ନୂଆବର୍ଷରୁ ୪୫୦ ଟଙ୍କାରେ ଏଲପିଜି ସିଲିଣ୍ଡର, ଉପକୃତ ହେବେ ୭୦ ଲକ୍ଷ ପରିବାର: ଘୋଷଣା କଲେ ଏହି ସରକାର

ଜୟପୁର : ରାଜସ୍ଥାନର ଉଜ୍ଜ୍ୱଳା ଯୋଜନାର ହିତାଧିକାରୀମାନେ ୪୫୦ ଟଙ୍କା ପାଇଁ ଏଲପିଜି ସିଲିଣ୍ଡର ପାଇବେ । ପରିବାରର ମହିଳା ମୁଖ୍ୟମାନେ ୧ ଜାନୁଆରୀ ୨୦୨୪ ରୁ ଏହି ସୁବିଧା ପାଇବେ । ସବସିଡି ସିଧାସଳଖ ହିତାଧିକାରୀ…

ଚେନ୍ନାଇର ଇଣ୍ଡିଆନ୍ ଅଏଲ୍ ପ୍ଲାଣ୍ଟରେ ବିସ୍ଫୋରଣ: ଦୁର୍ଘଟଣାରେ ଜଣେ କର୍ମଚାରୀ ମୃତ, ଜଣେ ଆହତ

ଚେନ୍ନାଇ : ତାମିଲନାଡୁରେ ଚେନ୍ନାଇର ଚେନ୍ନାଇର ଇଣ୍ଡିଆନ୍ ଅଏଲ୍ କର୍ପୋରେସନ୍ (ଆଇଓସିଏଲ୍) ପ୍ଲାଣ୍ଟରେ ହୋଇଥିବା ବିସ୍ଫୋରଣରେ ଜଣେ କର୍ମଚାରୀଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି ।…

ପୁଅଙ୍କ ଡାହାଣ ପାର୍ଶ୍ୱରେ ଓ ଝିଅଙ୍କ ସାର୍ଟର ବାମ ପାର୍ଶ୍ୱରେ କାହିଁକି ଥାଏ ବଟନ୍ ? ଜାଣନ୍ତୁ

ପୁଅ ହୁଅନ୍ତୁ ବା ଝିଅ, ଆଜିକାଲି ସମସ୍ତେ ଏକପ୍ରକାରର ପୋଷାକ ପିନ୍ଧିବା ଆରମ୍ଭ କରିଛନ୍ତି । ସେ ତେଣିକି ଜିନ୍ସ, ଟି-ସାର୍ଟ ବା ଅନ୍ୟ କିଛି ହେଉ, ପୁଅ-ଝିଅଙ୍କ ଫ୍ୟାଶସରେ ଅଧିକ ପାର୍ଥକ୍ୟ ନାହିଁ । ସେହିପରି…

ନ୍ୟୁଜିଲ୍ୟାଣ୍ଡର ଅକଲ୍ୟାଣ୍ଡ୍‌ରେ ଭାରତର ବାଣିଜ୍ୟିକ ଦୂତାବାସ ଖୋଲିବାକୁ କ୍ୟାବିନେଟ୍ ଅନୁମୋଦନ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ନ୍ୟୁଜିଲ୍ୟାଣ୍ଡ୍‌ର ଅକଲ୍ୟାଣ୍ଡ୍‌ରେ ଭାରତର ବାଣିଜ୍ୟିକ ଦୂତାବାସ ଖୋଲାଯିବା ପ୍ରସ୍ତାବକୁ ଅନୁମୋଦନ ମିଳିଛି ।…

ଅଯୋଧ୍ୟା ଜଙ୍କସନ ହେଲା ‘ଅଯୋଧ୍ୟା ଧାମ’, ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ଦାବି ପରେ ରେଲୱେ ବଦଳାଇଲା ନାମ

ନୂଆଦିଲ୍ଲୀ: ଅଯୋଧ୍ୟାରେ ଭଗବାନ ରାମଙ୍କ ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମ ପୂର୍ବରୁ ଅଯୋଧ୍ୟା ଜଙ୍କସନ ରେଳ ଷ୍ଟେସନର ନାମ ପରିବର୍ତ୍ତନ କରାଯାଇଛି । ବର୍ତ୍ତମାନ ଏହି ରେଳ ଷ୍ଟେସନକୁ ଅଯୋଧ୍ୟା ଧାମ କରାଯାଇଛି । ନିକଟରେ…

