fbpx

ଆୟୁଷ ନିର୍ଦ୍ଦେଶକ ବିଭୁ ପ୍ରସାଦ ଷଡ଼ଙ୍ଗୀଙ୍କୁ ବାଧ୍ୟତାମୂଳକ ଅବସର

ଭୁବନେଶ୍ୱର, ୧୩ା୮(ଓଡ଼ିଶା ଭାସ୍କର): ଓଏଏସ ବିଭୁପ୍ରସାଦ ଷଡ଼ଙ୍ଗୀଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଛି । ଅନୈତିକ କାର୍ଯ୍ୟ ଅଭିଯୋଗରେ ତାଙ୍କୁ ବାଧ୍ୟତାମୂଳକ ଅବସର ଦେଇଛନ୍ତି ସରକାର । ପୂର୍ବରୁ ନିଜ ଅଫିସ ର ମହିଳା କର୍ମଚାରୀଙ୍କୁ ଅସଦବ୍ୟବାହାର କରିଥିବା ଅଭିଯୋଗ ଥିଲା । ଏନେଇ ଗତ ଜୁଲାଇ ମାସରେଏହି ମାମଲାରେ ବିଭୁପ୍ରସାଦ ଗିରଫ ମଧ୍ୟ ହୋଇଥିଲେ । ଏହାସହ ଆୟୁଷ ନିର୍ଦ୍ଦେଶକ ପଦରୁ ମଧ୍ୟ ବିଭୁଙ୍କୁ ନିଲମ୍ବିତ କରାଯାଇଥିଲା ।

Get real time updates directly on you device, subscribe now.