fbpx

୫ଟିକୁ ଆୱାର୍ଡ ଅଫ୍ ଏକ୍ସଲେନ୍ସ

Advertisement

ଭୁବନେଶ୍ୱର, ୧୨ା୧୨ (ଓଡିଶା ଭାସ୍କର): ଓଡ଼ିଶାକୁ ମିଳିଛି ସମ୍ମାନଜନକ ଆୱାର୍ଡ ଅଫ୍ ଏକ୍ସଲେନ୍ସ ପୁରସ୍କାର । ରାଜ୍ୟ ସରକାରଙ୍କର ୫ଟି ବିଭାଗର ପଦକ୍ଷେପ ଆଧାରରେ ଏହି ପୁରସ୍କାର ପ୍ରଦାନ କରାଯାଇଛି । ରାଜ୍ୟ ସରକାରଙ୍କ ଉଦ୍ୟମକୁ ଏହି ପୁରସ୍କାର ମିଳିଛି । ୫ଟି ପଦକ୍ଷେପ ସର୍ବଶ୍ରେଷ୍ଠ ବିବେଚିତ ହୋଇଛି ।

ଇଲେଟ୍ସ ପକ୍ଷରୁ ଏହି ପୁରସ୍କାର ମିଳିଥିବା ଜଣାଯାଇଛି । ଇଲେଟ୍ସ ହେଉଛି ଏକ ପ୍ରିମିୟର ଟେକ୍ନୋଲୋଜି ଓ ମିଡ଼ିଆ ରିସର୍ଚ୍ଚ କମ୍ପାନୀ । ରାଜ୍ୟ ସରକାରଙ୍କର ଇଲେକ୍ଟ୍ରୋନିକ୍ସ ଓ ଆଇଟି ବିଭାଗ ସଚିବ ମନୋଜ କୁମାର ମିଶ୍ର ପୁରସ୍କାର ବିତରଣ ଉତ୍ସବରେ ଏହାକୁ ଗ୍ରହଣ କରିଥିଲେ ।

Get real time updates directly on you device, subscribe now.