ତିନିଦିନିଆ ଓଡ଼ିଶା ଗସ୍ତ ଶେଷ କରି ଦିଲ୍ଲୀ ଫେରିଲେ ରାଷ୍ଟ୍ରପତି

ନୂଆଦିଲ୍ଲୀ: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ତାଙ୍କ ତିନିଦିନିଆ ଓଡ଼ିଶା ଗସ୍ତଶେଷ କରି ଆଜି ଅପରାହ୍ଣରେ ନୂଆଦିଲ୍ଲୀ ପ୍ରତ୍ୟାବର୍ତ୍ତନ କରିଛନ୍ତି । ରାଜଭବନରୁ ବାହାରି ରାଷ୍ଟ୍ରପତିଙ୍କ କାର୍‍କେଡ୍‍ ଭୁବନେଶ୍ୱର…

ଷ୍ଟାର ସିରିଜ୍ ଥିବା ବ୍ୟାଙ୍କ୍ ନୋଟ୍ ଉପରେ RBIର ସ୍ପଷ୍ଟୀକରଣ, କହିଲା- ‘ଏହି ନୋଟ୍ ଗୁଡିକ ସମ୍ପୂର୍ଣ୍ଣ ଆଇନଗତ’

ନୂଆଦିଲ୍ଲୀ: ଯଦି ଆପଣଙ୍କୁ ପରବର୍ତ୍ତୀ ସମୟରେ ନୋଟଗୁଡିକର ନମ୍ବର ପ୍ୟାନେଲରେ ଷ୍ଟାର୍ ସଙ୍କେତ (*) ବ୍ୟାଙ୍କ ନୋଟ ମିଳେ, ତେବେ ଆପଣଙ୍କୁ ଚିନ୍ତା କରିବାର ଆବଶ୍ୟକତା ନାହିଁ । ଷ୍ଟାର ସଙ୍କେତ ସହିତ ବ୍ୟାଙ୍କ ନୋଟଗୁଡିକ…

ଅଗଷ୍ଟ ୩ରେ ଜ୍ଞାନବାପୀ ASI ସର୍ଭେ ଉପରେ ଆହ୍ଲାବାଦ ହାଇକୋର୍ଟଙ୍କ ନିଷ୍ପତ୍ତି, ସେପର୍ଯ୍ୟନ୍ତ ସର୍ଭେ ଉପରେ ରୋକ୍

ନୂଆଦିଲ୍ଲୀ: ବାରାଣାସୀର କାଶୀ ବିଶ୍ୱନାଥ ମନ୍ଦିର ନିକଟରେ ଥିବା ଜ୍ଞାନବାପୀ ଏଏସଆଇ ସର୍ଭେ ବିରୋଧରେ ଦାଖଲ ହୋଇଥିବା ଆବେଦନ ଉପରେ ହାଇକୋର୍ଟରେ ଶୁଣାଣି ଶେଷ ହୋଇଛି । କୋର୍ଟ ଏହି ରାୟ ସଂରକ୍ଷଣ କରିଛନ୍ତି । ଅଗଷ୍ଟ ୩…

କାହିଁକି ଧରୁଛି ଆଖି ? ଜାଣନ୍ତୁ ଏହି ସମସ୍ୟାରୁ କିପରି ମୁକୁଳିବେ

ଆଖିଧରା ହେଉଛି ଏକ ସଂକ୍ରାମକ ରୋଗ। ବର୍ଷାଦିନରେ କିମ୍ବା ଋତୁ ପରିବର୍ତ୍ତନ କାରଣରୁ ସଂକ୍ରମଣ ହୋଇ ଆଖି ଲାଲ୍‌ ହୋଇଯାଏ। ତେଣୁ ଏହାକୁ ଇଂରାଜୀରେ ପିଙ୍କ୍‌ ଆଏ ଡିଜିଜ୍‌ ବୋଲି କୁହାଯାଏ। ଏବେ ଆଖିଧରା ରୋଗୀଙ୍କ ସଂଖ୍ୟା…

କ୍ୟାନ୍ସର ମଧ୍ୟରେ ସବୁଠାରୁ ବିପଜ୍ଜନକ ହେଉଛି ଲଙ୍ଗ କ୍ୟାନ୍ସର, ଜାଣନ୍ତୁ ଏଥିରୁ ବର୍ତ୍ତିବାର ଉପାୟ

କ୍ୟାନ୍ସର ସବୁଠାରୁ ବିପଜ୍ଜନକ ମାରାତ୍ମକ ରୋଗ ମଧ୍ୟରୁ ଅନ୍ୟତମ। ଯଦିଓ ବର୍ତ୍ତମାନ ସମୟରେ ଏହାର ଚିକିତ୍ସା ପୂର୍ବ ଅପେକ୍ଷା ବହୁତ ସହଜ ହୋଇଛି, ତଥାପି ଆଜି ମଧ୍ୟ ଏହି ରୋଗରେ ପ୍ରତିବର୍ଷ ଲକ୍ଷ ଲକ୍ଷ ଲୋକଙ୍କ ଜୀବନ…

ବାସ୍ତୁଶାସ୍ତ୍ର: ଶୋଇବା ସମୟରେ କରନ୍ତୁ ନାହିଁ ଏପରି ଭୁଲ , ଜାଣନ୍ତୁ ଏହାର କୁ-ପ୍ରଭାବ

ବାସ୍ତୁଶାସ୍ତ୍ର ଅନୁଯାୟୀ, ଶୋଇବା ସମୟରେ ମଧ୍ୟ କିଛିଟା ନିୟମ ମାନିବା ନିହାତି ଆବଶ୍ୟକ। କାରଣ ଏହାକୁ ନ ମାନିଲେ ମନ ଭାରାକ୍ରାନ୍ତ ରହିବା ସହ ଭଲ ନିଦ ହୋଇ ନଥାଏ। ଏପରିକି ବେଳେବେଳେ ଏହାର କୁ-ପ୍ରଭାବ ଆମ ଶରୀର ଉପରେ…

ଗ୍ରାଜୁଏସନ୍ ସମୟରେ କରନ୍ତୁ ଏହି କୋର୍ସ, ଫଟାଫଟ୍ ମିଳିଯିବ ଚାକିରି

ନୂଆଦିଲ୍ଲୀ: ଆଜିକାଲି ବେକାରୀ ସମସ୍ୟା ବହୁତ ବୃଦ୍ଧି ପାଇଛି, ଯେଉଁ କାରଣରୁ ଲୋକମାନେ ଚାକିରି ପାଇଁ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଯାଉଥିବାର ଦେଖିବାକୁ ମିଳନ୍ତି । ଅନେକ ଥର ଏପରି ମଧ୍ୟ ଦେଖାଯାଇଛି ଯେ, ଅତି…

ପ୍ଲାକ୍ ଏବଂ ସ୍କ୍ୱାଟସ୍ ମାଧ୍ୟମରେ ହାଇ ବ୍ଲଡ ପ୍ରେସରକୁ କରାଯାଇପାରେ କଣ୍ଟ୍ରୋଲ: ଅଧ୍ୟୟନରେ ଖୁଲାସା

ନୂଆଦିଲ୍ଲୀ: ଅନଲାଇନ୍ ପୋର୍ଟାଲ୍ ‘ବ୍ରିଟିଶ୍ ଜର୍ନାଲ୍ ଅଫ୍ ସ୍ପୋର୍ଟସ୍ ମେଡିସିନ୍'ରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ଷ୍ଟାଟିକ୍ ଆଇସୋମେଟ୍ରିକ୍ ବ୍ୟାୟାମ କରିବା ସ୍ୱାସ୍ଥ୍ୟ ପାଇଁ ଭଲ । ଏହା ଏପରି ଏକ ବ୍ୟାୟାମ…

ହାୟର ଏଜୁକେସନ୍ ଉପରେ ମହଙ୍ଗା ମାଡ଼: ୨୦ ବର୍ଷରେ ୮ ଗୁଣ ବଢ଼ିଲା MBAର ଫିସ୍, ଏବେ ଖର୍ଚ୍ଚ କରିବାକୁ ପଡ଼ିବ ୨୪ ଲକ୍ଷ

ନୂଆଦିଲ୍ଲୀ: ଗୋଟିଏ ପଟେ ପ୍ରାୟତଃ ପ୍ରତ୍ୟେକ କ୍ଷେତ୍ର କିମ୍ବା ଶିଳ୍ପରେ କାର୍ଯ୍ୟରତ ବୃତ୍ତିଗତଙ୍କ ଚାହିଦା ହ୍ରାସ ପାଉଛି ଓ ପ୍ରତିଯୋଗିତା ଅଧିକ ବଢ଼ୁଥିବା ବେଳେ ଅନ୍ୟପଟରେ ଭଲ ଅନୁଷ୍ଠାନଗୁଡ଼ିକର ବୃତ୍ତିଗତ ପାଠ୍ୟକ୍ରମ…

ଘର ବାହାରେ ଓଲଟା ଚପଲ ରଖୁଥିଲେ ସାବଧାନ ! ଘୋଟିଯିବ ଦରିଦ୍ରତା

ଘରେ ଓଲଟା ଚପଲ ଦେଖିଲେ ଆମକୁ ଅନେକ ପାଟି କରିଥାନ୍ତି। ଏପରିକି ଓଲଟା ଚପଲକୁ ସିଧା କରିଦେବାକୁ କହିଥାନ୍ତି। ତେବେ କ’ଣ ଆପଣ ଜାଣନ୍ତି ଏହା ପଛରେ ଥିବା କାରଣ କ’ଣ। କୁହାଯାଏ ଘରେ ଓଲଟା ଚପଲ ଥିଲେ ଝଗଡ଼ା ହୋଇପାରେ।…