ରାଜ୍ୟରେ ଶୀତର ପ୍ରଭାବ ସାମାନ୍ୟ ହ୍ରାସ: ଘନକୁହୁଡ଼ି ଯୋଗୁଁ ଜନଜୀବନ ପ୍ରଭାବିତ, କାଲି ପାଇଁ ୧୭ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି

ଭୁବନେଶ୍ୱର: ରାଜ୍ୟରେ ଶୀତର ପ୍ରକୋପ କମ୍‍ ରହିଥିବାବେଳେ ଅଧିକାଂଶ ସ୍ଥାନରେ ଘନ କୁହୁଡ଼ି ଦୃଶ୍ୟମାନ ହେଉଛି । ଏହି ଭଳି ସ୍ଥିତି ଆଗକୁ ଦୁଇ/ତିନି ଦିନ ଧରି ଜାରି ରହିବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗ…

ଦୋହରୀକରଣ କାର୍ଯ୍ୟ ସକାଶେ ନୂଆବର୍ଷରୁ ସପ୍ତାହକ ପାଇଁ କୋରାପୁଟକୁ ରେଳ ଚଳାଚଳ ବାତିଲ

ଭୁବନେଶ୍ୱର: ନୂଆବର୍ଷରୁ ସପ୍ତାହକ ପାଇଁ କୋରାପୁଟକୁ ସମସ୍ତ ରେଳ ଚଳାଚଳ ବାତିଲ କରାଯାଇଛି । ପୂର୍ବତଟ ରେଳପଥ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, କୋରାପୁଟରୁ ବାଇଗୁଡ଼ା ରେଳ ଲାଇନର ଦୋହରୀକରଣ କାର୍ଯ୍ୟ ପାଇଁ ଜାନୁଆରୀ…

ବିକଶିତ ଭାରତ ସଂକଳ୍ପଯାତ୍ରାର ହିତାଧିକାରୀମାନଙ୍କ ସହ ଭିଡିଓ କନଫରେନ୍ସିଂ ଜରିଆରେ ଭାବବିନିମୟ କଲେ ମୋଦୀ

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କର ବିକଶିତ ଭାରତ ସଂକଳ୍ପ ଯାତ୍ରା କାର୍ଯ୍ୟକ୍ରମ ଅଧୀନରେ ବର୍ତ୍ତମାନ ଦେଶରେ ଲୋକମାନଙ୍କୁ ସରକାରଙ୍କର ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ସମ୍ପର୍କରେ ସଚେତନ କରିବା ଲାଗି କାର୍ଯ୍ୟକ୍ରମମାନ…

ପ୍ରଥମେ ମାସ୍କ ଓ ଏବେ ୭ ଦିନର ହୋମ୍ ଆଇସୋଲେସନ୍ ବାଧ୍ୟତାମୂଳକ: ଏହି ରାଜ୍ୟରେ କରୋନା ବଢ଼ାଇଲା ଟେନସନ୍

ନୂଆଦିଲ୍ଲୀ: କରୋନା ଭାଇରସ୍ ପୁଣି ଥରେ ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି । ଏହାର ମାମଲା ଲଗାତାର ଭାବେ ବୃଦ୍ଧି ପାଉଛି । କରୋନାର ନୂଆ ଭାରିଆଣ୍ଟ ଜେଏନ.୧ଲୋକଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି କରିଛି । ଦେଶର ଅନେକ…

କମିଶନରେଟ୍ ପୋଲିସ୍ ପକ୍ଷରୁ ସୋଆର କ୍ୟାମ୍ପସ୍- ୨ ନିକଟରେ କଳିଙ୍ଗନଗର ପୋଲିସ ଫାଣ୍ଡି ଉଦ୍‌ଘାଟିତ

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର କ୍ୟାମ୍ପସ୍- ୨ ନିକଟରେ ମଙ୍ଗଳବାର କମିଶନରେଟ୍ ପୋଲିସ୍ ପକ୍ଷରୁ କଳିଙ୍ଗ ନଗର ପୋଲିସ ଫାଣ୍ଡି ଉଦ୍‌ଘାଟିତ ହୋଇଯାଇଛି । ଦ୍ୱୈତ ନଗରୀରର ପୋଲିସ କମିଶନର ଶ୍ରୀ ସୌମେନ୍ଦ୍ର…