ବଳାତ୍କାର ମାମଲାରେ ଡିଏନଏ ପରୀକ୍ଷା ଚରମ ପ୍ରମାଣ ନୁହେଁ, କୋର୍ଟ ଦୁଇ ଜଣଙ୍କୁ ୨୦-୨୦ ବର୍ଷ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି

ନୂଆଦିଲ୍ଲୀ: ମୁମ୍ବାଇର ଏକ କୋର୍ଟ କହିଛନ୍ତିି ଯେ, ବଳାତ୍କାର ମାମଲାରେ ଡିଏନଏ ପରୀକ୍ଷା ଚରମ ପ୍ରମାଣ ବୋଲି କୁହାଯାଇପାରିବ ନାହିଁ ଏବଂ ଏହାକୁ କେବଳ ପ୍ରମାଣକାରୀ ପ୍ରମାଣ ଭାବରେ ବ୍ୟବହାର କରାଯାଇପାରିବ । ୧୬ ବର୍ଷର…

ଘରର କେଉଁ ଦିଗରେ ଦର୍ପଣ ରଖିଲେ ମିଳିବ ଶୁଭଫଳ ? ଜାଣନ୍ତୁ

ବାସ୍ତୁଶାସ୍ତ୍ର ଅନୁଯାୟୀ, ଗୃହରେ ଶାନ୍ତି ବଜାୟ ରଖିବା ପାଇଁ ଦର୍ପଣର ଅନେକ ମହତ୍ତ୍ୱପୂର୍ଣ୍ଣ ଭୂମିକା ରହିଛି। ତେବେ ଘରର କେଉଁ ସ୍ଥାନରେ ଦର୍ପଣ ରଖିଲେ କି ପ୍ରକାରର ଶୁଭଫଳ ମିଳିଥାଏ ଆସନ୍ତୁ ଜାଣିବା ସେ ସମ୍ପର୍କରେ……

ଲଘୁଚାପ ପ୍ରଭାବରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ପ୍ରବଳ ବର୍ଷାର ସମ୍ଭାବନା : ଏହିସବୁ ଜିଲ୍ଲାକୁ ଅରେଞ୍ଜ୍ ଓ ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ୱର: ଉତ୍ତର ଓଡିଶା ପାର୍ଶ୍ୱବର୍ତ୍ତୀ ଦକ୍ଷିଣ ଗାଙ୍ଗୀୟ ପଶ୍ଚିମବଙ୍ଗ ଉପତ୍ୟାକା ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି । ସକ୍ରିୟ ଲଘୁଚାପ ପ୍ରଭାବରେ ରାଜ୍ୟରେ ଆଗାମୀ ୪ ରୁ ୫ ଦିନ ମଧ୍ୟରେ ବର୍ଷା ହେବାର…

ହାଲୁକାରେ ନିଅନ୍ତୁ ନାହିଁ ଶିଶୁର କାନ୍ଦ : ଅଧିକ କାନ୍ଦିଲେ ହୋଇପାରେ ଆରିଥ୍‌ମିଆ

ଯଦି ଆପଣଙ୍କ ଶିଶୁ ଘଣ୍ଟା ଘଣ୍ଟା ଧରି ଲଗାତର କାନ୍ଦୁଛି, ତେବେ ଏହାକୁ ଅଣଦେଖା କରାଯିବା ଉଚିତ୍‌ ନୁହେଁ। ପିଲା କାନ୍ଦିଲେ ଅଧିକାଂଶ ଏହା ପେଟ କାଟୁଥିବା କିମ୍ବା କାନ ଟାଣୁଥିବା ବୋଲି ଭାବନ୍ତି। କିନ୍ତୁ ଏହା ବିପଦଜନକ…

ଗ୍ଲୋବାଲ୍ ୱାର୍ମିଂ ଯୋଗୁଁ ସୃଷ୍ଟି ହେବ ଆଉ ଏକ ବଡ଼ ସମସ୍ୟା, ଦୁନିଆରେ ବୃଦ୍ଧି ପାଇବ ମଶା ସଂଖ୍ୟା – ରିସର୍ଚ୍ଚ

ବିଶ୍ୱ ତାପମାତ୍ରା ବା ଗ୍ଲୋବାଲ୍ ୱାର୍ମିଂ ଯୋଗୁଁ ଜଳବାୟୁ ପରିବର୍ତ୍ତନ, ତାପମାତ୍ରା ବୃଦ୍ଧି, କୃଷି ଉପରେ ଖରାପ ପ୍ରଭାବ, ମୃତ୍ୟୁ ହାର ବୃଦ୍ଧି, ପ୍ରାକୃତିକ ବାସସ୍ଥାନ ନଷ୍ଟ ଭଳି କ୍ଷତିକାରକ ପାର୍ଶ୍ୱ ପ୍ରତିକ୍ରିୟା…

