fbpx
BJD SKY
BJD SKY

ଇତିହାସ ରଚିଲେ ଭାରତ ବଂଶୋଭବ ବୋଲର୍ ଏଜାଜ୍ ପଟେଲ୍, ଭାରତ ବିପକ୍ଷରେ ନେଲେ ୧୦ ଟି ୱିକେଟ୍

BJD

ନୂଆଦିଲ୍ଲୀ: ମୁମ୍ବାଇ ଟେଷ୍ଟରେ ଇତିହାସ ରଚିଲେ ଏଜାଜ୍ ପଟେଲ୍ । ଭାରତ ବିପକ୍ଷରେ୧୦ ୱିକେଟ୍ ନେଲେ ଏହି ନ୍ୟୁଜିଲାଣ୍ଡ ବୋଲର୍ । ମୁମ୍ବାଇ ଟେଷ୍ଟରେ ଭାରତ ୩୨୫ ରନ୍ ରେ ଅଲଆଉଟ୍ । ତେବେ ବାମହାତୀ ନ୍ୟୁଜିଲାଣ୍ଡ ବୋଲର୍ ଏଜାଜଙ୍କୁ ପରଫେକ୍ଟ ଟେନ୍ ଟାଇଟଲ୍ ମିଳିଛି । ୧୯୯ ରନ୍ ବିନିମୟରେ ଭାରତର ସମସ୍ତ ୧୦ ୱିକେଟ୍ ନେଇଥିଲେ ଏଜାଜ୍ । ତେବେ ଏହା ପୂର୍ବରୁ ପାକିସ୍ତାନ ବିରୋଧରେ ଅନିଲ୍ କୁମ୍ବଲେ ନେଇଥିଲେ ୧୦ଟି ୱିକେଟ୍ । ତାଙ୍କ ପରେ ନ୍ୟୁଜିଲାଣ୍ଡର ଏହି ବୋଲର୍ ରେକର୍ଡ କରିଛନ୍ତି । ତେବେ ଭାରତର ଓପ୍ନର୍ ମୟଙ୍କ ଅଗ୍ରୱାଲ୍ ଚତ୍ମକାର ୧୫୦ ରନ୍ କରିଛନ୍ତି ।

Get real time updates directly on you device, subscribe now.