ଚନ୍ଦ୍ରଯାନ-୩ର ପ୍ରୋପଲସନ୍‍ ମଡ୍ୟୁଲକୁ ପୃଥିବୀର କକ୍ଷପଥକୁ ଫେରାଇ ଅଣାଯାଇପାରିଛି: ଇସ୍ରୋ

ନୂଆଦିଲ୍ଲୀ : ଚନ୍ଦ୍ର ମିଶନରେ ଇସ୍ରୋକୁ ପୁଣି ଏକ ସଫଳତା ମିଳିଛି । ଇସ୍ରୋର ଉଦ୍ୟମ ଫଳରେ, ଚନ୍ଦ୍ରକକ୍ଷରେ ବୁଲୁଥିବା ଚନ୍ଦ୍ରଯାନ-୩ର ପ୍ରୋପଲସନ୍‍ ମଡ୍ୟୁଲକୁ ପୃଥିବୀ କକ୍ଷକୁ ଫେରାଇ ଅଣାଯାଇପାରିଛି । ଇସ୍ରୋ ପକ୍ଷରୁ…

ବ୍ୟାଙ୍କରେ ୫ ଦିନ ହେବ କାମ, ସବୁ ଶନିବାର ବନ୍ଦ ରହିବ କି? ସଂସଦରେ ସରକାର ଦେଲେ ବଡ଼ ସୂଚନା

ନୂଆଦିଲ୍ଲୀ: ସାର୍ବଜନୀନ କ୍ଷେତ୍ର ବ୍ୟାଙ୍କଗୁଡିକରେ କାର୍ଯ୍ୟ କରୁଥିବା କର୍ମଚାରୀମାନଙ୍କୁ ଆଗାମୀ ଦିନରେ ଏକ ବଡ଼ ଖୁସିଖବର ମିଳିବାକୁ ଯାଉଛି । ସମସ୍ତ ଶନିବାର ଦିନ ବ୍ୟାଙ୍କଗୁଡିକରେ ଛୁଟି ଘୋଷଣା କରିବାକୁ କେନ୍ଦ୍ର…

କଞ୍ଚା ଟମାଟୋ ଖାଇବା ଦ୍ଵାରା ବଢିଥାଏ ଦୃଷ୍ଟି ଶକ୍ତି, ଜାଣନ୍ତୁ ଆଉ କ’ଣ ମିଳେ ଫାଇଦା ?

ଟମାଟୋ ଏମିତି ଏକ ପରିବା ଯାହା ସବୁଥିରେ ଦରକାର ହୋଇଥାଏ । ଏଥିରୁ ମଧ୍ୟ ବିଭିନ୍ନ ପ୍ରକାର ରୋଷେଇ ପ୍ରସ୍ତୁତ ହୋଇଥାଏ । ଏହା ତ ତରକାରୀ ପଡ଼ିଲେ ସ୍ୱାଦକୁ ଦ୍ୱିଗୁଣିତ କରିଦେଇଥାଏ । ଏଥିରେ ସାଲାଡ଼ ହୋଇଥାଏ ଏବଂ ଏହାକୁ…

ମୋବାଇଲ ଶୁଣୁଛି କି ଆପଣଙ୍କର ପର୍ସନାଲ କଥା, କେବେ ବି ହୋଇପାରେ ଲିକ୍ ! ତୁରନ୍ତ OFF କରନ୍ତୁ ଏହି ସେଟିଂ

ନୂଆଦିଲ୍ଲୀ: ଟେକ୍ନୋଲୋଜି ଯୋଗୁଁ ଆମ ଜୀବନ ସହଜ ହୋଇଛି ସତ, କିନ୍ତୁ ଏହି କାରଣରୁ ଲୋକଙ୍କ ଗୋପନୀୟତା ମଧ୍ୟ ହଜିଯାଉଛି । ଆପଣ ନିଶ୍ଚୟ ଦେଖିଥିବେ ଯେ ଅନେକ ଥର ଲୋକଙ୍କ ବ୍ୟକ୍ତିଗତ କଥାବାର୍ତ୍ତା, ଭିଡିଓ ଏବଂ ଫଟୋ…

ପୁଣି ଥରେ ଛଟେଇ କରିବାକୁ ଯାଉଛିଏହି କମ୍ପାନୀ ! ଏଥର ଚାକିରିରୁ ବାହାରିବେ ୧୫୦୦ କର୍ମଚାରୀ

ନୂଆଦିଲ୍ଲୀ: ଅନଲାଇନ୍ ମ୍ୟୁଜିକ୍ ପ୍ଲାଟଫର୍ମ ସ୍ପୋଟିଫ୍ ବଡ଼ ଆକାରରେ ଛଟେଇ କରିବାକୁ ଯୋଜନା କରିଛି । କମ୍ପାନୀ ଏହାର ୧୭ ପ୍ରତିଶତ କର୍ମଚାରୀଙ୍କୁ ଛଟେଇ କରିବାକୁ ଘୋଷଣା କରିଛି । ଏଭଳି ପରିସ୍ଥିତିରେ ୧୫୦୦ ଲୋକଙ୍କ…

