ଅଧିକ ପେନସନ୍ ପାଇଁ ଆବେଦନ କରିବାର ଆଜି ଶେଷ ଦିନ, ୧୨ ଲକ୍ଷ ଲୋକ କରିଛନ୍ତି ଆପ୍ଲାଏ: ଜାଣନ୍ତୁ କିପରି କରିବେ ଆପଣ ?

ନୂଆଦିଲ୍ଲୀ: କର୍ମଚାରୀଙ୍କ ପ୍ରୋଭିଡେଣ୍ଟ ଫଣ୍ଡ ସଂଗଠନ (ଇପିଏଫଓ)ରେ ଇପିଏସରୁ ଅଧିକ ପେନସନ୍ ପାଇଁ ଆବେଦନ କରିବାର ଆଜି ହେଉଛି ଶେଷ ଦିନ । ଇପିଏଫଓ ଶେଷ ତାରିଖ୨୬ ଜୁନ୍ ୨୦୨୩ ବୋଲି ସ୍ଥିର କରିଛି । ଏପର୍ଯ୍ୟନ୍ତ…

ଆଜିଠାରୁ ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା ବା OJEE, ୪ଟି ସିଫ୍ଟରେ ହେବ ପରୀକ୍ଷା

ଭୁବନେଶ୍ୱର: ବି.ଟେକ୍‍., ଏମ୍‍.ବି.ଏ., ଏମ୍‍.ସି.ଏ. ଆଦି ପାଠ୍ୟକ୍ରମରେ ନାମଲେଖାପାଇଁ ଆଜିଠାରୁ ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା - ଓ.ଜେ.ଇ.ଇ.ଦ୍ୱାରା ପରିଚାଳିତ ସ୍ୱତନ୍ତ୍ର ଦ୍ୱିତୀୟ ଓ.ଜେ.ଇ.ଇ. ପରୀକ୍ଷା…

MS Dhoniଙ୍କ ଭାଇରାଲ ଭିଡିଓ ଦେଖି ଫ୍ୟାନ୍ସ କହିଲେ, ‘ଆମେ ବି ଖେଳିବୁ Candy Crush’: ୩ ଘଣ୍ଟା ମଧ୍ୟରେ ୩୦ ଲକ୍ଷ ଲୋକ କଲେ ଡାଉନଲୋଡ୍

ନୂଆଦିଲ୍ଲୀ: ଟିମ୍ ଇଣ୍ଡିଆର ପୂର୍ବତନ ଅଧିନାୟକ ଏମଏସ ଧୋନିଙ୍କ ରହିଛନ୍ତି ଅଗଣିତ ଫ୍ୟାନ୍ସ । ଖେଳାଳୀଙ୍କ ଖେଳିବା ଶୈଳୀ ଓ କୁଲ୍ ବ୍ୟବହାରକୁ ସମସ୍ତେ ବହୁତ ପସନ୍ଦ କରନ୍ତି । ମ୍ୟାଚକୁ ନେଇ ସେ ତ ସବୁବେଳେ ଚର୍ଚ୍ଚାରେ…

ସ୍ୱାସ୍ଥ୍ୟ ପକ୍ଷେ ହିତକର ମେଥି ପାଣି: ହୃଦଘାତ ଏବଂ ଏସିଡିଟି ଭଳି ସମସ୍ୟାରୁ ମିଳିଥାଏ ମୁକ୍ତି

ମେଥି ସାଧାରଣତଃ ପ୍ରତ୍ୟେକ ଭାରତୀୟଙ୍କ ରୋଷେଇ ଘରେ ମିଳିଥାଏ । ମେଥି ମଞ୍ଜି ରୋଷେଇ ପାଇଁ ଏବଂ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ବହୁତ ଲାଭଦାୟକ ଅଟେ । ଯେଉଁ ବ୍ୟକ୍ତି ଓଜନ ହ୍ରାସ କରିବାକୁ ଚାହୁଁଛନ୍ତି ସେମାନଙ୍କ ପାଇଁ ମେଥି…

ବାସ୍ତୁଦୋଷ ଦୂର କରେ ଗଙ୍ଗାଜଳ, କମିଯାଏ କୁ-ଦୃଷ୍ଟିର ପ୍ରଭାବ

ଗଙ୍ଗାଜଳକୁ ହିନ୍ଦୁଧର୍ମରେ ଖୁବ୍ ପବିତ୍ର ବୋଲି କୁହାଯାଇଥାଏ । ମନରେ ଶ୍ରଦ୍ଧା ରଖି ଗଙ୍ଗାଜଳକୁ ଘରେ ରଖିଲେ ସୁଖସମୃଦ୍ଧି ବୃଦ୍ଧି ପାଇଥାଏ ବୋଲି ବିଶ୍ୱାସ ରହିଛି । ତା’ଛଡ଼ା ବାସ୍ତୁଦୋଷ ହେଉ ଅବା କାହାର କୁ-ଦୃଷ୍ଟିକୁ…

