦାନରେ ‘ସୁଭଦ୍ରା’ ଯୋଜନାର ଶୁଭାରମ୍ଭ କରିବେ। ପୂର୍ବାହ୍ନ ୧୦ଟା ୫୦ରେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବା ପରେ ସେଠାରୁ ସିଧା ଗାଡ଼କଣ ବସ୍ତି ଯିବେ।…
Breaking News ନୂଆ ରେକର୍ଡ : SCBରେ ରକ୍ତକର୍କଟ ରୋଗୀଙ୍କର ସଫଳ ଚିକିତ୍ସା, ୮୭ ପ୍ରତିଶତ ରୋଗୀ ସୁସ୍ଥ Sushreejyoti Routray Sep 16, 2024 କଟକ : କଟକ ଶ୍ରୀରାମଚନ୍ଦ୍ରଭଞ୍ଜ ମେଡ଼ିକାଲ କଲେଜ ଓ ହସ୍ପିଟାଲ ୧୬୦ଜଣ ରକ୍ତକର୍କଟ ରୋଗୀଙ୍କ କ୍ଷେତ୍ରରେ ଅସ୍ଥିମଜା ପ୍ରତିରୋପଣ କରି ନୂଆ ରେକର୍ଡ ସୃଷ୍ଟି କରିଛି । ହେମାଟୋଲୋଜି ବିଭାଗର ପ୍ରଫେସର ରବୀନ୍ଦ୍ର କୁମାର ଜେନା…