ବିଶ୍ୱର ମହଙ୍ଗା ବ୍ଲଡ୍‌ ଗ୍ରୁପ୍‌, ଦୁନିଆରେ ମାତ୍ର ୪୩ ଜଣଙ୍କଠାରେ ଦେଖିବାକୁ ମିଳିଥାଏ

ନୂଆଦିଲ୍ଲୀ : ସାଧାରଣତଃ A , B, AB, 0+ ଏବଂ ନେଗେଟିଭ୍‌ ପରି ମଣିଷମାନଙ୍କଠାରେ ଅନେକ ବ୍ଲଡ୍‌ ଗ୍ରୁପ୍‌ ମିଳିଥାଏ। କିନ୍ତୁ ଗୋଟିଏ ବ୍ଲଡ୍‌ ଗ୍ରୁପ୍‌ ଅଛି, ଯାହା ବିଷୟରେ କେହି ଜାଣନ୍ତି ନାହିଁ। ଏହା ବହୁତ କମ୍‌…

Govt Jobs 2023 : ଡିଆରଡିଓରେ ରିସର୍ଚ୍ଚ ଆସୋସିଏଟ୍ ଏବଂ ଜେଆରଏଫ ପାଇଁ ବାହାରିଲା ନିଯୁକ୍ତି, ୫୪୦୦୦ ପର୍ଯ୍ୟନ୍ତ ମିଳିବ ଷ୍ଟାଇପେଣ୍ଡ୍

ନୂଆଦିଲ୍ଲୀ: ପ୍ରତିରକ୍ଷା ଅନୁସନ୍ଧାନ ଏବଂ ବିକାଶ ସଂଗଠନ (ଡିଆରଡିଓ) ରିସର୍ଚ୍ଚ ଆସୋସିଏଟ୍ ଏବଂ ଜୁନିଅର ରିସର୍ଚ୍ଚ ଫେଲୋ ପଦବୀ ପାଇଁ ବାହାରିଛି ନିଯୁକ୍ତି । ରିସର୍ଚ୍ଚ ଆସୋସିଏଟ୍ ଏବଂ ଜେଆରଏଫ୍ ନିଯୁକ୍ତି ତେଜପୁରର…

ଆପଣ ୟୁଟ୍ୟୁବରୁ ଘରେ ବସି ଲକ୍ଷ ଲକ୍ଷ କରିପାରିବେ ରୋଜଗାର, ଜାଣନ୍ତୁ କିପରି ପାଇବେ ଟଙ୍କା

ନୂଆଦିଲ୍ଲୀ: ଆଜି ୟୁଟ୍ୟୁବ୍ କେବଳ ମନୋରଞ୍ଜନର ମାଧ୍ୟମ ନୁହେଁ, ବରଂ ଏହା ରୋଜଗାରର ଏକ ଉତ୍ତମ ଉତ୍ସ ହୋଇପାରିଛି । ଯଦି ଆପଣ ୟୁଟ୍ୟୁବକୁ ସଠିକ୍ ଭାବରେ ବ୍ୟବହାର କରନ୍ତି, ତେବେ ଆପଣ ଘରେ ବସି ଲକ୍ଷ ଲକ୍ଷ କୋଟି ଟଙ୍କା…

ଛୁଆକୁ ଜନ୍ମ ଦେବାରେ ଅକ୍ଷମତା ଛାଡପତ୍ରର ଆଧାର ନୁହେଁ : ହାଇକୋର୍ଟ

ନୂଆଦିଲ୍ଲୀ : ଏକ ମାମଲାର ଶୁଣାଣି ସମୟରେ ପାଟନା ହାଇକୋର୍ଟ ମତ ଦେଇଛନ୍ତି ଯେ, ବାହାଘର ପରେ ଯଦି ଜଣେ ମହିଳା ସନ୍ତାନ ପ୍ରସବ କରିବାରେ ଅସମର୍ଥ, ତେବେ ଏହା ଛାଡପତ୍ରର ଆଧାର କିମ୍ବା କାରଣ ହୋଇପାରିବ ନାହିଁ; ଏହାକୁ…

ବିବାହ ପରେ ପତି-ପତ୍ନୀଙ୍କ ମଧ୍ୟରେ ହେଉଛି କି କଳହ ? ସୁଖି ଦାମ୍ପତ୍ୟ ପାଇଁ ଆପଣାନ୍ତୁ ଏହି ଟିପ୍ସ 

ବିବାହ ପରେ ଅନେକ ସମୟରେ ଦେଖାଯାଏ, ପତ୍ନୀପତିଙ୍କ ଭିତରେ ଛୋଟ ଛୋଟ କଥାକୁ ନେଇ କଥା କଟାକଟି ହୋଇଥାଏ। ଏପରିକି ସମ୍ପର୍କରେ ଧୀରେ ଧୀରେ ତିକ୍ତତା ବୃଦ୍ଧି ପାଇ ଦାମ୍ପତ୍ୟ ଜୀବନରେ ଦୁଃଖ ଭରିଯାଏ। ଆଉ ଏସବୁ ପଛରେ ବି…