୨୯ ଡିସେମ୍ବରରୁ ଏହି ରାଶିଗୁଡ଼ିକ ଉପରେ କୃପାବର୍ଷା କରିବେ ମା’ ଲକ୍ଷ୍ମୀ: ସୁଧୁରି ଯିବ ଆର୍ଥିକ ସ୍ଥିତି

ଜ୍ୟୋତିଷ ଶାସ୍ତ୍ରରେ ଶୁକ୍ରକୁ ଏକ ଗୁରୁତ୍ୱପୂର୍ଣ୍ଣ ଗ୍ରହ ଭାବରେ ବିବେଚନା କରାଯାଏ । ଶୁକ୍ର ଶୁଭ ହେଲେ ମାତା ଲକ୍ଷ୍ମୀ ମଧ୍ୟ ବିଶେଷ ଆଶୀର୍ବାଦ କରନ୍ତି । ଅନ୍ୟ ପଟେ ଶୁକ୍ର ଅଶୁଭ ହେଲେ ବ୍ୟକ୍ତିକୁ ଅନେକ ସମସ୍ୟାର…

ନୂଆ ବିବାହିତ ଦମ୍ପତିଙ୍କୁ ସରକାରଙ୍କ ଏହି ଯୋଜନାରୁ ମିଳୁଛି ଲକ୍ଷ ଲକ୍ଷ ଟଙ୍କା: ଏପରି କରନ୍ତୁ ଆବେଦନ

ନୂଆଦିଲ୍ଲୀ: ପ୍ରତିବର୍ଷ ଦୀପାବଳିର କିଛି ଦିନ ପରେ ବିବାହ ଋତୁ ଆରମ୍ଭ ହୁଏ । ଚଳିତ ବର୍ଷ ଅନେକ ପରିବାରର ପୁଅ ଓ ଝିଅ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ଏପରି ପରିସ୍ଥିତିରେ ଆପଣଙ୍କୁ ସରକାରଙ୍କ ଏହି ଯୋଜନା ବିଷୟରେ…

ବୋତଲରୁ ପାଣି ପିଉଥିଲେ ବାପା ହେବାରେ ହୋଇପାରେ ସମସ୍ୟା: ରିସର୍ଚ୍ଚରୁ ଆଶ୍ଚର୍ଯ୍ୟକର ଖୁଲାସା

ଜଳ ବିନା ଜୀବନର କଳ୍ପନା କରାଯାଇପାରିବ ନାହିଁ । ଏକ ସମୟ ଥିଲା ଯେତେବେଳେ ଲୋକମାନେ ପୋଖରୀ, ନଦୀ ଓ କୂଅରୁ ପାଣି ନେଇ ସେମାନଙ୍କର ଶୋଷ ମେଣ୍ଟାଉଥିଲେ । ତା’ପରେ ହ୍ୟାଣ୍ଡ ପମ୍ପର ସମୟ ଆସିଗଲା, ସେପର୍ଯ୍ୟନ୍ତ ମାମଲା…

ବଢ଼ୁଛି ଚିନ୍ତା: ଓଡ଼ିଶାରେ କୋଭିଡର ନୂଆ ଭାରିଆଣ୍ଟ ଚିହ୍ନଟ !

ଭୁବନେଶ୍ୱର: ପୁଣି ମାଡ଼ିବାରେ ଲାଗିଲାଣି କରୋନା । ବିଶ୍ୱରେ କରୋନା ମାମଲା ବଢ଼ୁଥିବା ବେଳେ ଭାରତ ପାଇଁ ଏହା ଏବେ ଚିନ୍ତାର ବିଷୟ ପାଲଟିଛି । ଏହାରି ମଧ୍ୟରେ କୋଭିଡର ଓମିକ୍ରନ ଭାରିଆଣ୍ଟ BF.7 ଓଡ଼ିଶାରେ ଚିହ୍ନଟ ହୋଇଛି ।…

ମଣିପୁରରେ ୨ଟି ସ୍କୁଲ ବସ୍ ଦୁର୍ଘଟଣାଗ୍ରସ୍ତ: ୧୫ ଛାତ୍ରଛାତ୍ରୀଙ୍କ ମୃତ୍ୟୁ ହୋଇଥିବା ଆଶଙ୍କା

ମଣିପୁର: ମଣିପୁରରେ ବଡ଼ ଧରଣର ସଡ଼କ ଦୁର୍ଘଟଣା ହୋଇଛି । ନୋନି ଜିଲ୍ଲାରେ ବୁଧବାର ଦିନ ଛାତ୍ରଛାତ୍ରୀଙ୍କୁ ନେଇ ଯାଉଥିବା ବେଳେ ୨ଟି ବସ୍ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି । ଏହି ଦୁର୍ଘଟଣାରେ ୧୫ ଜଣ ଛାତ୍ରଛାତ୍ରୀଙ୍କ…