ବଙ୍ଗୋପସାଗରରେ ଲଘୁଚାପ , ଦୁଇ ଦିନ ପ୍ରବଳ ବର୍ଷିବ: ଏହିସବୁ ଜିଲ୍ଲାକୁ ଦିଆଯାଇଛି ଅରେଞ୍ଜ ଓ ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ୱର: ଘୂର୍ଣ୍ଣିବଳୟ ପ୍ରଭାବରେ ଉତ୍ତର ପଶ୍ଚିମ ବଙ୍ଗୋପସାଗର ତଥା ଉତ୍ତର ଓଡ଼ିଶା ଏବଂ ପଶ୍ଚିମବଙ୍ଗ ଉପକୂଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି । ଏହାର ପ୍ରଭାବରେ ରାଜ୍ୟରେ ଦୁଇଦିନ ଧରି ପ୍ରବଳ ବର୍ଷାର…

ପୁଣି ଭାଇରାଲ ହେଲା ଶ୍ରୀମନ୍ଦିର, ଗୁଣ୍ଡିଚା ମନ୍ଦିର ଭିତର ଫଟୋ : କଡ଼ା ଚେକିଂ ପରେ ଏପରି ଭୁଲ କାହିଁକି ?

ପୁରୀ: ପୁରୀ ଶନ୍ମନ୍ଦିରକୁ ନେଇ ଚେକିଂ ଯେତେ କଡ଼ାକଡ଼ି କଲେ ବି କିଛି ଅମାନିଆ ଲୋକମାନେ ଏହାକୁ ଖାତିର ନକରି ନିୟମର ଉଲ୍ଲଙ୍ଘନ କରୁଛନ୍ତି । କିଛି ମାସ ତଳେ ଶ୍ରୀମନ୍ଦିର ଭିତର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା…

ଗବେଷଣାରୁ ଖୁଲାସା : ହୃତ୍‌ପିଣ୍ଡ ଉପରେ ପ୍ରଭାବ ପକାଏ ଆଣ୍ଠୁଗଣ୍ଠି ଯନ୍ତ୍ରଣା

ହୃତ୍‌ପିଣ୍ଡ ଉପରେ ପ୍ରଭାବ ପକାଏ ଆଣ୍ଠୁଗଣ୍ଠି ଯନ୍ତ୍ରଣା, ଏନେଇ ଏକ ଗବେଷଣାରୁ ବିଶେଷଜ୍ଞମାନେ ଜାଣିବାକୁ ପାଇଛନ୍ତି । ବିଶେଷଜ୍ଞଙ୍କ ମତରେ, ସ୍ପଣ୍ଡିଲାଇଟ୍ସକୁ ଅଣଦେଖା କରିବା ଉଚିତ୍‌ ନୁହେଁ। ଏହାଦ୍ୱାରା ଗମ୍ଭୀର…

ବିଜେଡିରୁ ବହିଷ୍କୃତ ହେଲେ ଏହି ବରିଷ୍ଠ ନେତା; ଦଳବିରୋଧୀ କାର୍ଯ୍ୟ ପଡିଲା ମହଙ୍ଗା

ଭୁବନେଶ୍ୱର: ବିଜୁ ଜନତା ଦଳ ନିଜର ଦଳର ଉନ୍ନତି ପାଇଁ ଏବଂ ରାଜ୍ୟବାସୀଙ୍କ ସୁବିଧା ପାଇଁ ଅନେକ ସମୟରେ ବିଭିନ୍ନ ପ୍ରକାର ପଦକ୍ଷେପ ଗ୍ରହଣ କରିଥାଏ । ଦଳର ସୁପ୍ରିମୋ ଦୁର୍ନିତୀଖୋର ଏବଂ ନିଜର ଦାଇତ୍ୱ ସଠିକ୍ ଭାବରେ…

ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସଂଗଠନର ୧୩ଟି ଶିକ୍ଷାସୌଧ ଓ ୨୮ଟି ଛାତ୍ରାବାସ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଶିକ୍ଷା କ୍ଷେତ୍ରରେ ଆଗକୁ ବଢୁଛି ଓଡ଼ିଶା । ଆଜି ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସଂଗଠନର ୧୩ଟି ଶିକ୍ଷାସୌଧ ଓ ୨୮ଟି ଛାତ୍ରାବାସ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହାସହ ୨୭୬ଟି ହଷ୍ଟେଲର…