ପ୍ରତିକୂଳ ପାଗ ପାଇଁ ତୃତୀୟ ଦିନ ଲାଗି ଅମରନାଥ ଯାତ୍ରା ବାତିଲ

ନୂଆଦିଲ୍ଲୀ: ଜମ୍ମୁ-କଶ୍ମୀରରେ ପ୍ରତିକୂଳ ପାଗ ପାଇଁ ଆଜି ତୃତୀୟ ଦିନ ଲାଗି ବାର୍ଷିକ ଅମରନାଥ ଯାତ୍ରା ବାତିଲ କରାଯାଇଛି । ଜମ୍ମୁ-ଶ୍ରୀନଗର ଜାତୀୟ ରାଜପଥ ବନ୍ଦ ରହିଥିବାରୁ ଯାତ୍ରା ଆଜି ସ୍ଥଗିତ ରଖାଯାଇଛି । ଫଳରେ…

ଶିକ୍ଷା କ୍ଷେତ୍ରରେ ରାଜ୍ୟର ରାଙ୍କିଂ ସୁଦୃଢ଼ କରିବା ଲାଗି ପଦକ୍ଷେପ ନେବାକୁ କହିଲେ ଉଚ୍ଚଶିକ୍ଷା ମନ୍ତ୍ରୀ, ବିଭାଗରେ ସ୍ୱତନ୍ତ୍ର ପେନ୍‍ସନ୍‍…

ଭୁବନେଶ୍ୱର: ଉଚ୍ଚ ଶିକ୍ଷା ବିଭାଗର ଏକ ସ୍ୱତନ୍ତ୍ର ପେନ୍‍ସନ ସେଲ୍‍ ଗଠନ କରାଯିବା ସହ ସରକାରଙ୍କ ଫାଇଭ୍‍-ଟି ବ୍ୟବସ୍ଥା ସହିତ ସ୍ୱଚ୍ଛତା ବଜାୟ ରଖିବା ଆବଶ୍ୟକ ବୋଲି ବିଭାଗୀୟ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ କହିଛନ୍ତି…

ଘୂର୍ଣ୍ଣିବଳୟ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା; ପାଣିପାଗ କେନ୍ଦ୍ର ପକ୍ଷରୁ ୭ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ୱର: ମୌସୁମୀଜନିତ ନିମ୍ନ ଚାପରେଖା ବାଲେଶ୍ୱର ପୂର୍ବଦିଗରୁ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ପର୍ଯ୍ୟନ୍ତ ଲମ୍ବିଛି । ଏହାର ପ୍ରଭାବରେ ରାଜ୍ୟର ବିଭିନ୍ନ ଅଞ୍ଚଳରେ ବର୍ଷା ଲାଗିରହିଛି । ଆଗାମୀ ୪ ଦିନ ପର୍ଯ୍ୟନ୍ତ…

ଆପଣଙ୍କ ପାଖରେ ଡେବିଡ୍ କାର୍ଡ ଥିଲେ ମାଗଣାରେ ପାଇବେ ୫ ଲକ୍ଷର ବୀମା, ଜାଣନ୍ତୁ କେବେ ଓ କିପରି କରିପାରିବେ ଦାବି

ନୂଆଦିଲ୍ଲୀ : ଆଜିକାଲି ଅଧିକାଂଶ ଲୋକ ବୀମା ପଲିସିରେ ନିବେଶ କରୁଛନ୍ତି । ଜୀବନ ବୀମା ଆପଣଙ୍କୁ ଏକ ସୁରକ୍ଷା କଭର ଦେଇଥାଏ ଯାହା କୌଣସି ଅଘଟଣ ଘଟଣାରେ ଆର୍ôଥକ ସହାୟତା ପ୍ରଦାନ କରିଥାଏ । କିନ୍ତୁ କୌଣସି ବି ଜୀବନ ବୀମା…

ଏକାକୀ ରହୁଥିବା ଲୋକଙ୍କ ମସ୍ତିଷ୍କ କିଛି ଅଲଗା ଭାବରେ କରିଥାଏ କାମ – ଅଧ୍ୟୟନ

ଲୋକଙ୍କୁ ଅନ୍ୟମାନଙ୍କ ସହ ରହିବା ପସନ୍ଦ ନା ଏକାକୀ ରହିବା ପସନ୍ଦ, ତାହା ତାଙ୍କ ମନୋବଳ ଉପରେ ନିର୍ଭର କରେ । ଅନ୍ୟପଟରେ ଯଦି କେହି ତାଙ୍କ ପସନ୍ଦ ନଥିବା ଲୋକମାନଙ୍କ ଦ୍ୱାରା ଘେରି ରୁହନ୍ତି, ତେବେ ତାଙ୍କଠାରେ ଏକାକୀ…

