fbpx

ହ୍ରାସ ପାଇଲା ଅଶୋଧିତ ତୈଳ ମୂଲ୍ୟ: ନୋଏଡା ଠାରୁ ପାଟନା ପର୍ଯ୍ୟନ୍ତ ଶସ୍ତା ହେଲା ପେଟ୍ରୋଲ ଏବଂ ଡିଜେଲ

ନୂଆଦିଲ୍ଲୀ: ଦେଶରେ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ପ୍ରତିଦିନ ତୈଳ କମ୍ପାନୀ ଦ୍ୱାରା ଜାରି କରାଯାଇଥାଏ । ସକାଳ ୬ ଟାରେ ପ୍ରକାଶିତ ପେଟ୍ରୋଲ ଏବଂ ଡିଜେଲର ନୂଆ ହାର ଅନୁଯାୟୀ କେତେକ ସହରରେ ଇନ୍ଧନ ମୂଲ୍ୟରେ ପରିବର୍ତ୍ତନ…

ସକାଳୁ ସକାଳୁ ଆସିକାରେ ମର୍ମନ୍ତୁଦ ଦୁର୍ଘଟଣା: କାର୍ ମାଡ଼ିଯିବାରୁ ଚାଲିଗଲା ୨ କାଉଡ଼ିଆଙ୍କ ଜୀବନ

ଆସିକା: ଶ୍ରାବଣ ମାସ ସୋମବାରରେ ଆଜି ଶିବଙ୍କ ଉପରେ ପାଣି ଢ଼ାଳିବାକୁ ଯାଉଥିବା ବେଳେ ଦୁର୍ଘଟଣାର ଶିକାର ହୋଇଛନ୍ତି ଶ୍ରଦ୍ଧାଳୁ କାଉଡ଼ିଆ । ଆସିକାରୁ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟଣା ସାମ୍ନାକୁ ଆସିଛି । କାର୍…

ଜୀବନ ବୀମା ପଲିସିରୁ ପ୍ରାପ୍ତ ରାଶି ଉପରେ ଲାଗିବ ଟ୍ୟାକ୍ସ: କିନ୍ତୁ ଏହି ଲିମିଟ୍ ସହିତ ମିଳିବ ରିଲିଫ୍, ଜାଣନ୍ତୁ ନୂଆ ନିୟମ

ନୂଆଦିଲ୍ଲୀ: ଯଦି ଆପଣଙ୍କର ଜୀବନ ବୀମା ପଲିସି ଅଛି, ତେବେ ଏହି ଖବର ଆପଣଙ୍କ ପାଇଁ ଉପଯୋଗୀ, କାରଣ ଯଦି ଜୀବନ ବୀମା ପଲିସିର ବାର୍ଷିକ ପ୍ରିମିୟମ୍ ୫ ଲକ୍ଷରୁ ଅଧିକ, ତେବେ ଏଥିରୁ ପ୍ରାପ୍ତ ରିଟର୍ଣ୍ଣ ଉପରେ ଟ୍ୟାକ୍ସ…

ଆସନ୍ତା ବୁଧବାରଠାରୁ ଅମରନାଥ ଯାତ୍ରା ସାମୟିକ ଭାବେ ବନ୍ଦ: ମନ୍ଦିର ବୋର୍ଡର ସୂଚନା

ନୂଆଦିଲ୍ଲୀ: ପବିତ୍ର ଅମରନାଥ ଯାତ୍ରା ଆସନ୍ତା ୨୩ ତାରିଖରୁ ସାମୟିକ ଭାବେ ବନ୍ଦ ରହିବ । ଯାତ୍ରାପଥରେ କେତେକ ସ୍ଥାନରେ ମରାମତି କରିବା ଲାଗି ଏହି ବୋର୍ଡ ନିଆଯାଇଛି । ବର୍ତ୍ତମାନ ଯାତ୍ରୀଙ୍କ ସଂଖ୍ୟା ହ୍ରାସ ପାଇଥିବାରୁ…

ପିଆଜ ଉତ୍ପାଦନ ହ୍ରାସ ଏବଂ ମୂଲ୍ୟବୃଦ୍ଧିକୁ ଦୃଷ୍ଟିରେ ରଖି ମହଜୁଦ ପରିମାଣ ବୃଦ୍ଧି କଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ: ଦେଶରେ ପିଆଜ ଉତ୍ପାଦନ ହ୍ରାସ ଏବଂ ଖୁଚୁରା ବଜାରେ ପିଆଜର ମୂଲ୍ୟ ବୃଦ୍ଧିକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ପିଆଜ ମହଜୁଦ୍‍ ପରିମାଣ ୩ ଲକ୍ଷ ଟନ୍‍ରୁ ୫ ଲକ୍ଷ ଟନ୍‍କୁ ବୃଦ୍ଧି କରିଛନ୍ତି । କେନ୍ଦ୍ର…

ହାଇ ବ୍ଲଡ଼ ପ୍ରେସର ଥିଲେ ସେବନ କରନ୍ତୁ ମେଥି: ମୋଟାପଣ ବି କମିଯିବ

ଆଜିର ସମୟରେ ଅନିୟମିତ ଦିନଚର୍ଯ୍ୟା ବିଭିନ୍ନ ପ୍ରକାର ରୋଗର କାରଣ ପାଲଟୁଛି। ସେଥିରୁ ଗୋଟିଏ ହେଲା ଉଚ୍ଚ ରକ୍ତଚାପ। ସାଧାରଣତଃ ମୋଟାପଣ ଏବଂ ଜୀବନଶୈଳୀରେ ପରିବର୍ତ୍ତନ ଯୋଗୁ ଏଭଳି ସ୍ବାସ୍ଥ୍ୟ ସମସ୍ୟା ଦେଖାଦେଇଥାଏ।…

ଏହି ରାଶିରେ ଜନ୍ମିତ ଯୁବତୀମାନଙ୍କ ଉପରେ ରହିଥାଏ ମା’ ଲକ୍ଷ୍ମୀଙ୍କ କୃପା, ହୋଇନଥାଏ ଧନର ଅଭାବ

କୁହାଯାଏ ସମସ୍ତେ ନିଜ ନିଜର ଭାଗ୍ୟ ନେଇ ଜନ୍ମ ହୋଇଥାନ୍ତି। କାହାକୁ କମ୍‌ ପରିଶ୍ରମରେ ବହୁତ ଧନସମ୍ପତ୍ତି ମିଳୁଥିବା ବେଳେ କାହାକୁ ଏଥିପାଇଁ ଅଧିକ ପରିଶ୍ରମ କରିବାକୁ ପଡ଼ିଥାଏ। ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ କିଛି ଏଭଳି…

କଂଗ୍ରେସ କାର୍ଯ୍ୟକାରୀ କମିଟିର ଘୋଷଣା କଲେ ଖଡ଼ଗେ: ସାମିଲ ହେଲେ ଏହିସବୁ ନେତା, ଦେଖନ୍ତୁ ଲିଷ୍ଟ

ନୂଆଦିଲ୍ଲୀ: କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ ରବିବାର ଦିନ ନିଜର ନୂଆ ଟିମର ଲିଷ୍ଟ ଜାରି କରିଛନ୍ତି । ଚଳିତ ବର୍ଷ ହେବାକୁ ଥିବା ବିଧାନସଭା ନିର୍ବାଚନ ଏବଂ ଆସନ୍ତା ବର୍ଷ ୨୦୨୪ରେ ହେବାକୁ ଥିବା ଲୋକସଭା…

ଦେଶର ପ୍ରତ୍ୟେକ ଜିଲ୍ଲାରେ ଅତି କମରେ ୭୫ଟି ଅମୃତ ସରୋବର ନିର୍ମାଣ ହେବ: କେନ୍ଦ୍ର ଗ୍ରାମୀଣ ବିକାଶ ମନ୍ତ୍ରଣାଳୟ

ନୂଆଦିଲ୍ଲୀ: ରାଜ୍ୟରେ ଯେଉଁଠି ଜଳ ସଙ୍କଟ ଦେଖାଯା‌ଉଛି, ଲୋକ ପାନୀୟ ଜଳ ପାଇବାରେ ସମସ୍ୟା ହେଉଛି ସେଠାରେ ଅଗ୍ରାଧିକାର ଭିତ୍ତିରେ ପୋଖରୀ ଖୋଳାଯିବ। ପ୍ରତି ଜିଲ୍ଲାରେ ଏହିଭଳି ୭୫ଟି ଲେଖାଏଁ ପୋଖରୀ ଖୋଳାଯିବ।…

୨୦୦୦ ମସିହାରୁ ଲଗାତାର ବଢ଼ୁଛି ଭାରତୀୟଙ୍କ ସମ୍ପତ୍ତି, କ’ଣ ସମସ୍ତେ ଧନୀ ହେବାକୁ ଯାଉଛନ୍ତି ? ଦେଖନ୍ତୁ କ’ଣ କହୁଛି ରିପୋର୍ଟ

ନୂଆଦିଲ୍ଲୀ: ୟୁନିଅନ୍ ବ୍ୟାଙ୍କ ଅଫ୍ ସ୍ୱିଜରଲ୍ୟାଣ୍ଡ (ୟୁବିଏସ୍) ରୁ ଏକ ରିପୋର୍ଟ ଆସିଛି ଯାହା 'Global Wealth Report 2023' ନାମରେ ଜାରି ହୋଇଛି । କୁହାଯାଇଛି ଯେ, ଭାରତର ଲୋକମାନେ ଅତି ଶୀଘ୍ର ଧନୀ ହେବାକୁ…