fbpx

୧୭ରୁ ବିଟେକ୍ କାଉନସେଲିଂ

ଭୁବନେଶ୍ୱର: ୧୭ରୁ ଆରମ୍ଭ ହେବ ଓଜେଇଇ ୱେବ୍-ବେସଡ ବିଟେକ କାଉନସେଲିଂ । ବି.ଆର୍କ, ବି.ପ୍ଲାନ, ବି.କ୍ୟାଟ, ଇଣ୍ଟିଗ୍ରେଟେଡ ଏମ.ଏସସି ପାଇଁ ହେବ କାଉନସେଲିଂ । ନଭେମ୍ବର ୨ ତାରିଖ ହେଉଛି ରେଜିଷ୍ଟ୍ରେସନ ଓ ଚଏସ ଲକିଂ ପାଇଁ ଶେଷ ତାରିଖ ।

Get real time updates directly on you device, subscribe now.