ପତ୍ନୀଙ୍କ ପାଖରେ ଏହି ଗୁଣ ଥିଲେ ସ୍ୱାମୀ ହୋଇଥାନ୍ତି ଭାଗ୍ୟବାନ୍, ଜାଣନ୍ତ କ’ଣ କହୁଛି ଚାଣକ୍ୟ ନୀତି

ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ଚାଣକ୍ୟ ନୀତିରେ ଅନେକ କଥା କହିଛନ୍ତି ଯାହା ସାଧାରଣ ଜୀବନରେ ବେଶ୍ ସଫଳତା ଦେଇଥାଏ । ଜଞ୍ଜାଳ ପୂର୍ଣ୍ଣ ଜୀବନରେ ବଞ୍ଚିବାର ଉଚିତ ପାଥ ଦେଖାଏ ଚାଣକ୍ୟ ନୀତି । ଯେଉଁ ବ୍ୟକ୍ତି ଏହାକୁ ଅନୁସରଣ…

ଘର ତିଆରି ପାଇଁ ସୁବର୍ଣ୍ଣ ସୁଯୋଗ: ଅଧା ମୂଲ୍ୟକୁ ଖସିଆସିଲା ଲୁହା ରଡ୍

ନିଜ ସ୍ୱପ୍ନର ଘର ତିଆରି କରିବାକୁ ସମାସ୍ତ ଚାହାଁନ୍ତି । ଯାହାକୁ ସେ ନିଜ ପସନ୍ଦ ଏବଂ ଆବଶ୍ୟକତା ଅନୁଯାୟୀ ତିଆରି କରିପାରିବେ । ପୁରା ପରିବାର ଘରେ ଖୁସିରେ ବଞ୍ଚିପାରିବେ । ଆଜିର ମହଙ୍ଗା ଯୁଗରେ ନିଜର ଘର ହେବା ବହୁତ…

ପିଙ୍କ୍‍ ହ୍ୱାଟ୍‍ସଆପ୍‍ ଡାଉନଲୋଡ୍ ନକରିବାକୁ ଓଡ଼ିଶା ପୋଲିସ୍ ପକ୍ଷରୁ ଗାଇଡଲାଇନ

ଭୁବନେଶ୍ୱର: ପିଙ୍କ୍ ହ୍ୱାଟ୍ସଆପ୍ ଡାଉନଲୋଡ୍ ନକରିବାକୁ ଓଡ଼ିଶା ପୋଲିସ୍ ପକ୍ଷରୁ ମାର୍ଗଦର୍ଶିକା ଜାରି କରାଯାଇଛି । ଏକ ଟ୍ୱିଟର ବାର୍ତ୍ତାରେ ଓଡ଼ିଶା ପୁଲିସ୍‍ ପକ୍ଷରୁ କୁହାଯାଇଛି, ପିଙ୍କ୍ ହ୍ୱାଟ୍ସଆପ୍ ସାଇବର…

ଭୁବନେଶ୍ୱରସ୍ଥିତ ସ୍ୱାସ୍ଥ୍ୟ ବିଜ୍ଞାନ ପ୍ରତିଷ୍ଠାନକୁ ସ୍ୱୟଂଶାସିତ ମହାବିଦ୍ୟାଳୟର ମାନ୍ୟତା

ଭୁବନେଶ୍ୱର: କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ଭୁବନେଶ୍ୱର ସ୍ଥିତ ସ୍ୱାସ୍ଥ୍ୟ ବିଜ୍ଞାନ ପ୍ରତିଷ୍ଠାନ (ଆଇଏଚଏସ)କୁ ସ୍ୱୟଂଶାସିତ ମହାବିଦ୍ୟାଳୟ ଭାବରେ ଘୋଷଣା କରିଛନ୍ତି…

ଅଧ୍ୟୟନ ରିପୋର୍ଟରୁ ଖୁଲାସା: ରାତିରେ କୃତ୍ରିମ ଆଲୋକ ବଢ଼ାଇଥାଏ ଡାଇବେଟିସର ବିପଦ

ନୂଆଦିଲ୍ଲୀ: ରାତିରେ ବାହ୍ୟ କୃତ୍ରିମ ଆଲୋକ (LAN) ଡାଇବେଟିସ ଆକ୍ରାନ୍ତ ରୋଗୀଙ୍କ ବିପଦକୁ ବଢ଼ାଉଥିବା ଏକ ଅଧ୍ୟୟନ ରିପୋର୍ଟରୁ ପ୍ରକାଶ ପାଇଛି। ୟୁରୋପିଆନ୍‌ ଆସୋସିଏଶନ୍‌ ପକ୍ଷରୁ ପ୍ରକାଶିତ ଜର୍ନାଲରେ ଏ ସମ୍ପର୍କିତ…