fbpx

ଭାରତୀୟ ଫିଲ୍ମରେ ରାହାତ ଫତେ ଅଲ୍ଲୀ ଖାଁ ଓ ଆତିଫ ଅସଲମଙ୍କୁ ବ୍ୟାନ

Advertisement

ଭୁବନେଶ୍ୱର, ୧୩ ।୪(ଓଡ଼ିଶା ଭାସ୍କର): ଭାରତୀୟ ଫିଲ୍ମରେ ରାହାତ ଫତେ ଅଲ୍ଲୀ ଖାଁ ଓ ଆତିଫ ଅସଲମଙ୍କୁ ବ୍ୟାନ । ବଳିଉଡ ,ଟଲିଉଡ ହେଉ ବା ଯେକୈାଣସି ଭାରତୀୟ ଫିଲ୍ମ ଆଉ ଶୁଭିବନି ଏହି ଦୁଇ ପାକିସ୍ତାନୀ ଲିଜାଣ୍ଡଙ୍କ ସ୍ୱର । କୈାଣସି ଭାରତୀୟ ବି ଏମାନଙ୍କ ସହଭାଗିତାରେ କୈାଣସି ଗୀତ ରେକର୍ଡ କରିପାରିବେ ନାହିଁ । ଯଦି କରନ୍ତି ସେମାନଙ୍କ ବିରୋଧରେ କଠୋରରୁ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଆଜି ଭାରତୀୟ ସଙ୍ଗୀନ ନିର୍ମାତା ଓ ମ୍ୟୁଜିକ କମ୍ପାନୀଙ୍କୁ ଏଭଳି କଡା ଚେତାବିନୀ ଦେଇଛି ଫେଡେରସନ ଅଫ ୱେଷ୍ଟର୍ଣ୍ଣ ଇଣ୍ଡିଆ ସିନେ ଏମ୍ପ୍ଳଇ ଆସୋସିଏସନ । ସରା ବିଶ୍ୱ କରେନା ବିରୋଧରେ ଲଢ଼ୁଥିବା ବେଳେ ପାକିସ୍ଥାନ ସୀମାରେ ଭାରତୀୟ ସେନାକୁ ଟାର୍ଗେଟ କରୁଛି ।ସେଥିପାଇଁ ଏଭଳି ପ୍ରତିବନ୍ଧକ ଜରୁରୀ ବୋଲି ସଂଘ କହିଛି ।

Get real time updates directly on you device, subscribe now.