ଘରର ଟ୍ୟାପରୁ ପାଣି ଟପ୍ ଟପ୍ ହୋଇ ପଡ଼ିବା ଅଶୁଭ: ଧନ-ସମ୍ପତ୍ତି ଉପରେ ପଡ଼ିଥାଏ ପ୍ରଭାବ

ରୋଷେଇ ଘର, ବାଥରୁମ କିମ୍ବା ଘରର ଅନ୍ୟ କୌଣସି ସ୍ଥାନରେ ଲଗାଯାଇଥିବା ଟ୍ୟାପରୁ ଯଦି ପାଣି ସବୁବେଳେ ଟପ୍ ଟପ୍ ହୋଇ ପଡେ, ତେବେ ବାସ୍ତୁ ହିସାବରେ ଏହା ଅଶୁଭ ବୋଲି ବିବେଚନା କରାଯାଏ । ଘରେ ସିଙ୍କ କିମ୍ବା ବାଥରୁମ ଟ୍ୟାପ…

ଏଲନ ମସ୍କଙ୍କ ବଡ଼ ଘୋଷଣା: Twitterର CEO ପୋଷ୍ଟକୁ କହିବେ Bye !

ନୂଆଦିଲ୍ଲୀ: ଟେସଲା ମାଲିକ ଏଲନ୍ ମସ୍କ ଆଜି ଏକ ବଡ଼ ଘୋଷଣା କରିଛନ୍ତି । ସେ କହିଛନ୍ତି ଯେ, ଆସନ୍ତା ସମୟରେ ସେ ଟ୍ୱିଟରର ସିଇଓ ଚେୟାର ଛାଡିବେ । ଦୁନିଆର ସବୁଠାରୁ ଧନୀ ବ୍ୟକ୍ତିଙ୍କ ପକ୍ଷରୁ ଟ୍ୱିଟରେ କୁହାଯାଇଛି ଯେ,…

ବ୍ୟାଙ୍କରେ ଚାକିରି ଖୋଜୁଛନ୍ତି କି ? PNBରେ ଖାଲି ପଡିଛି ଏତିକି ପଦବୀ, ଦରମା ମାସକୁ ଲକ୍ଷେ

ନୂଆଦିଲ୍ଲୀ: ବ୍ୟାଙ୍କ ଚାକିରି ଖୋଜୁଥିବା ଆଶାୟୀଙ୍କ ପାଇଁ ଆସିଛି ବଡ଼ ଖବର । ପଞ୍ଜାବ ନ୍ୟାସନାଲ ବ୍ୟାଙ୍କରେ ଖାଲିପଡିଛି ଡିଫେନ୍ସ ବ୍ୟାଙ୍କିଂ ଆଡଭାଇଜରୀ ପଦବୀ ଖାଲିପଡିଛି। ଇଚ୍ଛକ ପ୍ରାର୍ଥୀ ଅଫିସିଆଲ ୱେବସାଇଟ୍‌…

ସୁଗାର ସ୍ତର କମିଲେ ବି ଶରୀର ପାଇଁ ଖରାପ: ଲକ୍ଷଣ ଦେଖି ତୁରନ୍ତ କରନ୍ତୁ ଚିକିତ୍ସା

ଆଜିକାଲି ଖରାପ ଲାଇଫଷ୍ଟାଇଲ ଯୋଗୁଁ ଲୋକମାନେ ଅଧିକ ପ୍ରଭାବିତ ହେଉଛନ୍ତି । ଡାକ୍ତରମାନେ ମିଠା କିମ୍ବା ଚିନି ଠାରୁ ଦୂରରେ ରହିବାକୁ ଆମକୁ ପରାମର୍ଶ ଦିଅନ୍ତି । କିନ୍ତୁ ସୁଗାର ଲେଭଲ ଆମ ଶରୀର ପାଇଁ ମଧ୍ୟ ବହୁତ…

ପିଏମ ଆବାସରେ ନିର୍ମାଣ ହେବ ୯ ଲକ୍ଷ ପକ୍କାଘର: ଅଭିଯୋଗ ପାଇଁ ଓଡ଼ିଶା ସରକାର ଜାରି କଲେ ହେଲ୍ପ ଲାଇନ ନମ୍ବର

ଭୁବନେଶ୍ୱର: ଗ୍ରାମାଞ୍ଚଳରେ କଚ୍ଚା ଘରେ ରହୁଥିବା ପରିବାରଙ୍କୁ ପକ୍କା ଘର ଯୋଗାଇ ଦେବା ପ୍ରକ୍ରିୟାକୁ ତ୍ୱରାନିତ୍ୱ କରିବା ପାଇଁ ସରକାର ପଦକ୍ଷେପ ଗ୍ରହଣ କରିଛନ୍ତି। ଆସନ୍ତା ଜାନୁଆରୀ ସୁଦ୍ଧା ଯୋଗ୍ୟ ହିତାଧିକାରୀଙ୍କୁ…