ରିପୋର୍ଟ ଦେଲା ଟେନସନ : ଆମେରିକାରେ ଆଣ୍ଟିବାୟୋଟିକ ଅଭାବର ସୂଚନା ପାଇବା ପରେ ବଢ଼ିଲା ସମସ୍ୟା
ଓ୍ବାଶିଂଟନ: ଆଣ୍ଟିବାୟୋଟିକ ଔଷଧକୁ ନେଇ ଫାଇଜର ଡାକ୍ତରମାନଙ୍କୁ ଚେତାବନୀ ଦେଇଛନ୍ତି। ଶିଶୁ ଏବଂ ବୟସ୍କଙ୍କ ପାଇଁ ଏହାର ଫର୍ମୁଲେସନ ଜୁନ୍ ଶେଷ ସୁଦ୍ଧା ଶେଷ ହେବ ବୋଲି ଆଶଙ୍କା କରାଯାଉଛି। ଯାହା ପରେ ଆମେରିକା…