ଆଉ ୧୪ ଦିନରେ ଶେଷ ହେବ ମାଗଣାରେ ଆଧାର ଅପଡେଟ୍ କରିବାର ଡେଡଲାଇନ୍, ଶୀଘ୍ର ଶେଷ କରନ୍ତୁ କାମ

ନୂଆଦିଲ୍ଲୀ: ସେପ୍ଟେମ୍ବର ମାସର ଆରମ୍ଭ ସହିତ ଅନେକ ଆର୍ôଥକ କାର୍ଯ୍ୟ ପାଇଁ ସମୟସୀମା ପାଖେଇ ଆସୁଛି । ୟୁଆଇଡିଏଆଇ ଆଧାର କାର୍ଡଧାରୀମାନଙ୍କୁ ଆଧାର ମାଗଣାରେ ଅପଡେଟ୍ କରିବା ପାଇଁ ସୁବିଧା ଯୋଗାଉଛି, ଯାହାର ସମୟସୀମା…

ଗୁଜରାଟକୁ ମାଡ଼ି ଆସୁଛି ସାମୁଦିକ ଝଡ଼ ‘ଆସନା’, ସାରା ରାଜ୍ୟରେ ଭୀଷଣରୁ ଅତି ଭୀଷଣ ବର୍ଷା

ନୂଆଦିଲ୍ଲୀ : ଆରବ ସାଗର ପଟୁ ଗୁଜରାଟକୁ ମାଡ଼ି ଆସୁଛି ସାମୁଦିକ ଝଡ଼ 'ଆସନା'। ଏହାର ପ୍ରଭାବରେ ସାରା ରାଜ୍ୟରେ ୫ ତାରିଖ ଯାଏ ଭୀଷଣରୁ ଅତି ଭୀଷଣ ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ।…

ଆଜିଠୁ ଆନନ୍ଦବଜାର ସୁରକ୍ଷା ଦାୟିତ୍ୱରେ ନିୟୋଜିତ ହେଲେ ଅବସରପ୍ରାପ୍ତ ସେନା କର୍ମଚାରୀ

ପୁରୀ : ଆନନ୍ଦବଜାର ଜଗିଲେ ଅବସରପ୍ରାପ୍ତ ସେନା କର୍ମଚାରୀ। ଆଜିଠୁ ସେମାନେ ଆନନ୍ଦବଜାର ସୁରକ୍ଷା ଦାୟିତ୍ୱରେ ନିୟୋଜିତ ହୋଇଛନ୍ତି। ସାଦା ପୋଷାକରେ ୨୦ ଜଣ ମୁତୟନ ହୋଇଛନ୍ତି। ଏମାନେ ଆନନ୍ଦବଜାରରେ ଶୃଙ୍ଖଳା ବୁଝିବେ।…

ସେପ୍ଟେମ୍ବର ୧ ରେ କମିଲା ସୁନା ମୂଲ୍ୟ! ଜାଣନ୍ତୁ ୧୦ ଗ୍ରାମ ପିଛା କେତେ ରହିଛି ରେଟ୍

ନୂଆଦିଲ୍ଲୀ: ଆଜି ରବିବାର ୧ ସେପ୍ଟେମ୍ବର ୨୦୨୪ରେ ଶସ୍ତା ହୋଇଛି ସୁନା । ସେପ୍ଟେମ୍ବର ପ୍ରଥମ ଦିନରେ ସୁନା ଦର ୯୦ ରୁ ୧୦୦ ଟଙ୍କା ହ୍ରାସ ପାଇଛି । ଯଦି ଆପଣ ସୁନା ଅଳଙ୍କାର କିଣିବାକୁ କିମ୍ବା ନିବେଶ କରିବାକୁ ଯୋଜନା…

ପାର୍ବଣ ଋତୁରେ କମିଯିବ କି ବିମାନ ଯାତ୍ରାର ମୂଲ୍ୟ? ଆଜିଠାରୁ ବିମାନ ଇନ୍ଧନ ମୂଲ୍ୟରେ ହେଲା ଏତେ ବଡ଼ ହ୍ରାସ

ନୂଆଦିଲ୍ଲୀ: ଲୋକମାନେ ପାର୍ବଣ ଋତୁରେ ଶସ୍ତା ବିମାନ ଯାତ୍ରାର ଲାଭ ପାଇପାରିବେ । ନୂଆ ମାସର ପ୍ରଥମ ଦିନରେ ବିମାନ ଇନ୍ଧନର ମୂଲ୍ୟରେ ବହୁତ ହ୍ରାସ ଘଟିଛି । ଏହି ପରିବର୍ତ୍ତନ ବିମାନ କମ୍ପାନୀଗୁଡିକର ଅପରେଟିଂ ଖର୍ଚ୍ଚକୁ…