ଆଜି ଲ୍ୟାଣ୍ଡଫଲ୍ କରିବ ‘ମିଗଜୋମ୍’ :୨ଦିନ ପାଇଁ ସ୍କୁଲ-କଲେଜ ଓ କର୍ପୋରେଟ୍ ଛୁଟି , ଆଜି ପାଇଁ ଓଡ଼ିଶାକୁ ଅରେଞ୍ଜ ଆଲର୍ଟ

ଚେନ୍ନାଇ/ଭୁବନେଶ୍ୱର: ବଙ୍ଗୋପସାଗରରେ ସୃଷ୍ଟ ସାମୁଦ୍ରିକ ଝଡ଼ ‘ମିଗଜୋମ୍’ ୫ ତାରିଖ ପୂର୍ବାହ୍ନରେ ଉତ୍ତର ତାମିଲନାଡୁ ଓ ଦକ୍ଷିଣ ଆନ୍ଧ୍ରପ୍ରଦେଶ ତଟବର୍ତ୍ତୀ ଇଲାକାରେ ଲ୍ୟାଣ୍ଡଫଲ କରିବା ନେଇ ଭାରତୀୟ ପାଣିପାଗ ବିଭାଗ…

ନିଜ ପାଖରେ ଏହି ସବୁ ଜିନିଷ ରଖିଲେ ଆର୍ଥିକ ସମସ୍ୟାରୁ ମିଳିଥାଏ ମୁକ୍ତି

ପ୍ରତ୍ୟେକ ମଣିଷ ନୂତନ ଆର୍ଥିକ ବର୍ଷରେ ନିଜର ଆୟ କିପରି ବଢିବ ଏବଂ ଟଙ୍କା ସଞ୍ଚୟ କରିବା କଥା ଚିନ୍ତା କରୁଛନ୍ତି । କିନ୍ତୁ ଖର୍ଚ୍ଚର ବୃଦ୍ଧି ପାଇଁ ମଣିଷ ପକ୍ଷେ ସଞ୍ଚୟ କରିବା ସମ୍ଭବ ହୋଇନଥାଏ । ତେଣୁ ଜ୍ୟେତିଷ…

ଏହି ତେଲ ଯୋଗୁଁ କମିଥାଏ କ୍ୟାନ୍ସର ରୋଗର ଆଶଙ୍କା

ପ୍ରତ୍ୟେକ ରୋଷେଇ ଘରେ ସୋରିଷ ତେଲ ଉପଲବ୍ଧ । ପ୍ରାଚୀନ କାଳରୁ ଏହା ବ୍ୟବହୃତ ହୋଇ ଆସୁଛି । ରୋଷେଇ ସହ ଏହାକୁ ସ୍ୱାସ୍ଥ୍ୟର ଭଣ୍ଡାର ମଧ୍ୟ କୁହାଯାଏ । ଏହି ତେଲ ଏତେ ଲାଭଦାୟକ ଯେ ଆପଣ କଳ୍ପନା ମଧ୍ୟ କରିପାରିବେ ନାହିଁ ।…

ଉଦ୍ୟମିତା କ୍ଷେତ୍ର ପ୍ରତି ଉତ୍ସାହ ସୃଷ୍ଟି କରିବା ଲାଗି ଆସନ୍ତା ୨୪ ତାରିଖରୁ ଆରମ୍ଭ ହେବ ‘ସ୍ମାର୍ଟ ଓଡ଼ିଶା ହାକାଥନ୍‍-୨.୦’

ଭୁବନେଶ୍ୱର: ଛାତ୍ରଛାତ୍ରୀଙ୍କ ଚିନ୍ତାଧାରାକୁ ଉଦ୍ୟମିତା କ୍ଷେତ୍ର ପ୍ରତି ପ୍ରୋତ୍ସାହିତ କରିବା ଲାଗି ଉଚ୍ଚମାଧ୍ୟମିକ ବିଦ୍ୟାଳୟ ଗୁଡ଼ିକରେ ସ୍ମାର୍ଟ ଓଡ଼ିଶା ହାକାଥନ୍‍-୨.୦ ଆରମ୍ଭ କରାଯିବ । ଆସନ୍ତା ୨୪ ତାରିଖରୁ…

ରାଜ୍ୟର ଆଉ ୯ଟି ଜିଲ୍ଲାରେ ପ୍ରତିଷ୍ଠା କରାଯିବ ଅତ୍ୟାଧୁନିକ ପୁନର୍ବାସ କେନ୍ଦ୍ର: ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତି

ଭୁବନେଶ୍ୱର: ଓଡ଼ିଶାର ଆଉ ୯ଟି ଜିଲ୍ଲାରେ ଅତ୍ୟାଧୁନିକ ପୁନର୍ବାସ କେନ୍ଦ୍ରଏଆର୍‍ସି ପ୍ରତିଷ୍ଠା କରାଯିବ । ପ୍ରତି କେନ୍ଦ୍ର ପାଇଁ ୩୦ କୋଟି ଟଙ୍କା ବ୍ୟୟ କରାଯିବ । ଏହାଦ୍ୱାରା ଆଜନ୍ମ କିମ୍ବା ଦୁର୍ଘଟଣାରେ ଶିକାର ହୋଇ…