ୟୁନିଫର୍ମ ସିଭିଲ୍ କୋଡକୁ ନେଇ କେନ୍ଦ୍ରର ବଡ଼ ପଦକ୍ଷେପ: ସାଧାରଣ ଜନତା ଓ ବିଭିନ୍ନ ଧାର୍ମିକ ସଙ୍ଗଠନରୁ ମଗାଗଲା ମତାମତ
ନୂଆଦିଲ୍ଲୀ: ୟୁନିଫର୍ମ ସିଭିଲ୍ କୋଡକୁ ନେଇ କେନ୍ଦ୍ର ନେଇଛି ବଡ଼ ପଦକ୍ଷେପ । ୟୁନିଫର୍ମ ସିଭିଲ୍ କୋଡ ପାଇଁ ମତାମତ ମାଗିଛନ୍ତି ଆଇନ କମିଶନ । ଏହାକୁ ନେଇ ସାଧାରଣ ଜନତା ଓ ବିଭିନ୍ନ ଧାର୍ମିକ ସଙ୍ଗଠନରୁ ସେ ମତାମତ…