fbpx

ଆସନ୍ତା ମାସ ୩ରେ ଓ.ଜେ.ଏସ୍‍. ମୁଖ୍ୟ ପରୀକ୍ଷା: OPSC ପକ୍ଷରୁ ବିଜ୍ଞପ୍ତି ପ୍ରକାଶ

ଭୁବନେଶ୍ୱର: ଓଡ଼ିଶା ବିଚାର ବିଭାଗ ସେବା - ଓ.ଜେ.ଏସ୍‍.ର ମୁଖ୍ୟ ଳିଖିତ ପରୀକ୍ଷା ଆସନ୍ତା ମାସ ୩ ତାରିଖରେ ଅନୁଷ୍ଠିତ ହେବ । ଏନେଇ ଓଡ଼ିଶା ଲୋକସେବା ଆୟୋଗ - ଓ.ପି.ଏସ୍‍.ସି.ଙ୍କ ପକ୍ଷରୁ ପରୀକ୍ଷା ସୂଚୀ ଓ ପରୀକ୍ଷା…

କାହିଁକି ଶୁଭ କାର୍ଯ୍ୟରେ ଲିଫାପାରେ ଥାଏ ୧ ଟଙ୍କିଆ କଏନ୍ ? ଜାଣନ୍ତୁ

ଜ୍ୟୋତିଷ ଶାସ୍ତ୍ର ଅନୁସାରେ କୌଣସି ବି ଶୁଭ ଏବଂ ମାଙ୍ଗଳିକ କାର୍ଯ୍ୟରେ କିଛି ପଇସା ଦିଆଯାଏ । ବିବାହ, ବ୍ରତଘର, ଗୃହ ପ୍ରବେଶ ଆଦିରେ ଏକ ଟଙ୍କା କଏନ୍ ଶୁଭ ରୂପେ ଲିଫାପାରେ ଦିଆଯାଏ । ସେଥିରେ ନିଜ ଅନୁସାରେ ୫୦୧, ୧୧୦୧…

ମଣିଷର କ୍ୟାନସର ସେଲ ବୃଦ୍ଧିକୁ ରୋକିଥାଏ ଭେଣ୍ଡି

ଭେଣ୍ଡିରେ ଭିଟାମିନ୍-ଏ, ବିଟା କାରୋଟିନ୍, ଓ ଆଣ୍ଟି ଅକ୍ସିଡାଣ୍ଟ ଭରପୁର ମାତ୍ରାରେ ରହିଥାଏ । ଏସବୁ ଉପାଦାନ ଆମର ଆଖିକୁ ସୁସ୍ଥ ରଖିବାରେ ସହାୟକ ହୋଇଥାଏ । ଶରୀରରେ ହାଇକୋଲେଷ୍ଟ୍ରଲ ମାତ୍ରା ବୃଦ୍ଧି ହେଲେ, ତାହା…

ପ୍ରାଥମିକ ଶିକ୍ଷକମାନଙ୍କୁ ସ୍ଥାୟୀ ନିଯୁକ୍ତି ଦେବାକୁ ଏଆଇଡିଏସ୍ଓର ଦାବି

କଟକ(: ନ୍ୟାସନାଲ କାଉନସିଲ ଫର୍ ଟିଚର୍ସ ଏଜୁକେସନ(ଏନସିଟିଇ) ଓସୁପ୍ରିମକୋର୍ଟଙ୍କ ଚଳିତମାସ ୧୧ ତାରିଖ ରାୟ ଆଧାରରେ ରାଜ୍ୟ ସରକାର ପ୍ରାଥମିକ ବିଦ୍ୟାଳୟଗୁଡିକରେ କନିଷ୍ଠ ଶିକ୍ଷକ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ କରିଛନ୍ତି…

ଭଗବାନଙ୍କୁ ମଧ୍ୟ ମିଳିଲା ଧୋକା? ୧୦୦ କୋଟିର ଚେକ୍ ଦେଲେ, କିନ୍ତୁ ବ୍ୟାଙ୍କ ଆକାଉଣ୍ଟରେ ଥିଲା ମାତ୍ର ୨୨ ଟଙ୍କା

ନୂଆଦିଲ୍ଲୀ: ଦକ୍ଷିଣ ଭାରତର ମନ୍ଦିରଗୁଡିକକୁ ବହୁତ ଦାନ ମିଳିଥାଏ । ତେବେ କେତେକ ଭକ୍ତ ପ୍ରଭୁଙ୍କୁ ମଧ୍ୟ ଧୋକା ଦେଇଥିବା ଘଟଣା ସାମ୍ନାକୁ ଆସିଛି । ଜଣେ ଭକ୍ତ ମନ୍ଦିରର ଦାନ ବାକ୍ସରେ ୧୦୦ କୋଟିର ଚେକ୍ ରଖିଥିଲେ ।…