ଶଳାକୁ ହତ୍ୟା କରିବା ପରେ ଘୋଷାଡ଼ି ଘୋଷାଡ଼ି ନେଲା ଭିଣୋଇ, ଦେଖନ୍ତୁ ହୃଦୟ ବିଦାରକ Video

ନୂଆଦିଲ୍ଲୀ: ଇଟାୱାରେ  ଏକ ସମ୍ବେଦନଶୀଳ ଘଟଣାରେ ଜଣେ ବ୍ୟକ୍ତି ତାଙ୍କ ଶଳାଙ୍କୁ ତୀକ୍ଷ୍ଣ ଅସ୍ତ୍ରରେ ହତ୍ୟା କରିଛି, ଯାହାଫଳରେ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ସୃଷ୍ଟି ହୋଇଛି । ଏହି ଘଟଣା ଦିନ ଦ୍ୱିପହରରେ ଘଟିଛି ଓ ପୋଲିସ…

ଆଜିଠୁ ‘ସୁଭଦ୍ରା’ ଯୋଜନା ପାଇଁ ଆବେଦନ ଆରମ୍ଭ , ଜାଣନ୍ତୁ କିପରି କରିବେ ପଞ୍ଜୀକରଣ

ଭୁବନେଶ୍ବର: ରାଜ୍ୟର ମହିଳାମାନଙ୍କ ପାଇଁ ବହୁ ପ୍ରତୀକ୍ଷିତ ‘ସୁଭଦ୍ରା’ ଯୋଜନା ପାଇଁ ପ୍ରାୟତଃ ସମସ୍ତ ଜିଲ୍ଲାରେ ଆବେଦନ ଫର୍ମ ଉପଲବ୍ଧ ହୋଇସାରିଛି। ଯେଉଁଠି ଉପଲବ୍ଧ ହୋଇପାରି ନାହିଁ, ଖୁବ୍‌ ଶୀଘ୍ର ପହଞ୍ଚି ଯିବ…

ଲଘୁଚାପ ପ୍ରଭାବରେ ପ୍ରବଳ ବର୍ଷା ସମ୍ଭାବନା: ଆଜି ପାଇଁ ଏହିସବୁ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି

ଭୁବନେଶ୍ବର: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଅବପାତ ରୂପ ନେଇଛି। ଏହା ପ୍ରଭାବରେ ଆଜି ମାଲକାନଗିରି, ନବରଙ୍ଗପୁର ଓ କୋରାପୁଟ ଜିଲ୍ଲାର କେତେକ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା(୭ରୁ ୨୦ ସେମି) ଆଶଙ୍କା…

ପ୍ରତିଦିନ ବିଳମ୍ବରେ ଉଠିଲେ ହୋଇପାରେ ଗମ୍ଭୀର ସମସ୍ୟା, ବଢ଼ିଯିବ ଓଜନ

କେତେକ ବ୍ୟକ୍ତିଙ୍କର ଏକ ଅଭ୍ୟାସ ରହିଛି। ସେମାନେ ପ୍ରାୟ ବିଳମ୍ବରେ ଶୁଅନ୍ତି ଏବଂ ବିଳମ୍ବରେ ଉଠନ୍ତି। ତେଣୁ ଏହାଦ୍ୱାରା ଶାରୀରିକ ପ୍ରକ୍ରିୟା ପ୍ରଭାବିତ ହେବାର ଆଶଙ୍କା ରହିଛି। ବିଳମ୍ବରେ ବିଛଣା ଛାଡୁଥିବା…

ମାସ ଆରମ୍ଭ ସହ ମାଲାମାଲ ହେବେ ଏହି ୫ଟି ରାଶିର ବ୍ୟକ୍ତି, ଆଶାଠୁ ଅଧିକ ମିଳିବ ଲାଭ!

ସୂର୍ଯ୍ୟ ଏବଂ ଶନିଙ୍କ ସ୍ଥିତି ପ୍ରଭାବରୁ ୦୧ ସେପ୍ଟେମ୍ୱର ରବିବାର ଦିନ ବିଶେଷ କରି ୫ଟି ରାଶିର ବ୍ୟକ୍ତିବିଶେଷଙ୍କୁ ଅତ୍ୟନ୍ତ ଶୁଭଫଳ ମିଳିବ । ମେଷ ରାଶି ଆପଣଙ୍କ ପାଇଁ ଦିନଟି ବହୁତ ଶୁଭ ଦିନ ହେବାକୁ ଯାଉଛି ।…