ଅପରେସନ ସିନ୍ଦୁର ପରେ ପାଗଳ ହୋଇଗଲା ପାକିସ୍ତାନ : LoCରେ ମୋର୍ଟାର ଓ ଭାରୀ ଗୋଳା ଆକ୍ରମଣ, ୧୬ ଭାରତୀୟଙ୍କ ମୃତ୍ୟୁ, ଭାରତର କଡ଼ା ଜବାବ
ନୂଆଦିଲ୍ଲୀ: ଭାରତୀୟ ସେନାର ‘ଅପରେସନ ସିନ୍ଦୁର’ରେ ପାକିସ୍ତାନ ଓ ପାକିସ୍ତାନ ଅଧିକୃତ କାଶ୍ମୀର (PoK)ରେ ୯ଟି ଆତଙ୍କବାଦୀ ଶିବିର ଉପରେ ମିସାଇଲ ଓ ଡ୍ରୋନ୍ ଆକ୍ରମଣ ପରେ ପାକିସ୍ତାନ ଉତ୍ତେଜିତ ହୋଇ ନିୟନ୍ତ୍ରଣ ରେଖା…