ଡୋନାଲ୍ଡ ଟ୍ରମ୍ପଙ୍କୁ ସୋସିଆଲ ମିଡିଆ ଚଳାଇବା ଉପରେ ରୋକ୍ ଲଗାଇଲେ ବିଚାରପତି

ନୂଆଦିଲ୍ଲୀ: ୨୦୨୦ ମସିହାରେ ଜର୍ଜିଆର ନିର୍ବାଚନକୁ ପ୍ରଭାବିତ କରିବା ମାମଲାରେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଗୁରୁବାର ଆତ୍ମସମର୍ପଣ କରିଛନ୍ତି । ଅବଶ୍ୟ ଖବର ମିଳିଛି କି, ୨ ଲକ୍ଷ ଆମେରିକୀୟ…

ବ୍ରିକ୍ସ ଶିଖର ସମ୍ମିଳନୀରୁ ଫେରିବା ମାତ୍ରେ ISROକୁ ଆସୁଛନ୍ତି ପିଏମ ମୋଦୀ , ବୈଜ୍ଞାନିକମାନଙ୍କ ସହ ଚନ୍ଦ୍ରଯାନ -୩ ର ସଫଳତାକୁ ନେଇ ପାଳିବେ…

ବେଙ୍ଗାଲୁରୁ: ବିକ୍ରମ ଲାଣ୍ଡର ଏବଂ ରୋଭର ପ୍ରଜ୍ଞାନ ଚନ୍ଦ୍ର ପୃଷ୍ଠରେ ସମ୍ପୂର୍ଣ୍ଣ ଆକ୍ଟିଭ୍ ହୋଇସାରିଛି । ଅବତରଣ କରିବା ପୂର୍ବରୁ ବିକ୍ରମ ଲାଣ୍ଡର ଏକ ଭିଡିଓ ପଠାଇଛି, ଯେଉଁଥିରେ ଚନ୍ଦ୍ରର ପୃଷ୍ଠ ଅତି ନିକଟରୁ…

ଡାଲଚିନି ଖାଇବା ଦ୍ୱାରା କମିଥାଏ ପେଟର ଚର୍ବି

ଓଜନ କମାଇବାର ପ୍ରଥମ ପର୍ଯ୍ୟାୟ ହେଉଛି ଖାଦ୍ୟ-ପାନୀୟ ପ୍ରତି ଧ୍ୟାନ ଦେବା । ଯଦି ଡାଏଟ୍ ବାଲାନ୍ସରେ ରୁହେ, ତେବେ ଶରୀର ସୁସ୍ଥ ରହିଥାଏ ଏବଂ ଓଜନ କମିବା ମଧ୍ୟ ଆରମ୍ଭ ହୁଏ । ଅନେକ ରୋଷେଇ ସାମଗ୍ରୀ ଓଜନ ହ୍ରାସ କରିବାରେ…

ଚମତ୍କାର ! ମହାକାଳ ସହରରେ ରହିଛି ରାମେଶ୍ୱରମ୍, ମନ୍ତ୍ର ଜପ କରିବା ଦ୍ୱାରା ୩୬୦ ଡିଗ୍ରୀ ଘୂରି ଯାଉଛି ଶିବଲିଙ୍ଗ

ଉଜ୍ଜୈନ: ଆପଣ ରାମେଶ୍ୱରମ୍ ନିଶ୍ଚୟ ଯାଇଥିବେ । ଯଦି ଆପଣ ଯାଇ ନାହାଁନ୍ତି, ଏହା ବିଷୟରେ ନିଶ୍ଚୟ ଶୁଣିଥିବେ । ହିନ୍ଦୁ ଧର୍ମର ଚତୁର୍ଥ ଧାମ । ଦକ୍ଷିଣ ତାମିଲନାଡୁରେ ଅବସ୍ଥିତ ପ୍ରସିଦ୍ଧ ଦେବସ୍ଥାନ । ମହାକାଳ ସହର…

ମୋଦୀ ସରକାରଙ୍କ ସବୁଠାରୁ ବଡ ବିଫଳତା ଏବଂ ସଫଳତା କ’ଣ? ଉତ୍ତର ଦେଲେ ଜନତା

ନୂଆଦିଲ୍ଲୀ: ଆସନ୍ତା ବର୍ଷ ୨୦୨୪ ରେ ଲୋକସଭା ନିର୍ବାଚନ ହେବାକୁ ଯାଉଛି । ବିଜୟର ହ୍ୟାଟ୍ରିକ୍ ସ୍କୋର କରିବାକୁ ଚେଷ୍ଟା କରୁଥିବା ଭାରତୀୟ ଜନତା ପାର୍ଟି ଏବେଠୁ ଆକ୍ଟିଭ୍ ମୋଡରେ ଅଛି । ସମସ୍ତ ଯୋଜନା କାର୍ଯ୍ୟକାରୀ…