ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ଯୋଗୁଁ ଆଗୁଆ ଆସିପାରେ ମୌସୁମୀ! ମେ’ ୨୨ ପରେ ଛୁଇଁବ ଆଣ୍ଡାମାନ
ଭୁବନେଶ୍ୱର: ତାତିରୁ ମିଳିବ ମୁକ୍ତି । ଏଥର ଆଗୁଆ ଆସିବାକୁ ଯାଉଛି ମୌସୁମୀ । ସୂଚନା ମୁତାବକ, ଆସନ୍ତା ୨୧ ତାରିଖ ବେଳକୁ ପୋର୍ଟବ୍ଲେୟାର ନିକଟ ଦକ୍ଷିଣ ଓ ସଂଲଗ୍ନ କେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି…