Amazonରେ ହେବାକୁ ଯାଉଛି ବଡ଼ ପରିବର୍ତ୍ତନ: ଏଣିକି ବେକାର ବା ଖରାପ ପ୍ରଡକ୍ଟ ଆପଣଙ୍କୁ ହେବ ନାହିଁ ଡେଲିଭର
ନୂଆଦିଲ୍ଲୀ: କ’ଣ ଆପଣ ଇ-କମର୍ସ ସାଇଟରୁ ଆସୁଥିବା ଖରାପ ପ୍ରଡକ୍ଟକୁ ଫେରାଇ ଫେରାଇ ଥକି ପଡିଲେଣି କି ? ଏହି ସମସ୍ୟାକୁ ଠିକ୍ କରିବା ପାଇଁ ଆମାଜନ୍ ଏଆଇର ସାହାଯ୍ୟ ନେବାକୁ ଯାଉଛି । ୱାଲ୍ ଷ୍ଟ୍ରିଟ୍ ଜର୍ଣ୍ଣାଲ୍…