fbpx

ପୁରୀ ଯାତ୍ରା ପଡ଼ିଲା ମହଙ୍ଗା, ନିଲମ୍ବିତ ଆଇଆଇସିଙ୍କ ବିରୋଧରେ ମାମଲା ରୁଜୁ

ବଡ଼ଚଣା, ୨୧ା୪(ଓଡ଼ିଶା ଭାସ୍କର): ବଡ଼ଚଣା ଥାନା ଆଇଆଇସିଙ୍କ ବିରୋଧରେ ମାମଲା ରୁଜୁ ହୋଇଛି । ତାଙ୍କ ବିରୋଧରେ ବଡ଼ଚଣା ଥାନାରେ ମାମଲା ରୁଜୁ ହୋଇଛି । ସେ ଆଇନ ଉଲ୍ଲଙ୍ଘନ କରିଥିବା ଅଭିଯୋଗରେ ତାଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି । ଗତ ୧୯ତାରିଖ ଦିନ ଘରୋଇ ଗାଡ଼ିରେ ବତି ଲଗାଇ ପରିବାର ସହ ପୁରୀ ଯାଇଥିଲେ । ତାଲାବନ୍ଦ କଟକଣା ସତ୍ତେ୍ୱ ପରିବାର ସହ ଶ୍ରୀମନ୍ଦିର ଯାଇଥିଲେ । ଏନେଇ ତାଙ୍କୁ ନିଲମ୍ବିତ ମଧ୍ୟ କରାଯାଇଥିଲା । ଆଜି ତାଙ୍କ ବିରୋଧରେ ମାମଲା ରୁଜୁ କରାଯାଇ ତଦନ୍ତ ଆରମ୍ଭ ହୋଇଛି ।

Get real time updates directly on you device, subscribe now.